Yearly Archives

2023

ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ ହେବେ ୬ଜଣ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର : ନୂଆଦିଲ୍ଲୀର ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଦିଆଯାଉଥିବା ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ ଚଳିତ ମାସ ୨୨ ତାରିଖରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ପ୍ରଦାନ କରାଯିବ । ପୁରସ୍କୃତ ହେବେ ଓଡ଼ିଶାର ୬ଜଣ ବରିଷ୍ଠ ସାମ୍ବାଦିକ । ଗତ ୫ ବର୍ଷ ହେଲା ପ୍ରଦାନ
Read More...

ଯୁକ୍ତ ୨ ନାମଲେଖା ପାଇଁ ଗ୍ରହଣ କରାଯିବ ହ୍ୱାଟସ୍‌ଆପ୍‌ରେ ଇଣ୍ଟିମେସନ୍‌ ଲେଟର : ୧୩ ତାରିଖ ଯାଏଁ ଚାଲିବ ଆଡମିସନ୍

ଭୁବନେଶ୍ୱର : ଯୁକ୍ତ ୨ ନାମଲେଖା ପାଇଁ ହ୍ୱାଟସ୍‌ଆପ୍‌ ଇଣ୍ଟିମେସନ୍‌ ଲେଟର ଗ୍ରହଣ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ହାୟାର ସେକେଣ୍ଡାରୀ ସ୍କୁଲ୍‌ର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ନାମଲେଖାଇବା ପାଇଁ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା
Read More...

ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ଖଲ୍ଲିକୋଟ : ଜାତୀୟ ରାଜପଥ- ୧୬ର କେଶପୁର ଛକ ସ୍ଥିତ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ ଏଟିଏମ୍‌ କାଟି ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରବିବାର ରାତିରେ କୌଣସି ଦୁର୍ବୃତ୍ତ ଏଟିଏମ୍‌ କାଉଣ୍ଟର୍‌ ଭିତରେ ପଶି ପ୍ରଥମେ ସିସିଟିଭି
Read More...

ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ମୃତ ହରିଣ ଉଦ୍ଧାର

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ଗୋଟିଏ ହରିଣର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ହରିଣଟି ସମୁଦ୍ର ଲହଡ଼ିରେ ଭାସିଯାଇଥିଲା । ଏହାକୁ ସ୍ଥାନୀୟ ବ୍ୟବସାୟୀମାନେ ଦେଖି କୂଳକୁ ଆଣିଥିଲେ । ସେତେବେଳକୁ ହରିଣଟିର ମୃତ୍ୟୁ ହୋଇଯାଇଥିଲା । ଖବରପାଇ କୋଣାର୍କ ବନ୍ୟପ୍ରାଣୀ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ, ୨ ଆହତ

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି ବଡ଼ ଧରଣର ସଡ଼କ ଦୁର୍ଘଟଣା । ସ୍କୁଲ ବସ୍ ଓ କାର ମୁହାଁମୁହିଁ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Read More...

ରେଳ ଲାଇନ୍‌ରେ ଧସିଲା ପଥର : ରେଳ ଚଳାଚଳ ବନ୍ଦ, ୪ଟି ଟ୍ରେନ୍‌ ବାତିଲ୍

କୋରାପୁଟ : କିରଣ୍ଡୁଲ-କୋତବାଲାସା(କେଆର) ରେଳଲାଇନର ବୋରାଗୁହାଲୁଠାରେ ରେଳଟ୍ରାକ ଉପରେ ପଥର ଧସିଛି । ଫଳରେ ଏହି ରେଳ ପଥରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି । ଘଟଣାସ୍ଥଳକୁ ବିଭାଗୀୟ ସୁରକ୍ଷା ଓ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ରାସ୍ତା ସଫା କାର୍ୟ୍ୟ ଜାରି ରଖିଛନ୍ତି । ଏହି ରାସ୍ତାରେ ୪ଟି
Read More...

ଶ୍ରାବଣର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଲାଗିଲା କାଉଡ଼ିଆଙ୍କ ଭିଡ଼

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହେତୁ ପ୍ରଥମ ଦୁଇଟି ଏବଂ ଶେଷ ଦୁଇଟି ସୋମବାରରେ ଶୈବପୀଠରେ ଜଳଲାଗି ପାଇଁ ଉପଯୁକ୍ତ ଶୁଭଲଗ୍ନ ସ୍ଥିର ହୋଇଛି । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ହେତୁ ଡେଲାଙ୍ଗର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ
Read More...

ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ ହେଲା କବି ବିକେଶ ସାହୁଙ୍କ ଦୁଇଟି କବିତା ପୁସ୍ତକ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କବି ବିକେଶ ସାହୁଙ୍କ ଦୁଇଟି କବିତା ପୁସ୍ତକ 'ବାପା ଓ ଅନ୍ୟାନ୍ୟ କବିତା' ଏବଂ 'ନିଜପାଇଁ ଯେତେ କବିତା' ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । ଯାହା ଯଥାକ୍ରମେ ଜାତୀୟ ପ୍ରକାଶନ ସଂସ୍ଥା ଷ୍ଟୋରିମିରର୍,
Read More...

ଯୁବ କଳାକାର ମେଧାବୃତ୍ତି ପାଇଲେ ସାଗର, ସୁଶ୍ରୀତା ଓ ପଙ୍କଜିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସିସିଆର୍‌ଟି ତରଫରୁ ପ୍ରତିବର୍ଷ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଇଥାଏ । ୨୦୨୦-୨୧ବର୍ଷ ପାଇଁ ଇତିମଧ୍ୟରେ ଏହି ମେଧାବୃତ୍ତି ଘୋଷଣା କରାଯାଇଛି । ଉକ୍ତ ବର୍ଷ ସକାଶେ ଲୋକ ନାଟକରେ
Read More...

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା

ରାଜ୍ୟ କ୍ୟାବିନେଟର ଅନୁମୋଦନଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଗାଁର ପୂଜାସ୍ଥଳ, ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ହେବ ବିକାଶ,ସଂସ୍କୃତି ସଂରକ୍ଷଣ ପାଇଁ ପ୍ରତି ପଞ୍ଚାୟତକୁ ମିଳିବ ୧୦ ଲକ୍ଷ ଟଙ୍କାଏହି ଯୋଜନା ଏଭଳି ଏକ ନୂଆ ଓଡିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ
Read More...