ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ଶନିବାର ଦିନ ସକାଳ ୭ଟା ବେଳକୁ ପରଧିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଇଦିପାଲି କ୍ଲଷ୍ଟର ବଲାଙ୍ଗିର ଠାରେ, ପ୍ରଧାନ ଶିକ୍ଷକ ବିରେନ୍ଦ୍ର ପାଣିଗ୍ରାହୀଙ୍କ ଅନୁରୋଧ କ୍ରମେ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ତରଫରୁ ବିଦ୍ୟାଳୟଠାରେ ପତଞ୍ଜଳି ଯୋଗ ପ୍ରାଣାୟାମ!-->…
Read More...
Read More...