Monthly Archives

March 2024

ଖପ୍ରାଖୋଲରେ ଲୋକପାଳ : ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗକୁ ନେଇ ତଦନ୍ତ କଲେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌କୁ ଲୋକପାଳ ସଚ୍ଚିଦାନନ୍ଦ ହନୁମାନ ପହଂଚି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତା ଅଭିଯୋଗର ତଦନ୍ତ କରିଥିଲେ । ଅଭିଯୋଗ ଦୁଇଟି ହେଲା ତେଲେନପାଲି ପଂଚାୟତ ଡୁଡୁକିପଦର ଗାଁ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଭାପତି ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମୁଖ୍ୟ ଅତିଥି ସୁଧାଂଶୁ ଶେଖର ବାବୁ,
Read More...

ଗଞ୍ଜାମ ସହରରେ ମା’ ଭୈରବୀ ଠାକୁରାଣୀ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ମା' ଭୈରବୀ ଠାକୁରାଣୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଦ୍ୟ ବାଜଣା ସହକାରେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ କଳସ ଯାତ୍ରା ଏକ ଶୋଭାଯାତ୍ରା ଯଜ୍ଞ
Read More...

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ବେହେରାଙ୍କ ମାତା ତଥା ବାଲିଛଡା ଗୌନ୍ତିଆ ସ୍ୱର୍ଗତ ପଦ୍ମକିଶୋର ବେହେରାଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ବେହେରାଙ୍କ ଗୁରୁବାର ସନ୍ଧ୍ୟାରେ ତାଙ୍କ ଇଚ୍ଛାପୁର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ଜଣେ ଧର୍ମ
Read More...

ଦୋଳପୂର୍ଣ୍ଣିମା ପାଇଁ କର୍ମେଲି ଗାଁ ଉତ୍ସବ ମୁଖର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କର୍ମେଲି ଗ୍ରାମର ପଲ୍ଲୀଶ୍ରୀ ଦୋଳ ଉତ୍ସବ ପାଳନ କମିଟି ଦ୍ଵାରା ଆୟୋଜିତ ଦୋଳ ଉତ୍ସବ ପାଳନ ସାଂସ୍କୃତିକ ମଞ୍ଚରେ ୬୨ତମ ଉତ୍ସବ ମହାସମାରୋହରେ ଉଦ୍‌ଘାଟନ ସହ ପ୍ରଭୁ ରାଧାକୃଷ୍ଣଙ୍କ ସୁଶୋଭିତ ନଗର ପରିକ୍ରମାର ମଧ୍ୟ ଶୁଭାରମ୍ଭ
Read More...

ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜାତୀୟ ସବ୍‌ ଜୁନିଅର ଅସି ଚାଳନା ପ୍ରତିଯୋଗିତାରେ ଓଡିଶା ଦଳରେ ୧୯ ଜଣ ଖେଳାଳି ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଅସି ଚାଳନା ସବ୍‌ ଜୁନିଅର ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡା ବିଭାଗ ଓଡିଶାଙ୍କ ସହଯୋଗରେ ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସରେ ଗତ ୨ ମାର୍ଚ୍ଚରୁ ରାଜ୍ୟ ଅସି ଚାଳନା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ଚୁଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚୁଡାପାଲିଠାରେ ଆଜି ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସଂଘର ନବନିର୍ବାଚିତ ସଭାପତି ଅଶ୍ୱିନୀ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ
Read More...

ମଣିଷକୁ ସଦାଚାରୀ କରେ କବିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତାରେ ଥାଏ ଜୀବନର ପ୍ରକୃତ ଛବି । କବିତା ହିଁ ଭରେ ମଣିଷ ମନରେ ଆଗ୍ରହ, ଆଗକୁ ବଢିବାର ସାହସ ଏବଂ ମଣିଷକୁ ନିର୍ଭିକ ଓ ସଦାଚାରୀ କରେ କବିତା । ବିଶ୍ୱ କବିତା ଦିବସ ଅବସରରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ଓ
Read More...

ରାଜ୍ୟରେ ଏକାକୀ ଲଢ଼ିବ ବିଜେପି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏକାକୀ ଲଢ଼ିବ ବିଜେପି । ଏନେଇ ସ୍ପଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ‘ଏକ୍ସ’ ଜରିଆରେ ମନମୋହନ ସାମଲ ଏ ବିଷୟ ସ୍ପଷ୍ଟ କରିଛନ୍ତି । ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ ବୋଲି ସେ ଟ୍ୱିଟ୍‌ ଜରିଆରେ କହିଛନ୍ତି
Read More...

ବ୍ୟବସାୟୀଙ୍କଠାରୁ ଟିକସ୍‌ ଆଦାୟ : ଅସୁବିଧାରେ ମହିଳା ବ୍ୟବସାୟୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ପାଇଁ ସମଗ୍ର ସହର ବର୍ତ୍ତମାନଠାରୁ ଉତ୍ସବମୁଖର ହେଲାଣି । ଗୁରୁବାର ଦିନ ଏକାଦଶୀ ଅବସରରେ ବିଭିନ୍ନ ସାହିରେ ଠାକୁରମାନେ ବିମାନରେ ବସି ଶୋଭାଯାତ୍ରାରେ ସାହି ପରିକ୍ରମା କରିବା ସହ ନିଜ ନିଜ ସାହିରେ ଦ୍ୱାର ଭୋଗ
Read More...