Yearly Archives

2023

ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା.୧୪,୧୫ ଦୁଇଦିନ ଧରି ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ହନୁମାନ ପୂଜା କମିଟି ତରଫରୁ ଅଞ୍ଜନି ପୁତ୍ର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଦିନ ଗୋଧୂଳି ବେଳାରେ କଳସ ଶୋଭାଯାତ୍ରା ପଦ୍ମପୁର ସହର
Read More...

ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମଠାରେ ଓଡିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ : ଚିତ୍ରରେ ଚିତ୍ରରେ ଆଦିବାସୀ କଳା ଓ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଆର୍ଟ ଗ୍ୟାଲେରୀଠାରେ ଓଡିଶାର ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।
Read More...

ନେତାଜୀ ସଂଗ୍ରାମୀ ପରିଷଦର ମୁଖପତ୍ର ସୁଭାଷ ଚିନ୍ତନର ଦ୍ୱିତୀୟ ବର୍ଷ ପ୍ରଥମ ସଂଖ୍ୟା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେତାଜୀ ସଂଗ୍ରାମୀ ପରିଷଦର ମୁଖପତ୍ର ସୁଭାଷ ଚିନ୍ତନର ଦ୍ୱିତୀୟ ବର୍ଷ ପ୍ରଥମ ସଂଖ୍ୟା ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥଳିଠାରେ ଶୁଭ ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିରର ବହୁ ବୁଦ୍ଧିଜୀବୀ ସାହିତ୍ୟିକ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ
Read More...

ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ପୁରୋହିତ କଲ୍ୟାଣମଣ୍ଡପଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରହିତ୍ୟରେ ଶିକ୍ଷକ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସର୍ବ ପ୍ରଥମେ
Read More...

ଜଳ ଉଠାଣ ବେଳେ ନଦୀରେ ଭାସିଗଲେ ଦୁଇ କାଉଡ଼ିଆ : ୧ ନିଖୋଜ, ୧ ଉଦ୍ଧାର

ଜଗତସିଂହପୁର : ଜଳ ଉଠାଣ ସମୟରେ ନଈରେ ଭାସିଗଲେ ଦୁଇ ଜଣ କାଉଡ଼ିଆ । ଏଭଳି ଏକ ଘଟଣା ଘଟିଛି ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ଦେବୀ ନଦୀ ଆଳି ପିଙ୍ଗଳ ଘାଟରେ । ୨ ଜଣ କାଉଡ଼ିଆଙ୍କ ମଧ୍ୟରୁ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇ ପାରିଥିବା ବେଳେ ନିଖୋଜ କାଉଡ଼ିଆ ଜଣକୁ ଖୋଜା ଚାଲିଛି ।
Read More...

ଯାଦବ ସମାଜ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯାଦବ ସମାଜର ଉପଖଣ୍ଡ ସଭାପତି ଓ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ଜାଲଙ୍କ ସଭାପତିତ୍ୱରେ ପୁଞ୍ଜିପଥର ଛକଠାରେ ପଦ୍ମପୁର ରାଜବୋଡାମ୍ବର ଉପଖଣ୍ଡ ସ୍ତରିୟ ଆସନ୍ତା ଅଗଷ୍ଟ ମାସରେ କାର୍ଯ୍ୟକାରିଣୀ ବୈଠକ ପାଇଁ ପ୍ରସ୍ତୁତି ଏବଂ ସମାଧାନ ବୈଠକ ହୋଇଥିଲା। ଏଠାରେ
Read More...

ବିଦ୍ୟାଳୟ ତଥା ସହରକୁ ସବୁଜମୟ କରିବାକୁ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ବିଦ୍ୟାଳୟ ସହ ରାଉରକେଲାକୁ ଏକ ସବୁଜ ସୁନ୍ଦର ସହରଟିଏ ଭାବେ ଗଢି ତୋଳିବାକୁ ସେକ୍ଟର ୨ସ୍ଥିତ କଳିଙ୍ଗ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରୟାସ କରିଛନ୍ତି । ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଶରତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍କୁଲର ଶିକ୍ଷୟିତ୍ରୀ
Read More...

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦଶମ ଅଠାରି କବିତା ଆସର ନିଷାନ୍ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୬ ତାରିଖ ରବିବାର ଦିନ ଅପରାହ୍ନ ୫ ଘଟିକା ସମୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଷାନ୍ର
Read More...

ଧରଣୀପୀଠର ଶୁଭ ପ୍ରତିଷ୍ଠା ଅବସରରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବାଙ୍କେଲ ଗାଁ ସ୍ଥିତ ଆଦିବାସୀ କନ୍ଧମାନଙ୍କ ଇଷ୍ଟ ଦେବୀ ଧରଣୀପୀଠର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସାଂସଦ ବିକାଶ ପାଣ୍ଠିରୁ ଅନୁଦାନ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ନିର୍ମାଣ କାର୍ଯ୍ୟ
Read More...

ଅସହାୟ ଶବ ସତ୍କାର କଳା ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଖରା ବର୍ଷା ହେଉ ଅବା ଶୀତ ହେଉ ସଂକଳ୍ପ ପରିବାର ସବୁବେଳେ ତତ୍ପର ରହିଥାଏ ଅସହାୟର ସେବାରେ । ଆଜି ପ୍ରବଳ ବର୍ଷା ସତ୍ୱେ ସଂକଳ୍ପ ପରିବାରର ସଦସ୍ୟମାନେ ଅଚିହ୍ନା ଶବକୁ ସସମ୍ମାନେ ସତ୍କାର କରିଛନ୍ତି । ୭୨ ଘଣ୍ଟା ଧରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଶବ
Read More...