ବଲାଙ୍ଗିର ସହରର ରାଜୀବନଗରରେ ବେଆଇନ ରନ୍ଧା ମଦ କାରବାରରେ ଜଣଙ୍କୁ ଗିରଫ କଲା ଟାଉନ ପୁଲିସ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ରାଜୀବନଗରର ଏକ ଘରେ ଚଢାଉ କରି ଟାଉନ ପୁଲିସ ମଦ ଜବତ କରିଛି । ଏହି ଘଟଣା ରେ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ଗୌର ସାହୁ । ସୂଚନା ଅନୁସାରେ ଗୌର ବେଆଇନ ଭାବରେ ମଦ ବିକ୍ରି କରୁଥିବା ନେଇ ଟାଉନ ପୁଲିସ ଖବର ପାଇଥିଲା ।!-->…
Read More...
Read More...