Monthly Archives

February 2024

ଦନ୍ତା ହାତୀର ମୃତଦେହ ଠାବ

କୁଚିଣ୍ଡା : ଦନ୍ତା ହାତୀର ମୃତଦେହ ଠାବ ହୋଇଥିବା ଖବର ମିଳିଉି । ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସରଡ଼ା ରାସ୍ତା ବାଲିଆମ ପର୍ବତ ପାଦଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ
Read More...

ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମରେ ଥିବା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିର ଦୀର୍ଘ ୮ ଦିନ ଧରି ଚାଲିଥିଲା । ଏଥିରେ ବିଦ୍ୟାଳୟର
Read More...

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ନିମନ୍ତେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ପରିବାର
Read More...

ମା’ ଦକ୍ଷିଣ ଦଣ୍ଡ କାଳୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ଚବିଶି ପ୍ରହର ନାମଯଜ୍ଞ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦାମୋଦରପୁର କଲେଜ ରୋଡରେ ଅବସ୍ଥିତ ଶ୍ରୀ ଶ୍ରୀ ମା' ଦକ୍ଷିଣ ଦଣ୍ଡ କାଳୀଙ୍କ ନୂତନ ମନ୍ଦିର, ନୂତନ ବିଗ୍ରହ ପ୍ରତିଷ୍ଠା, ଘୃତଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ ପ୍ରଭୃତି କାର୍ଯ୍ୟକର୍ମ ଅନୁଷ୍ଠିତ ହେଉଛି । ଏହି
Read More...

ଗଞ୍ଜାମ ବ୍ଲକରେ ଜନଶୁଣାଣି ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସଭାଗୃହରେ ମଙ୍ଗଳବାର ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନା ୨୦୨୩ କାର୍ଯ୍ୟକ୍ରମର ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା
Read More...

ଜମି ବିବାଦକୁ ନେଇ ଗଣ୍ଡଗୋଳ, ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଜଣେ ଯୁବକ ଏଥିରେ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ସାତବହନୀ ଗାଁର କେଶବ
Read More...

ସାଇକେଲରୁ ପଡ଼ି ବୃଦ୍ଧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇକେଲରୁ ଖସି ପଡ଼ି ଜଣେ ବୃଦ୍ଧ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କଂଟାବାଂଜି ଥାନା ଅନ୍ତର୍ଗତ ସର୍ଗିଉଡ଼ାର ଗାଁର ଇନ୍ଦ୍ର ପୁଟେଲ(୬୦) ଗତକାଲି ସଂଧ୍ୟାରେ ସାଇକେଲରେ
Read More...

ଶ୍ରୀ ବିଦ୍ୟାସାଗରଜୀଙ୍କୁ ଶ୍ରଦ୍ଧାଞ୍ଜଳି

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗରଜୀଙ୍କୁ ପ୍ରଣାମ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି । ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପ୍ରଜ୍ଞା, ଅସୀମ
Read More...

ଗରିବ ଓ ବଞ୍ଚିତଙ୍କ ଜୀବନ ବଦଳାଉଛି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିବା ହିତାଧିକାରୀ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ପ୍ରମୁଖ କଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଏହାର ପରିଣାମ ସ୍ୱରୂପ ବିଗତ ୧୦
Read More...

ଉଜ୍ଜ୍ୱଳେଶ୍ୱର ପୀଠରେ ଦ୍ୱାଦଶତମ ବିଶ୍ୱଶାନ୍ତି ଶ୍ରୀରାମ ତାରକ ମହାଯଜ୍ଞ

ଦିଗପହଣ୍ଡି, (କେପିଏନ୍‌ଏସ୍‌) : ଓଡ଼ିଶାର ପ୍ରମୁଖ ଶୈବପୀଠ ବୃହତ୍‌ ଖେମୁଣ୍ଡି ତାଲୁକା ଅନ୍ତର୍ଗତ ଖମାରିଗାଁରେ ବିଜେ ଶ୍ରୀ ଶ୍ରୀ ଉଜ୍ଜ୍ୱଳେଶ୍ୱରଙ୍କ ପବିତ୍ର ପୀଠରେ ଦ୍ୱାଦଶତମ ବିଶ୍ୱଶାନ୍ତି ଶ୍ରୀରାମ ତାରକ ମହାଯଜ୍ଞ ଗତ ୧୪ ତାରିଖ ମାଘ ଶୁକ୍ଲ ଶ୍ରୀପଞ୍ଚମୀ ତିଥିରେ ଶୁଭାରମ୍ଭ ହୋଇଯାଇଛି ।
Read More...