୪ ସାଗୁଆନ ଗଣ୍ଡି ସହ ଅର୍ଦ୍ଧ ନିର୍ମିତ କାଠ ସାମଗ୍ରୀ ଜବତ କଲା ସଇଁତଲା ବନ ବିଭାଗ
ସଇଁତଲା, (କେପିଏନ୍ଏସ୍) : ସଇଁତଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ ସାଗୁଆନ ଗଣ୍ଡି ସହ ଅର୍ଦ୍ଧ ନିର୍ମିତ କାଠ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ଗତକାଲି ପୂର୍ବାହ୍ନରେ ସଇଁତଲା ରେଞ୍ଜର କର୍ମଚାରୀମାନେ ୪ ଟି ଶାଗୁଆନ ଗଣ୍ଡି ସହିତ ଅଧା ତିଆରି ସୋଫା ସେଟ୍, ଅଧା ତିଆରି!-->…
Read More...
Read More...