Daily Archives

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଯୋଗିସର୍ଡା ହରିହର ହାଇସ୍କୁଲ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ୍ ହାଇସ୍କୁଲ ଖେଳ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକ ଯୋଗିସର୍ଡ଼ା ସ୍ଥିତ ହରିହର ନୋଡାଲ ହାଇସ୍କୁଲର ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ହରିଶଙ୍କର ବନାଞ୍ଚଳ ତରଫରୁ ସଚେତନତା ସଭା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ହରିଶଙ୍କର ସ୍ଥିତ ବନବିଭାଗ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ସୁରକ୍ଷା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜଙ୍ଗଲ ସୁରକ୍ଷା
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଝିଅମାନଙ୍କୁ ୫ ଦିନିଆ ଅଗ୍ନିବୀର ତାଲିମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଓ ମହିଳା ଓ ଶିଶୁ ବିକାଶ ଓଡ଼ିଶା ସରକାରଙ୍କ ତରଫରୁ ଗନ୍ଧମାର୍ଦ୍ଦନ ଶିଳ୍ପ ତାଲିମ୍ କେନ୍ଦ୍ରଠାରେ ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂଙ୍କ ତତ୍ତ୍ଵାବଧାନରେ ଶିଳ୍ପ ତାଲିମ ଅନୁଷ୍ଠାନ ପଡିଆଠାରେ ସୁବେଦାର୍ ମେଜର
Read More...

କଂଟାବାଞ୍ଜିରେ ଆଜି ବିଜେଡ଼ି ପକ୍ଷରୁ ବିଶାଳ ଶଙ୍ଖ ଜନ ସମ୍ପର୍କ ସମାବେଶ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : କଂଟାବାଞ୍ଜି ସହରରେ ଆଜି ବିଜେଡ଼ି ପକ୍ଷରୁ ବିଶାଳ ଶଙ୍ଖ ଜନ ସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଆର୍‌ ପ୍ୟାଲେସଠାରେ ଅନୁଷ୍ଠିତ ସମାବେଶ ସ୍ଥଳରେ ପହଂଚିଥିଲା ।
Read More...

ଭଗବତୀ ନଗରରେ ରାମୋତ୍ସବ ଓ ଦୀପୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭଗବତୀ ନଗରରେ ହର୍ଷ ଉଲ୍ଲାସରେ ପ୍ରଭୁ ଶ୍ରୀରାମଙ୍କ ରାମୋତ୍ସବ ଏବଂ ଦୀପୋତ୍ସବ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ଭଗବତୀ କଲୋନୀରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମସ୍ତେ ନିଜ ନିଜ ଘର ସମ୍ମୁଖରେ ସଫେଇ କାର୍ଯ୍ୟ କରିଥିଲେ । ସକଳ
Read More...

ବୋଟଲିଂ ପ୍ଲାଣ୍ଟରେ ସୁରକ୍ଷା ଓ ନିରାପତ୍ତା କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବୋଟଲିଂ ପ୍ଲାଣ୍ଟ ବଲାଙ୍ଗିର ସହର ସଦାଇପାଲି ପାଖରେ ଥିବା ସୁରକ୍ଷା ଓ ନିରାପତ୍ତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୋଟଲିଂ ପ୍ଲାଣ୍ଟର ମ୍ୟାନେଜର ବ୍ରଜେଶ ସିଂହ ଗୁଜରଙ୍କ ସଭାପତିତ୍ୱ ଓ ଅତିରିକ୍ତ
Read More...

ମହାନ କଳାକାର ସ୍ୱର୍ଗତ ଉଦୟନାଥ ଦର୍ଜୀଙ୍କୁ ଶ୍ରଦ୍ଧାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ଦ୍ୱାରା ସ୍ୱର୍ଗତ ଉଦୟନାଥ ଦର୍ଜୀଙ୍କ ଦ୍ୱାଦଶାହ ଗଙ୍ଗା ଶ୍ରାଦ୍ଧ ଅବସରରେ ସୁଦପଡା କଲ୍ୟାଣ ମଣ୍ଡପ ଠାରେ ଆଜି ଲିଖିତ ଏକ ଶ୍ରଦ୍ଧା ସୁମନାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ୱର୍ଗତ ଦର୍ଜୀ ଜଣେ ବହୁମୁଖୀ
Read More...

ସର୍ବଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୁଖ୍ୟ ଡାକଘର ପରିସରରେ ସର୍ବଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ବଲାଙ୍ଗିର ଜିଲ୍ଲା ସଭାପତି ଜୟକୃଷ୍ଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବଡମାଧପୁରରେ ୧୦୭ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ପଞ୍ଚାୟତରେ ରବିବାର କଲ୍ୟାଣ ମଣ୍ଡପଠାରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ବଡ଼ମାଧପୁର
Read More...

ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନ୍ ଟିଟିଲାଗଡ଼ ବ୍ଲକ ପକ୍ଷରୁ କର୍ମୀ ଓ ସହାୟିକା ସମ୍ମିଳନୀ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଟିଟିଲାଗଡ ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପଠାରେ ଅଲ୍ ଓଡିଶା ଅଙ୍ଗନୱାଡି ୱାର୍କସ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଳ ସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ
Read More...