Monthly Archives

February 2024

ଗଙ୍ଗାଧର ସାରସ୍ୱତ ସମିତିର ବିଶ୍ୱ ମାତୄଭାଷା ଦିବସ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ବୁଧବାର ବିଶ୍ୱ ମାତୄଭାଷା ଦିବସ ପାଳନ କରାଯାଇଛି । ଏନେଇ ସ୍ଥାନୀୟ ସ୍ୱରସଙ୍ଗମ କଳା ପରିଷଦଠାରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମାତୄଭାଷାର ମିଠାପଣ ସହିତ
Read More...

ଜଙ୍ଗଲ ଜମିର ହକ୍‌ ପାଇଁ ତାତିଲେ ବନବାସୀ : ଖଡିଆଳ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଲେ ଦାବିପତ୍ର

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଜଙ୍ଗଲ ଜମି ମଧ୍ୟରେ ପୁରୁଷାନୁକ୍ରମେ ବସବାସ କରିବା ସହିତ ଜଙ୍ଗଲ ଜମିକୁ ଦଖଲ କରୁଥିବା ପାରମ୍ପରିକ ବନବାସୀ ମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ମୋ ଜଙ୍ଗଲ ଜମି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ନୂଆପଡ଼ା ଜିଲ୍ଲାରେ
Read More...

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ୬ ଘଣ୍ଟା ଭିତରେ ସେ ୩ଟି ଜିଲ୍ଲାରେ ହେବାକୁ ଥିବା ବଡ଼ ସଭାରେ ଯୋଗଦେବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି । ରାଜନାଥ ପ୍ରଥମେ ନବରଙ୍ଗପୁର ଆସିବେ । ଦିନ ୧୦ଟା ୫୦ରେ ଛତିଶଗଡ଼ ବସ୍ତର
Read More...

ଭାରସାମ୍ୟ ହରାଇ ଓଲଟିଲା ଟେମ୍ପୁ : ୪ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଏକ ଟେମ୍ପୁ ଓଲଟି ପଡିଥିବା ବେଳେ ଏଥିରେ ବସିଥିବା ୪ ଜଣ ଯାତ୍ରୀ ଗୁରତର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସୂଚନା ଅନୁସାରେ ତୁଷୁରା ଥାନା ଅନ୍ତର୍ଗତ ଥାଲବନ୍ଧ ଗାଁରୁ ବଲାଙ୍ଗିରକୁ
Read More...

ମାୟାବର୍ହା ହାଇସ୍କୁଲରେ ବିଶ୍ଵ ମାତୃଭାଷା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବିଶ୍ଵ ମାତୃଭାଷା ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସର ଉଦ୍ଦେଶ୍ୟ କହିବା ସହିତ
Read More...

ଆନ୍ତର୍ଜାତୀୟ ମାତୃଭାଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୧ ଆନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରଥମ ବା ସ୍ଥାନୀୟ ଭାଷା ଉପରେ ଆଧାରିତ ବହୁଭାଷୀ ଶିକ୍ଷାର ଭୂମିକାକୁ ୟୁନେସ୍କୋ କ୍ରମାଗତ ଭାବରେ ଆଲୋକିତ କରିଛି । ଯାହାକୁ ମାତୃଭାଷା କିମ୍ବା ଘରୋଇ ଭାଷା ମଧ୍ୟ କୁହାଯାଏ । ଘରୋଇ ଭାଷା ଏବଂ
Read More...

ସ୍କୁଲ ଛାତ୍ର ଦୀପ୍ତିରଞ୍ଜନ ପରିଡାଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମର ସ୍ୱର୍ଗତ ଧରଣୀଧର ପରିଡାଙ୍କ ଏକ ମାତ୍ର ପୁତ୍ର ତଥା ଘୋରଡ଼ିଆ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଦୀପ୍ତିରଞ୍ଜନ ପରିଡା (୧୪) ଆଜି ସକାଳେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।
Read More...

ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି । ବାନ୍ଦୁପାଲି କ୍ଲଷ୍ଟରର ସିଆର୍‌ସିସି ସୀତାରାମ ଦୀପଙ୍କ
Read More...

ପୋଲିସ ହାତରେ ଧରାପଡିଲେ ନକଲି ଭିକାରି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହଙ୍ଗା ପଡ଼ିଲା ଭିନ୍ନକ୍ଷମ ବେଶରେ ଭିକ ମାଗିବା । ଶେଷରେ ନକଲି ଭିନ୍ନକ୍ଷମ ଭିକାରି ଗିରଫ ହୋଇଛି । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରର ଟାଟାବେଞ୍ଜ ଓ କମାପଲ୍ଲୀରୁ ଭିକ ମାଗି ଉତ୍ତରପ୍ରଦେଶର ୪ ଜଣ ନକଲି ଭିକାରି ଗିରଫ ହୋଇଛନ୍ତି । ଗିରଫ୍‌ ହୋଇଥିବା
Read More...

ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଏବଂ ଜୁପିଟର ଶିକ୍ଷାନୁଷ୍ଠାନ ରୌପ୍ୟ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...