Yearly Archives

2023

ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ

ବୀରମହାରାଜପୁର/ସୁବଳୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ପଞ୍ଚାୟତର ନାରାୟଣପୁର ଗ୍ରାମର ୨ ଗୋଟି ପରିବାରକୁ ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ଶନିବାର ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ
Read More...

ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଂଜୁର

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ୟ୍ୟ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଂଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ
Read More...

ଲୋକକଳା ସଙ୍ଗମର ଉଦ୍‌ଯାପନୀ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସାଂସଦ ପକ୍ଷରୁ ଆୟୋଜିତ ଲୋକକଳା ସଙ୍ଗମ-୨୦୨୪ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ନିହାର ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ
Read More...

ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ଯୁବ ଓ ଛାତ୍ର ଜନତା ଦଳକୁ ଆହୁରି ସଂଗଠିତ ଓ ସୁଦୃଢ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଆଗଲପୁର ବ୍ଲକ ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଯୁବ ସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ
Read More...

କୋଶଲୀ ସର୍ଟ ଫିଲ୍ମ “ବଏନା”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲି ଆମପଡ଼ା ଗାଆଁରେ କାଇଁଚ ମିଡ଼ିଆର ପଞ୍ଚମ ଅବଦାନ କୋଶଲୀ ସର୍ଟ ଫିଲ୍ମ "ବଏନା"ର ଶୁଭାରମ୍ଭ ହୋଇଯାଇଛି । ତିନି ଦିନ ଧରି ଉକ୍ତ ଗାଆଁରେ ସୁଟିଂ ହୋଇ ଶେଷ ହେବାର ସ୍ଥିର କରାଯାଇଛି । ପଶ୍ଚିମ ଓଡ଼ିଶାର ବିଶେଷ କରି ବଲାଙ୍ଗିର ଜିଲ୍ଲାର ଅନେକ
Read More...

ଟ୍ରାକ୍ଟର ଚାପାରେ ନାବାଳକ ଡ୍ରାଇଭର ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଅଗଲାପାଲି ଗ୍ରାମରେ ଶନିବାର ସକାଳେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜନୈକ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ନାବାଳକ ଜଣକ ହେଲେ ଅଗଲାପାଲି ଗ୍ରାମର ସୁଜିତ ଦାସ(୧୫) । କୌଣସି କାମରେ ସୁଜିତ ଟ୍ରାକ୍ଟର ଚଳାଇ ଆସୁଥିବା ବେଳେ
Read More...

କେନେ ହଜିଗଲା ମୌସୁମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଦେ ଆଏବା, ଇହାଦେ ଆଏବା, ଆର୍‌ ଘଡେକେ ଆଏବା, ଆର୍‌ ଛନେକେ ଆଏବା…… ଟାକି ଟାକି ଅଥା । କାହିିଁର୍‌ କଥା, ଅଷାଢ୍‌ ମାସେ ତତଲା ତାୱା ଥି ଭାଜୁଛେ ରଟ୍‌ ଖରା । ଆଲ୍‌ମାଲ୍‌ ଦୁଇ ପହରିଆ ଭଁଟା କେ ବାହାରି ଦେଲେ ତାଲୁ ଫାଟି ଜିବାର୍‌ ମେତାନ୍‌ ଲାଗୁଛେ । ଜୁନ୍‌
Read More...

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ୫-ଟି ସଚିବ : ମା’ ବରାଳ ଦେବୀ ମନ୍ଦିର ରୂପାନ୍ତରୀତ ହେବା ସହ ବିଭିନ୍ନ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ୫-ଟି ସଚିବ ଭି.କେ.ପାଣ୍ଡିଆନ କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିଥିଲେ । ଗସ୍ତର ପ୍ରଥମ ଦିନରେ ସେ ୫ ଗୋଟି କାର୍ଯ୍ୟକ୍ରମରେ ଯୋଗ
Read More...

ହୋମଗାର୍ଡ ରୂପକ କୁମାର ପଲାଇ ହେଲେ ଏସ୍‌ପିଙ୍କ ଦ୍ୱାରା ସମ୍ମାନିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନାରେ କାର୍ଯ୍ୟରତ ହୋମଗାର୍ଡ ରୂପକ କୁମାର ପଲାଇଙ୍କୁ ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗନ ମୋହନ ମିନା ଛତ୍ରପୁର ଏସ୍‌ପି କାର୍ଯ୍ୟାଳୟରେ ସମ୍ମାନିତ କରିଥିବା ଜଣାପଡ଼ିଛି । ରମ୍ଭା ଥାନା ଅଧିକାରୀ, ପୋଲିସ ଥାନାକୁ ଏବଂ
Read More...

ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ବିନୋଦିନୀ ସାମଲ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତାଙ୍କ
Read More...