Yearly Archives

2023

ଏଥର ଶ୍ରାବଣ ମାସରେ ପଡୁଛି ୮ଟି ସୋମବାର

ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କ ଉପାସନାର ମାସ ବୋଲି ବିଶ୍ୱାସ କରାଯାଏ । ତେବେ ଚଳିତ ବର୍ଷ ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଶ୍ରାବଣ ମାସ । ଏହି ବର୍ଷ ଦୁଇଟି ଶ୍ରାବଣ ପଡ଼ୁଥିବା ବେଳେ ୫୯ ଦିନ ପର୍ଯ୍ୟନ୍ତ ଶ୍ରାବଣ ରହିବ । ଶିବ ଭକ୍ତମାନେ ୮ଟି ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି
Read More...

ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କ ପାଇଁ ବଡ ଖବର : ବର୍ତ୍ତମାନ ମେଟ୍ରୋ ଟ୍ରେନରେ ନିଜ ସାଂଗରେ ମଦ ନେଇପାରିବ

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଡିଏମ୍‌ଆର୍‌ସି ଏବଂ ସିଏସ୍ଏଫ୍ ଅଧିକାରୀଙ୍କ କମିଟି ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନଙ୍କୁ ଦୁଇ ବୋତଲ ମଦ ସାଂଗରେ ନେବାକୁ ଅନୁମୋଦନ କରିଛି । ଯାତ୍ରୀମାନେ କେବଳ ସେମାନଙ୍କ ସହିତ ସିଲ୍ ହୋଇଥିବା ମଦ ବୋତଲ ନେଇପାରିବେ । ବର୍ତ୍ତମାନ ସମସ୍ତ
Read More...

ପାସେଞ୍ଜର ଟ୍ରେନ୍‌ରୁ ଧରାପଡିଲା ଗଞ୍ଜେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମାତିଛନ୍ତି ଗଂଜେଇ ମାଫିଆ । ଭିନ୍ନ ଭିନ୍ନ ଉପାୟରେ କରୁଛନ୍ତି ଗଂଜେଇ ଚାଲାଣ । ବଲାଙ୍ଗିର ପୋଲିସ ଗଦା ଗଦା ଗଂଜେଇ ଜବତ୍‌ କରୁଥିବା ବେଳେ ମାଳ ମାଳ ଗଂଜେଇ ମାଫିଆ କୁଚିଆ ମଧ୍ୟ ଗିରଫ୍‌ ହେଉଛନ୍ତି । ତଥାପି ଗଂଜେଇ ଚୋରା ଚାଲାଣ
Read More...

ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧୁମାଭଟା ଜଗଦଲପୁରର ପ୍ରକୃତି ପ୍ରେମୀର ଉଦାହରଣ ସାଜିଛନ୍ତି ପ୍ରଫୁଲ୍ଲ ମାକର । ତାଙ୍କ ଘର ପଦ୍ମପୁର ଉପଖଣ୍ଡ ଧୁମାଭଟା ଗ୍ରାମରେ । ସେ ଧୁମାଭଟା ଛକରେ ଏକ ଜଳଖିଆ ଦୋକାନ ସହିତ ବିଭିନ୍ନ ସାମଗ୍ରୀ ରଖି ବିକ୍ରି କରନ୍ତି । ଧୁମାଭଟା ଛକକୁ
Read More...

ଯୁବ କୁଲୁତା ସମାଜ ତରଫରୁ ବାହୁଡା ଉପଲକ୍ଷେ ପ୍ରସାଦ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ପବିତ୍ର ବାହୁଡା ଉପଲକ୍ଷେ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ମା'ପାଟଣେଶ୍ୱରୀ ମନ୍ଦିରରେ ଭୋଗ ଲଗାଇବା ପରେ ଇଷ୍ଟଦେବୀ ମା' ରାମଚଣ୍ଡିଙ୍କ ସ୍ମୃତିଚାରଣ କରାଯାଇଥିଲା ଓ ପରେ
Read More...

ଫେସବୁକରେ ହୋଟେଲ ଏ ୱାନ ମାଲିକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ : ସହରରେ ଚାଞ୍ଚଲ୍ୟ, ଅଭିଯୋଗକୁ ଖଣ୍ଡନ କଲେ ମାଲିକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୌଣସି ଘଟଣାକୁ ସବୁଠାରୁ ଶୀଘ୍ର ଭାଇରାଲ କରିବାରେ ଆଜିକାଲି ସୋସିଆଲ ମିଡିଆର ସାହାଯ୍ୟ ନିଆଯାଉଛି । ସେ ଘଟଣା ହେଉ ଦୁର୍ଘଟଣା ହେଉ କି ପ୍ରଚାର ପ୍ରସାର ହେଉ । ଯିଏ ଯେପରି ପାରିଲା ଏହାର ମାଧ୍ୟମରେ ବ୍ୟହୁଳ ବ୍ୟବହାର କରୁଛନ୍ତି ଲୋକେ । ସବୁ ଜିନିଷର ଭଲ
Read More...

ସ୍ୱତନ୍ତ୍ର ସମନ୍ୱିତ କୃଷି ବିକାଶ କାର୍ଯ୍ୟକ୍ରମରେ ୧୦୭ ଜଣ ଚାଷୀଙ୍କୁ ବିହନ ବଣ୍ଟନ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ୧୦ ଗୋଟି ପଂଚାୟତର ଚାଷୀମାନଙ୍କୁ ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ସ୍ୱତନ୍ତ୍ର ସମନ୍ୱିତ କୃଷି ବିକାଶ କାର୍ଯ୍ୟକ୍ରମ, ଆତ୍ମା ସହଯୋଗରେ ସେବା ଜଗତ ଓ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଜରିଆରେ କାର୍ଯ୍ୟକାରୀ କରାଯାଉଛି ।
Read More...

ଛତ୍ରପୁର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ତିନି ଠାକୁର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ନିକଟରେ ରଥାରୂଢ ଶ୍ରୀଜୀଉଙ୍କର ସୁନାବେଶ ସମାହିତ ହୋଇଯାଇଛି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ସୁନାବେଶ ଧାରଣ
Read More...

ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଜୁଲାଇ ୨ ତାରିଖରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବାହାରିବ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଜୁଲାଇ ୨ ତାରିଖରେ ଆମ୍ ଆଦ୍‌ମୀ ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରିବ ବୋଲି ଦଳୀୟ ପାର୍ଟି କାର୍ଯ୍ୟାଳୟ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି ।
Read More...

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣାଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ୱର : ଗତକାଲି ବାହୁଡା ଯାତ୍ରା ସମୟରେ କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗରଠାରେ ଜଣେ ବ୍ୟକ୍ତିଙ୍କ
Read More...