Monthly Archives

February 2024

ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବରଗଡର ପୁଅ ଆୟାଶ ପଣ୍ଡା ପ୍ରଶଂସିତ

ବରଗଡ, (ନିରୋଜ କୁମାର ପାଣୀ) : ଜନତା ମଇଦାନ ଭୁବନେଶ୍ୱରଠାରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ-୨୦୨୪ରେ ବରଗଡ଼ର ବୁର୍ଦ୍ଦା ଗ୍ରାମର ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକ ପ୍ରଥମ ବର୍ଷ ଓଡିଆ ବିଭାଗର ଛାତ୍ର ଆୟାଶ ପଣ୍ଡା ଛାତ୍ର ବକ୍ତା ଭାବରେ ଅଂଶଗ୍ରହଣ କରି ବେଶ୍
Read More...

ଗାଡ଼ି ସାଇଡ ଦେବାକୁ ନେଇ ବୋଲେରୋ ଗାଡ଼ି ମାଲିକ ସହ ଡ୍ରାଇଭରଙ୍କୁ ଆକ୍ରମଣ : ଜଣେ ବାଇକ ଆରୋହୀ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଝିକିଡୁଙ୍ଗୁରୀ ଗ୍ରାମର ବୋଲେରୋ ଗାଡ଼ି ମାଲିକ ନିତ୍ୟାନନ୍ଦ ସାହୁ(୨୮) ତାଙ୍କ ଡ୍ରାଇଭର ଓ ଅନ୍ୟମାନଙ୍କ ସହ ଚିତ୍ରାମୁଣ୍ଡା ଛକରେ ଗାଡ଼ି ସାଇଡ ଦେବାକୁ ନେଇ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ
Read More...

ଗାଈଗୋରୁ ହରଡ ଫସଲ ଖାଇଦେବା ପ୍ରତିବାଦ କରିବାରୁ ଓଲଟି ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ : ୨ଭାଇ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ଜାମକାନୀ(ବଛାପଡ଼ା) ଗ୍ରାମରେ ହରଡ଼ ଫସଲ ଅମଳ ପରେ ରଖାଯାଇଥିବା ବେଳେ ଏହାକୁ ଗାଈଗୋରୁ ଖାଇଦେଇଥିଲେ । ଗାଈଗୋରୁ ଖାଇଦେବାର ପ୍ରତିବାଦ କରିବାରୁ ଚାଷୀଜଣଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦୁଇ
Read More...

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଭିନ୍ନ ବିଷୟବସ୍ତୁକୁ ନେଇ ଗତ ୪ ତାରିଖରେ ଉପ-ନିର୍ଦ୍ଦେଶକ ତଥା ସଂଘର ସଭାପତି ଅଜିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ଏଥିରେ ସଂଘର
Read More...

ତୁମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତୁମକେଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିପ୍ରା କୁମାରୀ ମହାନ୍ତିଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ରାଜଶ୍ରୀ ପରିଜାଙ୍କ ମଞ୍ଚ
Read More...

ଦେଶୀ କୁଚିଆ ମଦ ବେପାରୀଙ୍କୁ ଗିରଫ୍‌ କଲା ଆଗଲପୁର ପୋଲିସ, ୪୦ ଲିଟର ମଦ ସହ ବାଇକ୍‌ ଜବତ୍‌

ଆଗଲପୁର, (କେପିଏନ୍‌ଏସ୍‌) : ଜଣେ ଦେଶୀ କୁଚିଆ ମଦ ବୋପାରୀଙ୍କୁ ଗିରଫ୍‌ କରିଛି ଆଗଲପୁର ପୋଲିସ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ଡୁଡ଼୍‌କାମୁଣ୍ଡା ଗାଁର ବିରେନ୍ଦ୍ର ନାଏକଙ୍କୁ ଗିରଫ୍‌ କରି ତାଙ୍କଠାରୁ ୪୦ ଲିଟର ମଦ ସହ ଏକ ବାଇକ୍‌ ଆଗଲପୁର ପୋଲିସ ଜବତ୍‌
Read More...

ବଲାଙ୍ଗିରରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଡ଼. ବିଜୟାନନ୍ଦ ସେଠୀ ଯୋଗ ଦେଇଛନ୍ତି । ସେ ପୂର୍ବତନ ଏଡିଏମ୍‌ ଲମ୍ବୋଦର ଧରୁଆଙ୍କ ପାଖରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ସେଠୀ ପୂର୍ବରୁ ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ
Read More...

କୁଚିଆ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସଦର ଗ୍ରାମ ବସ୍ତି ମଧ୍ୟରେ ଦୀର୍ଘଦିନ ଧରି ୫ରୁ ୬ଟି ସ୍ଥାନରେ ବେଆଇନ ଭାବେ ଦେଶୀ କୁଚିଆ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟ ରାସ୍ତା କଡ଼ରେ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ମହିଳା ତଥା ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁ ନ ଥିଲେ
Read More...

ସଇଁତଲାରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ, ତୃତୀୟ ଦିବସରେ ୨ ଗୋଟି ଯୋଡି ବିବାହ ସଂସ୍କାର ଓ ମହାଦୀପ ଯଜ୍ଞ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଖିଳ ବିଶ୍ୱ ଗାୟିତ୍ରୀ ପରିବାର ଆନୁକୂଲ୍ୟରେ ହାଟପଦାଠାରେ ନଅ କୁଣ୍ଡୀୟ ଗାୟିତ୍ରୀ ମହାଯଜ୍ଞ ଚାଲିଛି । ଏଥିରେ ଗାୟିତ୍ରୀ ପରିବାର ପୂଜକ ସୁଶାନ୍ତ ମାଝୀଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହୋଇ ଥିବାବେଳେ
Read More...

ଭବାନୀପାଟଣାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କିତ କର୍ମଶାଳା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରୀମାନଙ୍କ ପାଇଁ ଏକ ଜନ ସୂଚନା ଅଧିକାର ନିୟମ ସମ୍ପର୍କିତ ତାଲିମ ପ୍ରଦାନ
Read More...