Yearly Archives

2023

ଟିଟିଲାଗଡ଼ ବ୍ୟାଙ୍କ ଛକ ଗଣେଶ ମନ୍ଦିର ସମ୍ମୁଖରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣାରେ ପୋଲିସକୁ ମିଳିଲା ସଫଳତା : ୧୯୪୭୫୦…

ଟିଟିଲାଗଡ଼, (ସଂଜୟ କୁମାର ନେଏକ ) : ମେ ମାସ ୧୧ ତାରିଖ ସକାଳ ପ୍ରାୟ ସାଢେ ୮ଟାରୁ ୯ଟା ଭିତରେ ଟିଟିଲାଗଡ଼ ବ୍ୟାଙ୍କ ଛକଠାରେ ଥିବା ଗଣେଶ ମନ୍ଦିରକୁ ନ୍ୟୁ ମେଡିକାଲ ଷ୍ଟୋରର ମାଲିକ ନବନିତ ଜୈନ ଦର୍ଶନ କରି ଆସିଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ଆସି ସେ ଧରିଥିବା ଟଙ୍କା ବ୍ୟାଗ ଲୁଟି ନେଇ
Read More...

ସିଡବ୍ଲୁଡିଏସ୍‌ ତରଫରୁ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀଠାରେ ସେବା ଶିବିର

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌) ତରଫରୁ ସେବା ଶିବିର କାର୍ଯ୍ୟକ୍ରମ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷା ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ ସଚିବ ମେଜର ଡା.
Read More...

ବଲାଙ୍ଗିରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ମାସ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଜୁନ ମାସ ୧ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି
Read More...

ପୁଣି ଏକ ରେଳ ଦୁର୍ଘଟଣା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଚୂନପଥର ବୋଝେଇ ଆସୁଥିବା ମାଲବାହୀ ଟ୍ରେନ ଭଟଲି ସମ୍ବରଦର୍ହା ନିକଟରେ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ଉକ୍ତ ମାଲବାହୀ ଗାଡିଟି ଡୁଙ୍ଗୁରି ଚୁଁନପଥର ଖଣିରୁ ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଆସୁଥିଲା ।
Read More...

ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଏବଂ ହରିଶଙ୍କର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ସକାଳ ୯:୩୦ ସମୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିସରରେ ଗୋଟିଏ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ସ୍କୁଲ ପ୍ରଧାନ ଶିକ୍ଷକ
Read More...

ବଦଳୁଛି ଭୀମପାହାଡ଼ର ମାନଚିତ୍ର

ବୋଟିଂ ପରେ ଉଦ୍‌ଘାଟନ ହେଲା କାଫେ ଓ ପାର୍କ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଭୀମଡୁଙ୍ଗୁରିର ବିରଳ ୬୩ଟି ଗୁମ୍ଫା ରହିଛି । ଆଜି ଏହା ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ହୋଇସାରିଛି । ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଜଙ୍ଗଲ ପରିବେଶ ଓ ପର୍ଯ୍ୟଟନ ବିଭାଗ
Read More...

ଢ଼ାବାରେ ଦେଓଗାଁ ପୁଲିସ ଚଢ଼ାଉ : ୫୦ ଲିଟର ବିଦେଶୀ, ୨୦ ଲିଟର ଖୋଲାମଦ ଜବତ, ଜଣେ କୋର୍ଟ ଚାଲାଣ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିବୁମା ଜାତୀୟ ରାଜପଥ୨୬ ବଲାଙ୍ଗୀର-ଦେଓଗାଁ ରାସ୍ତାର ସାଗରପାଲି ଛକ ଠାରେ ଥିବା ଏକ ଢ଼ାବାରେ ଦେଓଗାଁ ପୁଲିସ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ଓ ଦେଶୀ ମଦକୁ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ
Read More...

ଟିଟିଲାଗଡ ଜେସିଆଇ ସିଟି ପକ୍ଷରୁ ଆଇ ଲଭ୍‌ ଟିଟିଲାଗଡ଼ ପାର୍କରେ ଲଗାଗଲା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ : ଉଦ୍‌ଘାଟନ କଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ସବୁଠୁ ଜନ ଗହଳି ପୂର୍ଣ୍ଣ ତଥା ଛୋଟ ଛୋଟ ଛୁଆମାନଙ୍କ ପସନ୍ଦ ପାର୍କ ହେଉଛି ଆଇ ଲଭ୍‌ ଟିଟିଲାଗଡ଼ ପାର୍କ । ଏହି ପାର୍କ ଏବେ ସହରର ମନୋରଞ୍ଜନ, ଖେଳ କୁଦ, ସକାଳ ଭ୍ରମଣ, ସାନ୍ଧ୍ୟ ଭ୍ରମଣ ଏବଂ ସହରବାସୀଙ୍କ ଜମା ହେବାର ସ୍ଥାନ ପାଲଟିଛି । ଏହି
Read More...

ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତାହତଙ୍କ ଅମର ଅତ୍ମାର ସଦ୍‌ଗତି ନିମନ୍ତେ ବିଜେପି ମହିଳା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ବାହାନଗା ଠାରେ ଗତ ୨ ତାରିଖ ଦିନ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତାହତଙ୍କ ଅମର ଅତ୍ମାର ସଦ୍‌ଗତି ନିମନ୍ତେ ବଲାଙ୍ଗିର ସହରର ଟିକ୍ରାପଡା ସ୍ଥିତ ଜଳେଶ୍ୱର ବାବା ମନ୍ଦିରରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ
Read More...

ପେଲେସ୍‌ଲାଇନ ମୁଖ୍ୟ ରାସ୍ତାରେ ସଟ୍‌ ସାର୍କିଟ ଯୋଗୁଁ ହତୁହୁତୁ ହୋଇ ଜଳିଗଲା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତାର ପେଲେସ୍‌ ଲାଇନ ରାଧାକୃଷ୍ଣ ମନ୍ଦିର ନିକଟରେ ରାସ୍ତା କଡରେ ଥିବା ଏକ ଗଛରେ ନିଆଁ ଲାଗିଯିବାରୁ ଗଛ ଟି ହୁତୁହୁତୁ ହୋଇ ଜଳି ଉଠିଥିବା ଦେଖିବାକୁ ମିଳିଛି । ଗଛ ଉପରେ ଇଲେକ୍ଟ୍ରି ତାର ଯାଇଥିବା ବେଳେ ସର୍ଟ ସାର୍କିଟ ଯୋଗୁଁ
Read More...