Yearly Archives

2023

ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ସାନ ଆର୍ଜିପଲ୍ଲୀ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଜିପଲ୍ଲୀ ଗ୍ରାମ ପଞ୍ଚାୟତସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳିରେ ଆଇଆର୍‌ଇଏଲ୍ (ଇଣ୍ଡିଆ) ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଆଇଆର୍‌ଇଏଲ୍ (ଇଣ୍ଡିଆ) ଭାରତ
Read More...

ସଇଁତଲା ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ତମ ବୃକ୍ଷ ରୋପଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଶୁକ୍ରବାର ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ତାଳୁକ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସଇଁତଲା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ
Read More...

ବଲାଙ୍ଗିରରୁ ବେଲଗାଁ ଜାତୀୟ ରାଜପଥ-୨୬ ପାଇଁ ମଞ୍ଜି ସଂଗ୍ରହ କଲେ ଡେଙ୍ଗ ଛତ୍ରଛାତ୍ରୀ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନିତ ଉଚ୍ଚ ବିଦ୍ୟାଳୟର ଅମରବତୀ ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ
Read More...

ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ…

୫ ଟି ଜାତୀୟ ରାଜପଥ ପ୍ରକଳ୍ପର ଉତ୍ସର୍ଗ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି୧୦୩ କିଲୋମିଟର ଦୈର୍ଘ୍ୟ ରାୟପୁର - ଖରିଆର ରୋଡ ରେଳଲାଇନର ଦୋହରୀକରଣ ଏବଂ କେଓଟି - ଅନ୍ତାଗଡକୁ ସଂଯୋଗ କରୁଥିବା ୧୭ କିଲୋମିଟର ଦୈର୍ଘ୍ୟ ନୂଆ ରେଳ ଲାଇନକୁ ଉତ୍ସର୍ଗ କରିଛନ୍ତିକୋରବା ଠାରେ ଭାରତୀୟ ତୈଳ
Read More...

ଆଗଲପୁର ବ୍ଲକ ପରିସରରେ ମିଶନ ଶକ୍ତି ଭବନ ଉଦଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ପରିସର ମଧ୍ୟରେ ମିଶନ ଶକ୍ତି ଭବନ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଗୀତାଞଳି ଦାସ,
Read More...

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜବାହାରଲାଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜକୁମାର ପ୍ରଧାନ ଲେବେଲ-୪ ଗ୍ରାଜୁଏଟ ଶିକ୍ଷକରୁ ଲେବଲ-୩କୁ ପଦୋନ୍ନତି ପାଇ ବହଲପଦର ପଂଚାୟତ ଅନ୍ତର୍ଗତ ଠେଲକୋମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ
Read More...

ପ୍ରଧାନଶିକ୍ଷୟିତ୍ରୀଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହରିରାଜପୁର ଗ୍ରାମ ପଞ୍ଚାୟତ ଅଧୀନ ଭଅଁସର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡାଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଡେଲାଙ୍ଗ
Read More...

ମାନସିକ ବିକାରଗ୍ରସ୍ତ ଯୁବକକୁ ଉଦ୍ଧାର କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କୁ ସାମାଜିକ ମୌଳିକ ଅଧିକାର କିଭଳି ମିଳିପାରିବ ସବୁବେଳେ ସେ ଦିଗରେ ତତ୍ପର ଥିବା ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ମାହେଶ୍ୱରୀର ସ୍ୱେଚ୍ଛାସେବୀମାନେ ଆଜି ଏକ ମାନସିକ ବିକାରଗ୍ରସ୍ତ ଯୁବକକୁ ମହିମୁଣ୍ଡା ରାସ୍ତା ସୁଲିଆ ଘାଟି ପାଖରୁ ଉଦ୍ଧାର
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ବଲାଙ୍ଗିରଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ଏକ ବୈଠକ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆୟ
Read More...

ମାହେଶ୍ୱରୀ ସଂଗଠନ ମହିଳା ଶାଖା ତରଫରୁ ସପ୍ତାହ ବ୍ୟାପୀ ବନ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାହେଶ୍ୱରୀ ସଂଗଠନ ମହିଳା ଶାଖା ତରଫରୁ ସପ୍ତାହ ବ୍ୟାପୀ ବନ ମହୋତ୍ସବ ୨୦୨୩କୁ ନିଆର ଭାବେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଳନ କରାଯାଇଥିଲା । ନାଚ ଗୀତ ମାଧ୍ୟମରେ ଛୋଟ ଛୋଟ ପିଲାଙ୍କୁ ଆକୃଷ୍ଟ କରି ତଥା ଚାରା ରୋପଣ କରି ପରିବେଶ ସୁରକ୍ଷା
Read More...