ଜବତ ଡଙ୍ଗାକୁ ନେଇଗଲେ ମାଫିଆ
ଆନନ୍ଦପୁର : ଜବତ ଡଙ୍ଗାକୁ ନେଇଗଲେ ମାଫିଆ । ଆନନ୍ଦପୁର ତହସିଲର ଅମାରଙ୍ଗ ଘାଟରେ ବାଲି ମାଫିଆଙ୍କ ଦବଦବା ଜାରି ରହିଛି । ବେଆଇନ ବାଲି ଚାଲାଣ ରୋକିବାକୁ ତହସିଲ ପକ୍ଷରୁ ବାଲିଘାଟରେ ଚଢ଼ଉ କରାଯାଇଥିଲା । ସେଠାରୁ ବାଲି ଉତ୍ତୋଳନରେ ବ୍ୟବହାର କରାଯାଉଥିବା ଏକ ଡଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀ!-->…
Read More...
Read More...