Yearly Archives

2023

ବେଆଇନ କଫ୍‌ ସିରପ୍‌ ବିକ୍ରି ବେଳେ କାବୁ କଲା ପୋଲିସ : ୧ ଗିରଫ, ୧ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ନିକଟସ୍ଥ ଦେଶୀ ମଦ ଭାଟି ନିକଟରେ ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ କଫ ସିରପ୍‌ ବିକ୍ରି କରୁଥିବା ସମୟରେ ଜଣକୁ ପୋଲିସ କାବୁ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଥିବା ଜଣାପଡିଛି ।
Read More...

୧୬ ଦିନରେ ଅମଲା ସଂଘର ସମୂହ ଛୁଟି : ସରକାରୀ କାର୍ଯ୍ୟ ଠପ୍‌

କଂଟାବାଂଜି, (କେପିଏନ୍‌ଏସ୍‌) : ରାଜ୍ୟ ମିଳିତ ଅମଲା ସଂଘର ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଂଚିଛି । ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କଂଟାବାଂଜି ସବ୍‌ ଟ୍ରେଜେରୀ ଅଫିସ ସମ୍ମୁଖରେ କଂଟାବାଂଜି, ବଙ୍ଗୋମୁଣ୍ଡା ଏବଂ ତୁରେକେଲା ବ୍ଲକର ଅମଲାମାନଙ୍କ ଆନ୍ଦୋଳନ ମଧ୍ୟ ଜାରି ରହିଛି । ବିଭିନ୍ନ
Read More...

ସାଂସ୍କୃତିକ ଆଧ୍ୟାତ୍ମିକ ଚେତନା ଓ ମହାନ କୃଷି ଭିତିକ ପର୍ବ ରଜ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସମଗ୍ର ବିଶ୍ଵରେ ଅନନ୍ୟ ଓ ସ୍ୱତନ୍ତ୍ର । ସହର୍ଷ, ସ୍ନେହ, ସୌହାର୍ଦ୍ଦ୍ୟ ସହଭାଗିତା, ସୁଷମାର ମହାନ୍ ମହାମିଳନ ହେଉଛି କୃଷିଭିତ୍ତିକ ପ୍ରାକୃତିକ ପର୍ବ ରଜ । ଆଜିର କର୍ମକ୍ଲାନ୍ତ ସନ୍ତାପିତ ଜୀବନରେ ଶାନ୍ତି ପାଇଁ
Read More...

ନିଟ୍‌ ପରୀକ୍ଷାରେ ସ୍ଵୟାଂଶୁ ନାହାକଙ୍କ ସଫଳତାକୁ ନେଇ ପରିବାର ଓ ବନ୍ଧୁବର୍ଗଙ୍କ ମଧ୍ୟରେ ବେଶ ଉତ୍ସାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାଲପଡା ବାସିନ୍ଦା ମୁନ୍ ଅପ୍ଟିକାଲର ଓନର ଇନ୍ଦ୍ରମଣି ନାହାକ ଓ ସ୍ୱର୍ଗତ ସବିତା ନାହାକଙ୍କ ପୁଅ ଭୁବନେଶ୍ୱର ଡିଏଭି (ସିଏସ) ସ୍କୁଲର ଛାତ୍ର ସ୍ଵୟାଂଶୁ ନାହାକ ସମୁଦାୟ ୬୦୮ ମାର୍କ ରଖି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ପଢିବାକୁ
Read More...

ଦ୍ୱିତୀୟ ଦିନରେ ଜମିଛି ରଜ

ଖୋର୍ଦ୍ଧା : ଦ୍ୱିତୀୟ ଦିନରେ ଜମିଛି ରଜ । କାଲି ଥିଲା ପହିଲି ରଜ । ଆଜି ରଜ ସଂକ୍ରାନ୍ତି ଅବସରରେ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଏହିକ୍ରମରେ ଖୋର୍ଦ୍ଧା ସଦର ବ୍ଲକ ଅଣ୍ଡାଗ୍ରାମରେ ଶ୍ରୀ ଶାଳେଶ୍ୱର ରଜ ମହୋତ୍ସବ ୨୦୨୩ ପାଳନ ହୋଇଯାଇଛି । ୩୫ରୁ ଅଧିକ ଦୋଳି ସାଙ୍ଗକୁ ବିଭିନ୍ନ
Read More...

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌, ଝାରବନ୍ଧ ଗଠିତ : ମୋତିଲାଲ ବାଗ ସଭାପତି, ସମ୍ପାଦକ ବଂଶୀଧର ନାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଯୁବ ସାମ୍ବାଦିକମାନଙ୍କୁ ନେଇ ଝାରବନ୍ଧ ବନଦୁର୍ଗା ମଣ୍ଡପଠାରେ ସାମ୍ବାଦିକ ସୋମନାଥ ବାଗଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାମ୍ବାଦିକମାନଙ୍କର ଭୂମିକା ଏବଂ କର୍ତ୍ତବ୍ୟ, ସାମ୍ବାଦିକତା
Read More...

ନୃସିଂହନାଥ ପୀଠରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ପାନ୍ଥନିବାସ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ ଜିଲ୍ଲା ଉପସଭାପତି ସରୋଜ
Read More...

ମନ୍ତ୍ରୀ ରିତା ସାହୁଙ୍କ ସହିତ ସରପଞ୍ଚ ସଂଘର ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଅନେକ ଗୁଡ଼ାଏ ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଅନେକ ଥର ଅଭିଯୋଗ କରିବା ପରେ କିଛି ସମସ୍ୟାର ସମାଧାନ ହୋଇଥିବା ବେଳେ ଅନେକ ଗୁଡ଼ାଏ ସମସ୍ୟାର ସମାଧାନ ଏ
Read More...

ଛତ୍ରପୁର ଏନ୍‌ଏସି ପକ୍ଷରୁ ଆହାର ରୋଷେଇ ଘରର ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ମୋ-ବସଷ୍ଟାଣ୍ଡ ପରିସରରେ ଅତ୍ୟାଧୁନିକ ଢାଞ୍ଚାରେ ପ୍ରାୟତଃ ୩୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଆହାର ରୋଷେଇ ଘରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ମାର୍ଚ୍ଚ ୨୦୨୩ ରିଖରେ ଲୋକାର୍ପଣ କରିଛନ୍ତି । ଆଜି
Read More...

ଜି୨୦ କୃଷି ମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଦିଲ୍ଲୀ, (ପିଆଇବି) : ମାନ୍ୟଗଣ୍ୟ ମହିଳା ଓ ଭଦ୍ରବ୍ୟକ୍ତିଗଣ, ନମସ୍କାର!ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । କୃଷି ମାନବ ସଭ୍ୟତାର କେନ୍ଦ୍ରରେ ରହିଛି । ତେଣୁ, କୃଷି ମନ୍ତ୍ରୀ ଭାବରେ, ଆପଣମାନଙ୍କର କାର୍ଯ୍ୟ କେବଳ ଅର୍ଥନୀତିର ଗୋଟିଏ କ୍ଷେତ୍ର ପରିଚାଳନା କରିବା ନୁହେଁ, ବରଂ
Read More...