Yearly Archives

2023

ସେଞ୍ଚୁରିୟନ କ୍ୟାମ୍ପସରେ ମୁକ୍ତା ଚାଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେଞ୍ଚୁରିୟନ କ୍ୟାମ୍ପସରେ ମୁକ୍ତା ଚାଷ କରାଯାଉଛି । ଦୀର୍ଘ ୬ମାସର ପରିଚାଳନା ଓ ଯତ୍ନ ପରେ ଗତକାଲି ଏହାର ଅମଳ ସରିଛି । ପ୍ରଥମ ପର୍ଯ୍ୟାୟରେ ଉନ୍ନତ ମାନର ମୁକ୍ତା ମିଳିଛି । ବିଶ୍ୱ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିବା ଏହି
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ…

ସେତୁ ଯୋଜନା ବ୍ୟୟ ଅଟକଳ ୫୦ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି ଭୁବନେଶ୍ୱର : ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା,
Read More...

ଶ୍ରାବଣରେ ଡହ ଡହ ଖରାରେ ଶୁଖିଲା ଜମି : ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଷାଢ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି । ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍ ରହିଛି । ପାଣି ଅଭାବ ଯୋଗୁଁ ଚାଷୀକୂଳ ହତାଶ ହୋଇପଡିଛି । ଧାରା ଶ୍ରାବଣରେ
Read More...

ଚେନ୍ନାଇରେ ଅଟକ ଅଛନ୍ତି ୬ ଦାଦନ ଶ୍ରମିକ : ଉଦ୍ଧାର ପାଇଁ ଆକୁଳ ନିବେଦନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେଗଡା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ କମ୍ପାନୀ ମାଲିକଙ୍କ ଦ୍ଵାରା ନିର୍ଯାତନାର
Read More...

ବଲାଙ୍ଗିର ସଦର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ରଜତ ହତ୍ୟାକାଣ୍ଡର ବଡ଼ ଖୁଲାସା କଲେ ଏସ୍‌ପି : ୬ ଜଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରଜତ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ତାରିଖ ଦିନ ସଂଧ୍ୟାରେ ଅଏଁଲାଚୁଆଁ ନିବାସୀ ରଜତ ନିଖୋଜ ହେବା ପରେ
Read More...

ବଲାଙ୍ଗିର ସହରର ନିଖିଳନଗରରେ ନାବାଳିକାଙ୍କୁ ହତ୍ୟା, ଘଟଣା ସ୍ଥଳରେ ଟାଉନ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୨୧ ନଂ ୱାର୍ଡ ଅନ୍ତର୍ଗତ ତଥା ବଲାଙ୍ଗିର ସେଣ୍ଟ୍ରାଲ୍‌ ସ୍କୁଲ ପଛପାଖରେ ରହିଥିବା ନିଖିଳନଗରରେ ଜଣେ ନାବାଳିକାଙ୍କ ରକ୍ତ ଯୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ଶେଷାଦ୍ରୀ ନାଗ(୧୫) ବୋଲି ଜଣାପଡିଛି
Read More...

ଗଞ୍ଜାମ ଜିଲ୍ଲା ସଂସ୍କୃତିକ ସଂଘ ଉପସଭାପତିମାନଙ୍କ ସହ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ କଳାକାର ସଂସ୍କୃତିକ ସଂଘର ଉପସଭାପତିମାନଙ୍କର ଏକ ବୈଠକ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ
Read More...

ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଫିଜନ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ବାଇକ ଲୁଟି ନେଲେ ଦୁର୍ବୃତ୍ତ : ଫାଣ୍ଡିରେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଝିଙ୍କିଡୁଙ୍ଗୁରି ନିକଟସ୍ଥ ଘାଟିଠାରେ ଫିଜନ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ଅଟକାଇ ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତମାନେ ବାଇକ ଲୁଟ୍‌ କରି ଫେରାର ମାରିଥିବା ଟିକ୍ରାପଡା ଫାଣ୍ଡିରେ
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ : ପ୍ରକଳ୍ପ କାର୍ଯ୍ୟ ବିଳମ୍ବ କରୁଥିବାରୁ ଅଧିକାରୀଙ୍କ ଉପରେ ବର୍ଷିଲେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ସ୍ଥାନୀୟ ପୌର ପରିଷଦର ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପଠାରେ ଟିଟିଲାଗଡର ବିଧାୟିକା ତଥା ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ (ଏସିଡିସି) ବୈଠକ ଅନୁଷ୍ଠିତ ହୋଇଯାଇଛି ।ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକ

• ବସଷ୍ଟାଣ୍ଡ, ଚିକିତ୍ସାଳୟ, ବିଦ୍ୟାଳୟ ଇତ୍ୟାଦିକୁ ଆବଶ୍ୟକ ହେଉଥିବା ଜମି ଯଥାଶୀଘ୍ର ହସ୍ତାନ୍ତରିତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ସମସ୍ତ ତହସିଲଦାରମାନଙ୍କୁ କହିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ବୈଠକ
Read More...