ରାଉରକେଲାରେ ଡାଇରିଆ ଆତଙ୍କ : ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୮ରେ
ରାଉରକେଲା : ରାଉରକେଲାରେ ଡାଇରିଆ ଆତଙ୍କରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେକ୍ଟର ୨୧ ନୟାବଜାରର ସରୋଜିନୀ ଖଣ୍ଡାୟତ (୪୯) । ଗତକାଲି ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ!-->…
Read More...
Read More...