କୁରୁଲଠାରେ ଦୁଇଟି ବାଇକ ମୁହାଁମୁହିିଁ ଧକ୍କା, ୩ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୁଇଂତଲା ଥାନା ଅନ୍ତର୍ଗତ କୁରୁଲଠାରେ ଆଜି ଦୁଇଟି ବାଇକ ମୁହାଁମୁହିିଁ ଧକ୍କା ହୋଇଥିବା ବେଳେ ଏଥିରେ ୩ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । କୁରୁଲ ଗ୍ରାମର ମଙ୍ଗଳ ବାଗ (୧୯),!-->…
Read More...
Read More...