Daily Archives

ନିରାଡ଼ମ୍ବର ଭାବେ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପୂର୍ବସୁରୀ ଓ ମହାମନିଷୀ ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆମେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଆମ ଓଡ଼ିଆ ଭାଷାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନ କରାଯାଇଥିଲା । ଯାହା
Read More...

ବସ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ପରିଚୟ ମିଳିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକ ପାଖରେ ଆଜି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣ ଯୁବକ ବେଦାନ୍ତରେ ଚାକିରି କରୁଥିବା ବେଳେ ସେମାନେ ସୁବଳୟାରୁ ବାହାରି ବାଇକ୍‌ ଯୋଗେ ଲାଂଜିଗଡ଼ ଅଭିମୁଖେ ଯାଉଥିଲେ ।
Read More...

କୋରାପୁଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ, ୨ ଆହତ

କୋରାପୁଟ : କୋରାପୁଟରେ ଘଟିଛି ଏକ ଅଭାବନୀୟ ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣା ପଡିଛି । ଏପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣାଟି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଂଚାୟତର ଗଦଳା ଗାଁ
Read More...

ହୋଲି ଖେଳିସାରି ଗାଧୋଉ ଥିଲେ ଯୁବକ : କେନାଲରେ ବୁଡ଼ି ପ୍ରାଣ ହରାଇଲେ

ସମ୍ବଲପୁର : ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ମଙ୍ଗଳବାର ଦିନ ଅପରାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ପୃଥ୍ୱୀରାଜ ବେହେରା ବୋଲି ଜଣା ପଡିଛି । ସେ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା
Read More...

ବସ୍‌ ଧକ୍କା ୨ ଜଣ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକ ପାଖରେ ଆଜି ଭୋର୍‌ ବେଳକୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଏସ୍‌ଆର୍‌ଟିସି ବସ୍‌ ବଲାଙ୍ଗିର ପଟୁ ଯିବା ବେଳେ ଧକ୍କା ଦେଇଥିବା କୁହାଯାଉଥିବା ବେଳେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ
Read More...

ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟତ୍ମିକ ଚେତନରେ ପର୍ଯ୍ୟବସିତ ଏହି ଗଣପର୍ବ ହୋଲି ଓ ଦୋଳଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରମେମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କୁ ଦୋଳ ଶୋଭାଯାତ୍ରା
Read More...

ବିଶ୍ୱ ଥିଏଟର୍‌ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଥିଏଟର୍‌ ଦିବସ ଆମ ଜୀବନରେ ଥିଏଟର୍‌ର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୭ରେ ବିଶ୍ୱ ଥିଏଟର୍‌ ଦିବସ ପାଳନ କରାଯାଏ । ଏହା ଏକ କଳା ପ୍ରଦର୍ଶନ ଅଟେ ଯେଉଁଥିରେ ଜୀବନ୍ତ କଳାକାର, ଅଭିନେତ୍ରୀ, ଏବଂ ଆହୁରି
Read More...