Monthly Archives

January 2024

ବିଜୁ ସ୍ମୃତି ସଦନର ଭୂମି ପୂଜନରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ଦିନ ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ କଡ଼ରେ ଥିବା ଏକ ଭୂମି ଉପରେ ବିଜୁ ସ୍ମୃତି ସଦନର ଭୂମି ପୂଜନ ଟିଟିଲାଗଡ଼ ବରିଷ୍ଠ ନାଗରିକ ସଙ୍ଘର ସଭାପତି ଡ. ଘନଶ୍ୟାମ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ହାଲୱା ଉତ୍ସବ ସହ ଆରମ୍ଭ ହେଲା ଅନ୍ତରୀଣ କେନ୍ଦ୍ର ବଜେଟ ୨୦୨୪ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭାଗବତ କିଷାନ ରାଓ କରାଡ଼ଙ୍କ ଉପସ୍ଥିତିରେ ଆଜି ନର୍ଥ ବ୍ଲକରେ ଅନ୍ତରୀଣ ବଜେଟ୍ ୨୦୨୪ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ
Read More...

ଦେଶବ୍ୟାପୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ ୬୦ହଜାରରୁ ଅଧିକ ବିଦ୍ୟାର୍ଥୀ

ପରୀକ୍ଷା ପେ ଚର୍ଚ୍ଚା-୨୦୨୪ ଅବ୍ୟବହିତ ପୂର୍ବରୁ ଦେଶବ୍ୟାପୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ୬୦ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣପରୀକ୍ଷା ପେ ଚର୍ଚ୍ଚା-୨୦୨୪ ନିମନ୍ତେ ରେକର୍ଡ ୨.୨୬ କୋଟି ପଞ୍ଜୀକରଣଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହକାର୍ଯ୍ୟକ୍ରମରେ ଅଂଶଗ୍ରହଣ
Read More...

ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା କେନ୍ଦ୍ର…

ଗତ ପାଞ୍ଚ ଶହ ବର୍ଷ ଧରି ଭାରତୀୟ ସଭ୍ୟତା ଦେଖୁଥିବା ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ପୂରଣ କରିଛନ୍ତିପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟ ଦ୍ୱାରା ଦେଶର ମନୋବଳ ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛନ୍ତିଆଜିଠାରୁ ହଜାରେ ବର୍ଷ ପରେ ବି ଲୋକମାନେ ଏହି ତାରିଖ ଓ ଏହି ମୁହୂର୍ତ୍ତକୁ ମନେ ରଖିବେ
Read More...

ପ୍ରଥମ ଥର ପାଇଁ ୧୦୦ ଜଣ ମହିଳା କଳାକାର ପାରମ୍ପରିକ ବାଦ୍ୟଯନ୍ତ୍ର ସହ ସାଧାରଣତନ୍ତ୍ର ଦିବସ ପରେଡ୍ ଆରମ୍ଭ କରିବେ

'ଅନନ୍ତ ସୂତ୍ର' ପ୍ରଦର୍ଶନୀ ଜରିଆରେ ନାରୀ ଶକ୍ତିକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସରକାରପାରମ୍ପରିକ ବାଲଟ୍‌ରୁ ଇଭିଏମ୍‌କୁ ପରିବର୍ତ୍ତନକୁ ଦର୍ଶାଉଥିବା ଗଣତନ୍ତ୍ର ବିକାଶକୁ ଦର୍ଶାଇବା ପାଇଁ ସଂସ୍କୃତି ମନ୍ତ୍ରଣାଳୟର 'ମଦର ଅଫ୍ ଡେମୋକ୍ରାସି' ପ୍ରଜ୍ଞାପନ ମେଢ଼ ନୂଆଦିଲ୍ଲୀ, (ପିଆଇବି) :
Read More...

ଝାରସୁଗୁଡ଼ାର ଲଖନପୁର ଅଞ୍ଚଳରେ ୧୧,୭୮୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ

ସିଆଇଏଲ୍ ଓ ଗେଲ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସ୍‌ଏନ୍‌ଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସିଆଇଏଲ୍‌ ଦ୍ୱାରା ଇକ୍ୟୁଟି ନିବେଶକୁ କ୍ୟାବିନେଟ୍‌ ମଞ୍ଜୁରିସିଆଇଏଲ୍‌ ଓ ଭେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ଏମ୍‌ସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପାନୀ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପରିପ୍ରେକ୍ଷୀରେ ଆୟୋଜିତ "ନୂଆ -ଓ" ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପାନୀ ଉତ୍ସବ ବୁଧବାର ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...

କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ : ଓଡିଶାର ଅସ୍ମିତାକୁ ନେଇ ପ୍ରଶ୍ନ କଲେ ଅଜୟ କୁମାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସଭାଗୃହଠାରୁ ସ୍ଵାଗତ କରିବା ସହ ଇଣ୍ଡିଆନ୍‌ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଏକ ବିରାଟ ମଟର
Read More...

ଭଟାପାଣି ସିଆର୍‌ପିଏଫ୍‌ ୧୯ ବାଟାଲିୟନର ସିଭିଲ୍‌ ସର୍ଭିସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲ ବୋର୍ଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଭଟାପାଣି ଗ୍ରାମଠାରେ ନୂତନ ଭାବେ ଗଠିତ ହୋଇଥିବା ସିଆର୍‌ପିଏଫ୍‌ ୧୯ ବାଟାଲିୟନ ତଫରୁ ଆଜି ଗ୍ରାମପଞ୍ଚାୟତ ଅଧୀନରେ ଥିବା ସମସ୍ତ ଗ୍ରାମର ଗରିବ ନିରୀହ ଲୋକଙ୍କୁ
Read More...

ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ମୋବାଇଲ ଡେମୋଷ୍ଟ୍ରେସନ୍

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ନିର୍ବାଚନ ସମୟରେ ଇଭିଏମ୍‌ରେ ଭୋଟରଙ୍କ ଦ୍ଵାରା ଭୁଲ ହୁଏ ।ସଠିକ୍ ଭାବରେ ସଚେତନ ନ ଥାଆନ୍ତି ଭୋଟର । ଏମିତି କିଛି ସ୍ଥାନରେ ଭୋଟର କାହାକୁ ଭୋଟ ଦେଲେ ତାହା ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ । ନିଜ ପସନ୍ଦର
Read More...