Yearly Archives

2023

ଛତ୍ରପୁର ତାଲୁକା ରେଡ୍ଡୀ ସଂଘ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ବିଧାୟକଙ୍କ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତେରସ୍ଥାନ ତାଲୁକା ରେଡ୍ଡୀ ସଂଘ ସଭା ଭବନରେ ରବିବାର ସଂଘର ଉନ୍ନୟନ ଉଦ୍ଦେଶ୍ୟରେ ଏକ ଆନୁଷ୍ଠାନିକ ସଭା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୧୬ଖଣ୍ଡ ଗ୍ରାମର ବଡ଼ରେଡ୍ଡୀ, ନାଇଡୁ, ତାଲୁକା ପଦାଧିକାରୀଙ୍କ ଦ୍ଵାରା ପରିଚାଳିତ ହେଉଥିବା ୧୯୪୦
Read More...

ଖୋଲାନଠାରେ ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷଣ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ୍ କ୍ଲବ ସବୁ ବେଳେ ସମାଜସେବା କ୍ଷେତ୍ରରେ କିଛି ନା କିଛି କାର୍ଯ୍ୟ କରିଥାନ୍ତି । କ୍ଲବର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଖୋଲାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିଟିଲାଗଡ ଲାୟଂସ କ୍ଲବ ଏବଂ ଏସ୍‌ସିଡି
Read More...

ଥଇଥାନ ହେଲେ ଚାରି ଅନାଥ ଶିଶୁ : ସ୍ୱେଚ୍ଛାସେବୀଙ୍କ ପ୍ରୟାସକୁ ସାଧୁବାଦ ଜଣାଇଲେ ଅଂଚଳବାସୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତ କୁଳିହାରୀଗୁଡା ଗ୍ରାମର ବୀରକିଶୋର ଲହଜଳ ଓ ସନ୍ତରା ଲହଜଳଙ୍କ ପରିବାର ବହୁତ ହସଖୁସିରେ ଥିଲା । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିଲେ । କିନ୍ତୁ ଦିନେ ଦୁଃଖର କଳାବାଦଲ ଏହି ପରିବାର ଉପରେ ପଡିଲା ।
Read More...

୧୦ଟି ଗ୍ରାମ୍ୟ ଜଙ୍ଗଲ କମିଟିର ମହିଳା ଗୋଷ୍ଠୀ ହେବେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ

ଆମ ଜଙ୍ଗଲ ଯୋଜନାରେ ୮ଟି ଖଳିଦନା ମେସିନ, ୫ଟି ବିରିବଟା ମେସିନ, ୪୨ଟି ସିଲାଇ ମେସିନ ସହ ୬୬ଟି ଦିଆଯିବ ଚୌକି କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ଅଧିନସ୍ଥ ୧୦ଟି ଗ୍ରାମ୍ୟ ଜଂଗଲ କମିଟିର ସ୍ୱଂୟ ସହାୟକ ମହିଳା ଗୋଷ୍ଠୀକୁ ସ୍ୱାବଲମ୍ବୀ ଓ
Read More...

ମା’ ସାହାଜୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଥିବା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଭାରତ ସରକାରଙ୍କ ଦ୍ଵାରା ଅନୁବନ୍ଧିତ ମା' ସାହାଜି ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ
Read More...

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଜେଆର୍‌ସି ୟୁନିଟ୍‌ ଗଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାଠାରେ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ଜୁନିୟର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା
Read More...

ଯୁବ ସମାଜ ପାଇଁ ଅପର୍ଣ୍ଣା ଅର୍ପିତା ସାଜିଛନ୍ତି ଉଦାହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଝିଅ ଅପର୍ଣ୍ଣା ଅର୍ପିତା । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲା ଦିନରୁ ନୃତ୍ୟ ପ୍ରତି ତାଙ୍କର ବେଶ୍‌ ଆକର୍ଷଣ ରହିଥିଲା । ସ୍କୁଲରେ ପଢ଼ିବା ସମୟରୁ ଓଡ଼ିଶୀ ନୃତ୍ୟ କରିବାରେ ତାଙ୍କର ବିଶେଷ ରୁଚି ରହିଥିଲା । ଗୁରୁଙ୍କଠାରୁ ଉଚିତ୍‌
Read More...

ବିପ୍ଲବୀ କବି ତଥା ସମାଜସେବୀ ସୁଦର୍ଶନ ପ୍ରଧାନଙ୍କ ଏକାଦଶାହ ଉତ୍ସବରେ ସ୍ମୃତିଚାରଣ ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱର୍ଗତ ସୁଦର୍ଶନ ପ୍ରଧାନ ଥିଲେ ଦୟା ବଞ୍ଚାଅ ଅଭିଯାନର ମୁଖ୍ୟ ପୃଷ୍ଠପୋଷକ ପ୍ରମୁଖ ସାରଥୀ । ସମାଜର ଅବହେଳିତ, ନିଷ୍ପେସିତ, ଦରିଦ୍ର, ଶ୍ରମିକ, ଦିନ ମଜୁରିଆଙ୍କର ସେ ଥିଲେ ଦରଦୀ ବନ୍ଧୁ । ବନ୍ୟା, ବାତ୍ୟା, ଅଂଶୁଘାତ ତଥା କରୋନା ସମୟରେ ପୀଡ଼ିତଙ୍କ
Read More...

ଦିଲ୍ଲୀ ଦରବାରରେ ସମ୍ମାନିତ ହେଲେ ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଓଟିଭି ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ମନରଞ୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିଲ୍ଲୀ ଦରବାରରେ ସମ୍ମାନିତ ହେଲେ ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଓଟିଭି ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ମନରଞ୍ଜନ ଯୋଶୀ । ତାଙ୍କୁ ଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ପଲ୍ଲୀବାଣୀ ମିଶନ ତରଫରୁ ଓଡ଼ିଆ ଜର୍ଣ୍ଣାଲିଜମ ଆୱାର୍ଡରେ ସମ୍ମାନିତ
Read More...

ମହୀମୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଲା ଥାନା ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ ଘଟଣାରେ ପୁଇଁନ୍ତଲା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି । ତେବେ ଗୁରୁତର ବ୍ୟକ୍ତି ଜଣକ
Read More...