Yearly Archives

2023

ବାଲେଶ୍ୱରର ବାହାନଗାର ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚି ସ୍ଥିତି ସମୀକ୍ଷା କଲେ

ବାଲେଶ୍ୱର, (କେପିଏନଏସ୍‌) : ବାଲେଶ୍ୱରର ବାହାନଗାର ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚି ସ୍ଥିତି ସମୀକ୍ଷା ସହ ରେସ୍କ୍ୟୁ ଟିମ୍‌ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାନଗା ହାଇସ୍କୁଲ ପଡିଆରେ ଅବତରଣ କରିବା
Read More...

ଫଗୁଖେଳ ଖେଳିଖେଳି ଆନନ୍ଦରେ ଉଦଣ୍ଡ କୀର୍ତ୍ତନରେ ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ସପ୍ତାହବ୍ୟାପୀ ଚାଲିଥିବା ପାର୍ଶ୍ଵଦେବାଦେବୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଷୋଡ଼ଶ ପୂଜାର୍ଚ୍ଚନା, ନାମଯଜ୍ଞ, ଘୃତଯଜ୍ଞ, ଆନନ୍ଦବଜାର ଆଦି ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ସକାଳେ କଳସ,
Read More...

ବାହାନଗା ରେଳ ଦୁର୍ଘଟଣାରେ ୭୯ ଜଣ ଆହତ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଆହତ ହୋଇଥିବା ୭୯ଜଣ ବ୍ୟକ୍ତି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ୧୪ଜଣ ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୪୮ ଜଣ ଡାକ୍ତର ଚିକିତ୍ସାରେ ଲାଗିଛନ୍ତି ।
Read More...

କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ଆହତ ସଂଖ୍ୟା ହଜାରେ ପାର୍‌

ବାଲେଶ୍ୱର : କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୧ ହଜାର ପାର୍‌ ହୋଇଛି । ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକା ସୂଚନା ଦେଇଛନ୍ତି । ସେହିପରି ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
Read More...

ଆଦର୍ଶ ଶିକ୍ଷକ କୁଳମଣି ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ଶିକ୍ଷକ କୁଳମଣି ମିଶ୍ର(୮୧)ଙ୍କ ବରଗଡ ସ୍ଥିତ ବିକାଶ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ପ୍ରାୟ ୮ଟା ୪୦ ମିନିଟ୍‌ରେ ପରଲୋକ ଘଟିଥିବା ତାଙ୍କ ଜ୍ୟେଷ୍ଠପୁତ୍ର ଅରୁଣ ମିଶ୍ର ସୂଚନା ଦେଇଛନ୍ତି । ଦୀର୍ଘ ଏକ ବର୍ଷ ହେବ ବାର୍ଦ୍ଧକ୍ୟଜନିତ ରୋଗରେ
Read More...

ଫପସି ଭିଆଇପି ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଦେଇ ଅନେକ ସମୟରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । ବୌଦ୍ଧ, ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ, ତୁଷୁରା ଓ ବଲାଙ୍ଗିର ସହର ଦେଇ ବାହାର ରାଜ୍ୟକୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି ।
Read More...

ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର : ଦେଶ ପାଇଁ ଶୁକ୍ରବାର ଥିଲା ଏକ କଳା ଦିବସ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଛି ଚଳିତ ବର୍ଷର ସବୁଠୁ ବଡ଼ ରେଳ ଦୁର୍ଘଟଣା । ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ତିନୋଟି ଟ୍ରେନ୍‌ । ଦେଖୁ ଦେଖୁ ଦୁର୍ଘଟଣାଜନିତ କର୍କଶ ଛାତିଫଟା ଶବ୍ଦ ସହ କାନ୍ଦରୋଳ ଓ ଚିତ୍‌କାରରେ
Read More...

ଶିଶୁ ବିକାଶ କେନ୍ଦ୍ରରେ ବିଶ୍ୱ ଶିଶୁ ଦିବସ ପାଳନ

ଶିଶୁ କ୍ଷୁଦ୍ର ନୁହେଁ ବିରାଟ ସମୁଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର ତରଫରୁ ବିଶ୍ୱ ଶିଶୁ ଦିବସ ଟିକ୍ରାପଡା ରାମ ମନ୍ଦିରଠାରେ ଅନୁଷ୍ଠାନର ଉପଦେଷ୍ଟା ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ
Read More...

ଦେଷଣ୍ଢ ୬ଷ୍ଠ ନାଇଟ ସର୍କିଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢରେ ଗତ ଗୁରୁବାର ରାତିରେ ସ୍ଥାନୀୟ ଲାନ୍ଥବୁଢ଼ା କ୍ରିକେଟ ଦଳ ପକ୍ଷରୁ ୬ଷ୍ଠ ନାଇଟ ସର୍କିଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ସାଂସଦଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ଅମିତ୍ ସିଂ
Read More...

ନୂତନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର କ୍ରମଚାରୀ ସଂଘ ପକ୍ଷରୁ ସ୍ୱାଗତ ସମର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ବଲାଙ୍ଗିର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର କର୍ମଚାରୀ ସଂଘ, ବଲାଙ୍ଗିର ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ପୌର କର୍ମଚାରୀ ସଂଘର ସଭାପତି ରତନ ମହାରଣା, ବରିଷ୍ଠ ଆଇନଜୀବୀ ତଥା
Read More...