Monthly Archives

February 2024

ଶିଶକେଲା ଓ କଅସର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ଓ କଅସର ପଂଚାୟତର ଖେଳପଡିଆଠାରେ ରବିବାର ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ହେମକାନ୍ତି ସାହୁଙ୍କ ତତ୍ୱାବଧାନରେ ସଇଁତଲା ବିଡ଼ିଓ ବିନୟ
Read More...

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୩ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ଆସନ୍ତା ୧୩ ତାରିଖ ମଙ୍ଗଳବାରଠାରୁ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ସିସିଏଫ୍‌ଏ ବଲାଙ୍ଗିର ସଭାପତି ସୁରେନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ
Read More...

ବିଧାନସଭା ଶେଷ ଅଧିବେଶନ ପରେ ବଲାଙ୍ଗିର ଫେରିଲେ ନରସିଂହ

ସାଧାରଣ ଜନତା ଓ ଦଳିତ କର୍ମକର୍ତ୍ତା ଦେଲେ ଭାବବିହ୍ୱଳ ସମ୍ବର୍ଦ୍ଧନାବଂଚି ଥିବା ଯାଏଁ ଲୋକଙ୍କ ସେବା ପ୍ରଦାନ କରିବା ପାଇଁ ଦେଲେ ପ୍ରତିଶୃତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ୫ଟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ରାଜନୈତିକ ଜୀବନର ଶେଷ ବିଧାନସଭା ଅଧିବେଶନ ସାରି
Read More...

ମୋବାଇଲ ଚାର୍ଜ କଲା ବେଳେ ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ସତିଘାଟ ଗ୍ରାମର କୈଳାସ ଜାନି ନାମକ ଜଣେ ଯୁବକ ମୁରିବାହାଲ ବ୍ଲକ ଯୁଗିରତା ଗ୍ରାମକୁ ନିଜର ଏକ ହୋଟେଲ ତିଆରି କରିବା ପାଇଁ ଅନ୍ୟ କିଛି ଲୋକଙ୍କୁ ନେଇ ସେଠାରେ ରହି ନିର୍ମାଣ କାମ କରୁଥିଲେ । ସେ ମୋବାଇଲ ଚାର୍ଜ କରିବା ବେଳେ ତାଙ୍କୁ
Read More...

ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦ୍‌ଯାପିତ : କଣ୍ଟାବାଞ୍ଜି ରେଡ ବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଆଜିର ଏହି ଫାଇନାଲ ମ୍ୟାଚ୍‌ଟି ୪୦ ଓଭର ବିଶିଷ୍ଟ ହୋଇଥିଲା । ବଲାଙ୍ଗିର ଗ୍ରୀନ ଦଳ ଟସ୍‌ ଜିଣି
Read More...

ଟିଟିଲାଗଡ଼ ନିକଟସ୍ଥ ଲୁଥୁରବନ୍ଧ ଗ୍ରାମରେ ବିଜେପି ପକ୍ଷରୁ ଗାଁ କୁ ଗାଁ ଚାଲ ଓ ବୁଥସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଭାରତୀୟ ଜନତା ପାର୍ଟି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁଥୁରବନ୍ଧ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଲୁଥୁରବନ୍ଧ ଗୋଚର ପଡ଼ିଆଠାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନଙ୍କ ନେତୃତ୍ଵରେ କର୍ମୀ ସମ୍ମିଳନୀ ସହିତ
Read More...

ମୁରିବାହାଲ ବ୍ଲକସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମଠାରେ ମୁରିବାହାଲ ବ୍ଲକସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ସାଧାରଣ ସଭା ତଥା ସାଙ୍ଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ବୈଧୃତ ଚରଣ ସାହୁଙ୍କ
Read More...

୨ୟ ସେମିଫାଇନାଲରେ କଣ୍ଟାବାଞ୍ଜି କୋଷ୍ଟାଲ ୧୧କୁ ହରାଇ ଫାଇନାଲରେ ସମ୍ବଲପୁର ଭାରତ କ୍ଲବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବଲାଙ୍ଗିର ଫ୍ରେଣ୍ଡସ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ୨ୟ ସେମିଫାଇନାଲରେ ପ୍ରତିଯୋଗିତାର ଷଷ୍ଠ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ
Read More...

ମୁଖିଗୁଡ଼ା ସ୍ଥିତ ଭେଙ୍କଟେଶ୍ୱର ସ୍କୁଲର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ାଠାରେ ଭେଙ୍କଟଶ୍ୱର ସ୍କୁଲର ପଞ୍ଚଦଶ ବାର୍ଷିକ ଉତ୍ସବ ବିଦ୍ୟାଳୟ ରଙ୍ଗମଞ୍ଚରେ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡା ଓ ଆଭ୍ୟନ୍ତରୀଣ ମେଧା
Read More...

ମଦନପୁରର ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲର ୪୧ତମ ବାର୍ଷିକ ଉତ୍ସବ ୨୦୨୪ ପାଳିତ

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ଶନିବାର ୪୧ତମ ବାର୍ଷିକ ଉତ୍ସବ ୨୦୨୪ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ
Read More...