Daily Archives

ନୟାଗଡ଼ ବିଜେପିକୁ ଝଟକା

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ବିଜେପିକୁ ଝଟକା । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ ଇରାନୀ ରାୟ । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ ।
Read More...

କାହିଁକି ଗିରଫ୍‌ ହେଲେ ଗୁଣିଆ ମିତ୍ରଭାନୁ ଭୁଏ : ସୂଚନା ଦେଲେ ଏପିପି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଥାନା ଅନ୍ତର୍ଗତ ସୁନାମୁଦୀ ଗାଁର ଆତ୍ମଘୋଷିତ କାଳୀ ସାଧକ ମିତ୍ରଭାନୁ ଭୁଏ କାହିଁକି ଗିରଫ୍‌ ହେଲେ ? କିଏ କଲା ତାଙ୍କ ନାମରେ ଅଭିଯୋଗ ? ଅଭିଯୋଗ ପତ୍ରରେ କ’ଣ ଦର୍ଶା ଯାଇଥିଲା ? ମାମଲା ବିଷୟରେ ପାଟଣାଗଡ଼ ଏସ୍‌ଡ଼ିଜେଏମ୍‌ କୋର୍ଟ ଏପିପିଙ୍କ ଠାରୁ
Read More...

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ପ୍ରି-ହୋଲି ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସନ୍ତର ଆଗମନରେ ପରିବେଶରେ ପରିବର୍ତ୍ତନ ଆସିଥାଏ । ସେହିପରି ମଣିଷର ମନରେ ମଧ୍ୟ ସମୟ ସମୟରେ ନୂତନ ବିଚାର ଓ ପରିପକ୍ୱତାର ପରିବର୍ତ୍ତନ ଆସିବା ଉଚିତ । ଏହି ଆଭିମୁଖ୍ୟ ସହିତ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ହୋଲି ଉତ୍ସବ ପାଳନର ଉଦ୍ଦେଶ୍ୟ ନେଇ ଆଜି
Read More...

କପିଲାଭଟାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମର ବରଗଛପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅସ୍ଥାୟୀ ସଭାପତି ପଙ୍କଜ ବିଶିଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ
Read More...

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ : ବଲାଙ୍ଗିରରେ-ଯୋଗ ଦେବେ ସହସ୍ରାଧିକ ସଂକୀର୍ତ୍ତନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସହଯୋଗରେ ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ଆସନ୍ତା ମାର୍ଚ୍ଚ ୩୧ ରବିବାର ଦିନ ସକାଳ ୯ଟାରୁ ଅନୁଷ୍ଠିତ ହେବ ବୋଲି ଆଜିର
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ସହିତ ଶହୀଦ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ପୂଣ୍ୟତିଥିରେ ଦୁଇ ମିନଟର ନୀରବ
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭଗବାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ-୨୦୨୪ ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଶନିବାର ସୋମନାଥ ଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
Read More...

୩୪ ଓଏଏସ୍‌ଙ୍କ ବଦଳି

ଭୁବନେଶ୍ୱର : ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ବଡ଼ ଧରଣର ବଦଳି କରାଯାଇଛି । ବଦଳିଛନ୍ତି ୩୪ଜଣ ଓଏଏସ୍ । ବରିଷ୍ଠ ଓଏଏସ୍ ଶିବାନୀ ମହାନ୍ତିଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ଅତିରିକ୍ତ ସଚିବ, ଶାନ୍ତିପ୍ରଭା ପ୍ରଧାନଙ୍କୁ ରାଜ୍ୟ ଖାଦ୍ୟ କମିଶନର ସଦସ୍ୟ ସଚିବ
Read More...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ମୃତ

ସମ୍ବଲପୁର : ବିଦ୍ୟୁତ୍‌ ଆଘାତରେ ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପିଲାକନ୍ଦେଇପଡ଼ାର ଜବାହର ସାହୁ(୪୯) । ଶୁକ୍ରବାର ରାତିରେ ସେ ମାଛ ମାରିବା ପାଇଁ ଯାଉଥିବା ବେଳେ ପୋଖରୀ ନିକଟରେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ
Read More...

ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଆଜ ରପ୍ତାନି ବନ୍ଦ

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନି ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ହଠାତ ଏଭଳି ଘୋଷଣା କରାଯାଇଛି । ଭାରତର ଏହି କଟକଣା ଫଳରେ ଅନେକ ବିଦେଶୀ ବଜାରରେ ଦର ବଢ଼ିବ । ପିଆଜର ବୃହତ୍ ରପ୍ତାନିକାରୀ ଦେଶ ହେଉଛି ଭାରତ । ଡିସେମ୍ବରରେ ଏହାର
Read More...