କନ୍ଧମାଳରେ ଫୁଟିଲା ଗୁଳି : ୧ ଗୁରୁତର
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଡାକପାଲା ଅଂଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ଗୁଳି ମାଡ଼ରେ ଡ଼ାକପାଲା ଅଂଚଳର ଅଜିତ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇପଡିଥିବା କୁହାଯାଉଛି । ଅଜିତଙ୍କ ଛାତିରେ ଗୁଳି ବାଜିଛି ।!-->…
Read More...
Read More...