Daily Archives

ପ୍ରଜାପିତା ବ୍ରହ୍ମାକୁମାରୀର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ସିନାପାଲି, (ନିରାକାର ମେହେର) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ଶାଖା ତରଫରୁ ଶିବରାତ୍ରି ସପ୍ତାହ ପାଳନ ଅବସରରେ ସିନାପାଲି ଜଗନ୍ନାଥ ଛକଠାରେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉକ୍ତ ଶାଖାର ବ୍ରହ୍ମକୁମାରୀ
Read More...

ଗଞ୍ଜାମ ଥାନା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ : ଅଭିଯୁକ୍ତଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଲା ୧୬ ନମ୍ବର ଜାତୀୟ ରାଜପଥ କଡରେ ଏକ ଦୋକାନରେ ଚୋରି ମଦ ବିକ୍ରି ହେଉଥିବା ଖବର ପାଇ ଚୋରା ମଦ ରୋକିବାକୁ ଯାଇଥିବା ଗଞ୍ଜାମ ଥାନା ପୋଲିସ ଉପରେ ଆକ୍ରମଣ ହେଇଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ନବଘନ ବିଶ୍ୱାଳଙ୍କ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ କି ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ ଉପରେ ବଲାଙ୍ଗିର ସହ ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ନୂଆପଡ଼ା ଜିଲ୍ଲାରୁ ପ୍ରତ୍ୟହ ୨ ହଜାରରୁ ୨୫ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ଜଣାପଡିଛି । ତେବେ ଏତିକି ରୋଗୀଙ୍କ ପାଇଁ ଟିକେଟ
Read More...

ଏନ୍ଏସି ମାନ୍ୟତା ପାଇଲା ଲୋଇସିଂହା, ଖୁସିରେ ମିଠା ବାଣ୍ଟିଲେ ବିଜେଡି ନେତୃବୃନ୍ଦ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ତାଲିକାରେ ଲୋଇସିଂହା ସ୍ଥାନ ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମହୋଲ ଦେଖାଦେଇଛି । ବିଳମ୍ବ ହେଲେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସ୍ଥାନରେ ବାଣ ଫୁଟାଇ ସ୍ୱାଗତ କରା
Read More...

ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍‌ଘାଟିତ ହେଲା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ

ବିନିକା, (କେପିଏନ୍‌ଏସ୍‌) : କ୍ରୀଡା ଭିତ୍ତିଭୂମିର ବିକାଶ ସହିତ ଖେଳାଳୀମାନେ ଯେପରି ନିଜର ଦକ୍ଷତା ପ୍ରତିପାଦନ କରି ଉନ୍ନତମାନର ଖେଳ ପ୍ରଦର୍ଶନ କରି ବିଶ୍ୱସ୍ତରରେ ନାମ ରଖିବେ ସେହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଐତିହାସିକ ତାରାପୁରଗଡ ଠାରେ
Read More...

ଲକ୍ଷ୍ମୀ ବସ୍‌ ଚାପାରେ ଯୁବକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଲୋଇସିଂହା ଥାନା ରାମପୁରଠାରେ ସ୍ଥାନୀୟ ଲୋକେ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଗତକାଲି ଟ୍ରାଏଲ୍ ପାଇଁ ଲକ୍ଷ୍ମୀ ବସ୍‌ ଯାଉଥିବା ବେଳେ ଲୋଇସିଂହା ଥାନା ରାମପୁର ନିକଟରେ
Read More...

ବିଶ୍ୱ କିଡନୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ବିଶ୍ୱ କିଡନୀ ଦିବସ" ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଯାହା ପ୍ରତିବର୍ଷ ମାର୍ଚ୍ଚ ୨ୟ ଗୁରୁବାର ଦିନ ପାଳନ ହୁଏ । ବିଶ୍ଵବ୍ୟାପୀ ୧୦ ଜଣଙ୍କ ମଧ୍ୟରୁ ୧ ଜଣ କ୍ରନିକ୍ ବୃକକ୍ ରୋଗରେ ପୀଡିତ, ଯେହେତୁ ଏହା ଯେକୌଣସି ବୟସରେ
Read More...