Daily Archives

ଚଲକି ଛକରେ ଚଲକି, ଇଚ୍ଛାପଡ଼ା ଓ ବାନ୍ଦୁପଲା ପଞ୍ଚାୟତର ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଚଲକି ଛକ ମଣ୍ଡପଠାରେ ଇଚ୍ଛାପଡା, ଚଲକି ଓ ବାନ୍ଧୁପଲା ତିନୋଟି ଗ୍ରାମପଂଚାୟତର ସମସ୍ତ ବିଜେଡି କର୍ମୀ ଆବାହକ ଦିଲ୍ଲୀପ ମହାନ୍ତିଙ୍କ ଆବାହନରେ ଯୋଗଦାନ କରି ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା
Read More...

ମା’ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ଗ୍ରାମରେ ମା' ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି
Read More...

ପୂର୍ବକାଳର ଶୈଳୀରେ ମଂଚସ୍ଥ ହେଲା ଗୀତିନାଟ୍ୟ ଲକ୍ଷ୍ମୀପୁରାଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡ଼େମୀ, ମା' କଳାପାଟ କ୍ଲବ, ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରର ମିଳିତ ଉଦ୍ୟମରେ ସୁବର୍ଣ୍ଣପୁରର ନୂଆଁ ଟାଉନ୍‌ ହଲ୍‌ରେ ମଂଚସ୍ଥ ହୋଇଯାଇଛି
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲା ସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ କବି ପ୍ରସାଦୀ ସାହୁ ମୁଖ୍ୟ ଅତିଥି ଏବଂ ସୁସାହିତ୍ୟିକା ଶୁଭଲକ୍ଷ୍ମୀ ନାୟକ ମୁଖ୍ୟବକ୍ତା ଭାବରେ
Read More...

କଥାକାର ସୁକାନ୍ତ ସାହୁଙ୍କୁ ପୁସ୍ତକମେଳା ଗଳ୍ପ ସମ୍ମାନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ୧୦ମ ବ୍ରହ୍ମପୁର ମହାନଗର ପୁସ୍ତକମେଳା ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ କଥାକାର ସୁକାନ୍ତ ସାହୁଙ୍କୁ ପୁସ୍ତକମେଳା ଗଳ୍ପ ସମ୍ମାନ ପ୍ରଦାନ କରାଯାଇଛି । କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଗୌରଗୋଠଠାରେ ଶ୍ରୀ ବଡ଼ଦେଓ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୌରଗୋଠଠାରେ ଶ୍ରୀ ବଡଦେଓ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବରୁଆ ଦେହରେ ଶ୍ରୀ ବଡଦେଓ ଆବିର୍ଭାବ ହୋଇ ଭକ୍ତଙ୍କ ସମସ୍ୟା ବୁଝିଥିଲେ । ଏପରିକି ଶ୍ରୀ ବଡଦେଓଙ୍କ ଶରଣ ନେଲେ ମାନସିକ ରୋଗୀ ଆରୋଗ୍ୟ
Read More...

ପୁରୀରେ ପ୍ରଦର୍ଶିତ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’

ପୁରୀ : ରାଜଧାନୀ ଭୁବନେଶ୍ୱର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପରିବେଷିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆଜି ସଂଧ୍ୟା ୬.୩୦ରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଦର୍ଶିତ ହେବ । ଶ୍ରୀଜଗନ୍ନାଥଙ୍କ ମହାପର୍ବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର
Read More...

ଶୀତ ପାଇଁ ପ୍ରଭାବିତ ହେଲା ଟ୍ରେନ୍‌ ଓ ବିମାନ ଚଳାଚଳ

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ପ୍ରବଳ ଶୀତ । ଗୁରୁବାର ସକାଳେ ମଧ୍ୟ ଦିଲ୍ଲୀ‌ରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି । ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ଏହା ହାରାହାରି ତାପମାତ୍ରାଠାରୁ ଚାରି ଡିଗ୍ରୀ କମ୍ ଅଟେ ।
Read More...

ମହିଳାମାନଙ୍କର ସୁସ୍ଥ ଓଜନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ମହିଳାମାନଙ୍କର ସୁସ୍ଥ ଓଜନ ଦିବସ" ଜାନୁଆରୀରେ ତୃତୀୟ ପୂର୍ଣ୍ଣ ସପ୍ତାହର ପ୍ରତ୍ୟେକ ଗୁରୁବାରରେ ପଡେ ଏବଂ ଏହି ବର୍ଷ ଏହା ଜାନୁଆରୀ ୧୮ରେ ପଡୁଛି । ଆମେମାନେ ପ୍ରତ୍ୟେକେ ନିଜ ନିଜ ପଦ୍ଧତିରେ ଅତୁଳନୀୟ । ଉଚ୍ଚତା ସହିତ ଏକ ସୁସ୍ଥ ଓଜନ ହେଉଛି
Read More...

ବୌଦ୍ଧ ଜିଲ୍ଲା ବୁଢାଖୋଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବୁଢାଖୋଲ ଓ ମାତାକୃପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ଏସ୍‌ଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ହେଲେ ଏହି ସମୟରେ ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯାହାର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ତେବେ
Read More...