ପୋଖରୀରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହ ଥାନା ସାମ୍ନା ପୋଖରୀରୁ ଠାବ ହୋଇଛି । ମୃତ କନେଷ୍ଟବଳଙ୍କ ନାମ ପ୍ରଦୀପ ନାୟକ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ପ୍ରଦୀପ ନାୟକ ଥାନା ବ୍ୟାରାକ୍ରେ ରହୁଥିବା ବେଳେ ଗତକାଲି ସଂଧ୍ୟାରେ!-->!-->!-->…
Read More...
Read More...