Yearly Archives

2023

ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମ୍‌ଠାରେ ସ୍ଥାନୀୟ ପଞ୍ଚାୟତ ସମିତି ଆନୁକୁଲ୍ୟରେ ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଅନୁସନ୍ଧାନ କମିଟିର ମହାବିଦ୍ୟାଳୟ ପରିଦର୍ଶନ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ଆଜି ସକାଳ ସମୟ ପ୍ରାୟ ୧୧ଟା ସମୟରେ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିକୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଅନୁସନ୍ଧାନ କମିଟି ପରିଦର୍ଶନରେ ଆସିଥିଲେ । ଡ଼କ୍ଟର ବିଗନେଶ ପ୍ରସାଦ ମିଶ୍ର, ଅଧ୍ୟକ୍ଷ୍ୟ ମହାବିଦ୍ୟାଳୟ ଉନୟନ ପରିଷଦ
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ୧ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଧୀନ ବଅଁରପଳ-ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର ରଂଜା ଛକ ନିକଟରେ ଆଜି ପୂର୍ବାହ୍ଣରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଖବର ମିଳିଛି । ଚାଲାଣ ପୂର୍ବରୁ ଦେବଗଡ଼ ବନଖଣ୍ଡ ଅଧୀନ କାର୍ଯ୍ୟରତ କର୍ମଚାରୀଙ୍କ ସହାୟତାରେ ଏସ୍‌ଟିଏଫ୍‌ ଅତର୍କିତ ଭାବେ
Read More...

ଚତୁର୍ଥ ଦିନରେ ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଟିଟିଲାଗଡରେ ଧର୍ମଘଟ ଜାରି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳ ଟିଟିଲାଗଡ ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୨୧ ଟି ଗ୍ରାମୀଣ ଡାକ ସେବକମାନେ ଉପସ୍ଥିତ ରହି ଟିଟିଲାଗଡ ମୁଖ୍ୟ ଡାକଘର
Read More...

ନୂଆ ଓ ପରିଯୋଜନା ଅନ୍ତର୍ଗତ ସାମାଜିକ ପରିଷଦର ଆର୍ଥିକ ସାକ୍ଷରତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ପରିଯୋଜନା ଅନ୍ତର୍ଗତ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ ପରିଷଦର ମିଳିତ ସହଯୋଗରେ ଏକ 'ଆର୍ଥିକ ସାକ୍ଷରତା ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

କସ୍ତୁରୀର ଦ୍ୱିତୀୟ ଦିନର ସାଂସ୍କୃତିକ ସମାରୋହ ୨୦୨୩ : ଅନାମର ଆତ୍ମଲିପି, ଦନ୍ତା ନୃତ୍ୟ ଓ କରମା ପୂଜାରେ ବିମୋହିତ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାମାଜିକ ଓ ନାଟ୍ୟାନୁଷ୍ଠାନ କସ୍ତୁରୀର ଦ୍ୱିତୀୟ ଦିବସରେ ସାଂସ୍କୃତିକ ସମାରୋହ ୨୦୨୩ କାର୍ଯ୍ୟକ୍ରମରେ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ଅନାମର ଆତ୍ମଲିପି, ମାରାଙ୍ଗବୁରୁ କଲଚରାଲ ଗୃପର ଦନ୍ତା ନୃତ୍ୟ ଓ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” ଉଦ୍‌ଯାପିତ ଦିବସରେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଓଡିଶା ସରକାରଙ୍କର କ୍ରୀଡା ଓ
Read More...

ଗଞ୍ଜାମ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଭିତ୍ତିଭୂମି ଏବଂ ରୂପନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିବେ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇଦିନିଆ ଗଞ୍ଜାମଗସ୍ତରେ ସଡ଼କପଥ ଦେଇ ବାହାନ ଯୋଗେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଭିତ୍ତିଭୂମି ଏବଂ
Read More...

ତେଲନଦୀରେ ବୃହତ୍ ଉଠା ଜଳସେଚନ ପଏଣ୍ଟ ସ୍ଥାପନ ପ୍ରସଙ୍ଗ

ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନକୁ ବର୍ଷେ ପୁରିଲା କିନ୍ତୁ ପ୍ରସ୍ତାବ ଶୀତଳ ଭଣ୍ଡାରରେ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସୀମାନ୍ତ ପଂଚାୟତ ପୌରକେଲା, ରିଷିଡା ଓ ଗଜବାହାଲ ଅଂଚଳର ଚାଷୀମାନେ ଉତେଇ କେନାଲରୁ ଠିକ ଭାବେ ପାଣି ପାଉନଥିବାରୁ
Read More...

ବଲାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ସ୍ଥିତ ବଲାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମହାନ୍ତିଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ସୁଚେତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ
Read More...