Daily Archives

ଧର୍ମପ୍ରାଣା ବିଜୟଲକ୍ଷ୍ମୀଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଗୋବିନ୍ଦପାଲି ନିବାସୀ ବିଜୟଲକ୍ଷ୍ମୀ ମିଶ୍ରଙ୍କ ୨୯ ତାରିଖସନ୍ଧ୍ୟାରେ ୭୪ ବର୍ଷ ବୟସରେ ପରଲୋକ ଘଟି ଯାଇଛି । ସେ ଜଣେ ଅତ୍ୟନ୍ତ ମେଳାପୀ, ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ଅନ୍ତିମ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ବରଗଡ଼ ରୋଟାରୀ ସ୍କୁଲ
Read More...

ବିଶିଷ୍ଟ କ୍ରୀଡାବିତ୍‌, ଶିକ୍ଷାବିତ୍‌ ତଥା କୃଷି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶଶୀଭୂଷଣ ସାହୁଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳର ବିଶିଷ୍ଟ କ୍ରୀଡ଼ାବିତ୍‌, ଶିକ୍ଷାବିତ୍‌ ତଥା କୃଷି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶଶୀଭୂଷଣ ମାଝୀଙ୍କର ୯୨ ବର୍ଷ ବୟସରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ତାଙ୍କର କର୍ମମୟ ଜୀବନରେ
Read More...

ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗରେ ନୂତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ମୁଖୀଗୁଡା ସ୍ଥିତ କାର୍ଯ୍ୟାଳୟରେ ଜଗନ୍ନାଥ ପାଣି ନୂତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବରେ ଶୁକ୍ରବାର ପୂର୍ବାହ୍ନରେ କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ପାଣିଙ୍କ ଯୋଗଦାନ ସମୟରେ
Read More...

୫-ଟି ଉପକ୍ରମରେ ନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଶ୍ରଦ୍ଧାଞ୍ଜଳିବାବା ସାହେବଙ୍କ ଅବଦାନ ସମ୍ପର୍କରେ ସଚେତନ କରିବା ପାଇଁ ତାଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ସ୍ୱତନ୍ତ୍ର ଗ୍ୟାଲେରୀ ସ୍ଥାନୀତଏୟାରପୋର୍ଟ ଭଳି ମିଳିବ ସୁବିଧା ସୁଯୋଗ୫-ଟି ଅଧ୍ୟକ୍ଷ ଭି. କେ.
Read More...

ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

କଟକ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧, ୨୦୨୪ରେ କଟକଠାରେ ବ୍ରହ୍ମକୁମାରୀଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଚେତନାର ପ୍ରସାର ପାଇଁ ଅନେକ ଆଧ୍ୟାତ୍ମିକ ଓ ଧାର୍ମିକ ଅନୁଷ୍ଠାନ
Read More...

ମା’ରାମଚଣ୍ଡୀ ମହୋତ୍ସବ-୨୦୨୪ର ପ୍ରଥମ ସନ୍ଧ୍ୟାରେ ବାଘ ନାଚ : ଦୁଲକୀ ଉଠିଲା ମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟସ୍ଥ ମା'ରାମଚଣ୍ଡୀ ମନ୍ଦିର ନବକଳେବରର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ରଜନୀରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତରେ ପରିବେଶ ମନ୍ତ୍ରମୁଗ୍ଧ ହୋଇଉଠିଥିଲା । ତାହାଠାରୁ ଅଧିକ ଦୁଇ
Read More...

ଠକେଇ ଓ ଜାଲିଆତି ମାମଲାରେ ‘ସେଲ’ ଅଧୀନ ରାଉରକେଲା ଇସ୍ପାତ କାରଖାନାର ତତ୍‌‌କାଳୀନ ଏଜିଏମ୍‌ଙ୍କୁ ସିବିଆଇ କୋର୍ଟ…

ନୂଆଦିଲ୍ଲୀ, (ପିଆଇବି) : ଏକ ଠକେଇ ଓ ଜାଲିଆତି ମାମଲାରେ ସିବିଆଇର ଭୁବନେଶ୍ୱରସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତ ‘ସେଲ’ ଅଧୀନରେ ଥିବା ରାଉରକେଲା ଇସ୍ପାତ କାରାଖାନାର ତତ୍‌କାଳୀନ ସହକାରୀ ସାଧାରଣ ପରିଚାଳକ ଏଜିଏମ୍‌ କେ. ବାଳ ଗଙ୍ଗାଧରଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୫ହଜାର ଟଙ୍କାର
Read More...

କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିଆର୍‌ପିଏଫ୍‌ ୨୧୬ ବାଟାଲିୟନରେ ନିଯୁକ୍ତ ହୋଇଥିବା ହେଡ୍‌ କନଷ୍ଟେବଳ ଅଶୋକ କୁମାର ନାଗ(୫୫) ସୋମବାର ହଠାତ୍ ମୃତ୍ୟୁ ବରଣ କରିଛନ୍ତି । ମଙ୍ଗଳବାର ପୋଷ୍ଟମର୍ଟମ ପରେ ମୃତଦେହକୁ ଗାଁକୁ ପଠାଯାଇଛି । ହେଡ୍‌ କନଷ୍ଟେବଳ ଅଶୋକ ଉତ୍ତରପ୍ରଦେଶର
Read More...

ସିନାପାଲି ଅଂଚଳରେ ଗଙ୍ଗାଧର ଜ୍ୟୋତିରଥକୁ ଭବ୍ୟ ସ୍ୱାଗତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମ ସମେତ ସିନାପାଲି ଅଂଚଳରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜ୍ୟୋତିରଥକୁ ଭବ୍ୟ ସ୍ୱାଗତ ସହ ପୂଜାଅର୍ଚ୍ଚନା କରାଯାଇଛି । ନିଖିଳ ଓଡ଼ିଶା ମେହେର ସମାଜ ପକ୍ଷରୁ କବିପୀଠ ବରପାଲିଠାରେ ଆସନ୍ତା ମାସରେ ହେବାକୁ ଥିବା କବିଙ୍କ
Read More...