Yearly Archives

2023

ଓସାକା ତରଫରୁ ହାଇଦ୍ରାବାଦ୍‌ରେ ପଶ୍ଚିମ ଓଡିଶା ଆଧାରିତ ସେମିନାର ଅୟୋଜିତ

ହାଇଦ୍ରାବାଦ୍ : ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ୧୭ ଡିସେମ୍ବର ଦିନ ପଶ୍ଚିମ ଓଡିଶାର ଗୌରବମୟ ଐତିହ୍ୟ ଏବଂ ଉନ୍ନତି ଉପରେ ଆଲୋଚନା ପାଇଁ ଏକ ସେମିନାର ଅୟୋଜିତ ହୋଇଥିଲା । ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ "ଓସାକା" ଏହି ସେମିନାର ଆୟୋଜନ କରିଥିଲା ।
Read More...

ମାଳିଶିରା ଗ୍ରାମରୁ ଜଣେ ୧୬ବର୍ଷୀୟା ନାବାଳିକା ନିଖୋଜ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ସଦର ଗ୍ରାମରୁ ଜଣେ ୧୬ ବର୍ଷୀୟା ନାବାଳିକା ନିଖୋଜ ଥିବା ନେଇ ତାଙ୍କ ଅଜା ଥାନାରେ ଲିଖିତ ଏତଲା ଦେଇଛନ୍ତି । ନାବାଳିକା ଜଣଙ୍କ ଗତ ରବିବାର ରାତି ୧୧.୩୦ଠାରୁ କେଉଁ ଆଡେ ଚାଲିଯାଇଥିଲେ । ଏହା
Read More...

ଲେବଡାରେ ମହାଲକ୍ଷ୍ମୀ ପୂଜା ପାଇଁ ୧୦୮ ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସଦର ମହକୁମା ସାହୁପଡ଼ାରେ ବୁଧବାରଠାରୁ ଅନୁଷ୍ଠିତ ହେବାକୁ ଥିବା ମାଁ ମହାଲକ୍ଷ୍ମୀଙ୍କ ପୂଜା ଉତ୍ସବ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର ଶିବ ମନ୍ଦିର ପୋଖରୀରୁ ୧୦୮ମହିଳାଙ୍କ ଏକ ଭବ୍ୟ କଳସ
Read More...

୫-ଟି ଅଧ୍ୟକ୍ଷଙ୍କ ମୟୁରଭଞ୍ଜ ଗସ୍ତ

ବାରିପଦା ବିଶ୍ୱବିଦ୍ୟାଳୟ ପଡିଆରେ ଜିଲ୍ଲାର ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଅଲୋଚନା,ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ, ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଶିକ୍ଷକଙ୍କ ମାର୍ଗ ଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏସୁବର୍ଣ୍ଣରେଖା, ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର
Read More...

ରାଜ୍ୟରେ ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ

ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟିଯୋଗଦେବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ
Read More...

ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଜିଲ୍ଲାପାଳ ବଲାଙ୍ଗିରଙ୍କ କାର୍ଯ୍ୟା।ଳୟର ସଭାଗୃହଠାରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷାଙ୍କ ଅବସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ ସରିତା ପଟ୍ଟନାୟକ ତାଙ୍କର ଚାକିରିରୁ ଅବସର ନେଇଛନ୍ତି । ବିଦାୟକାଳୀନ ସମାରୋହ ବିଦ୍ୟାଳୟ ମଞ୍ଚରେ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ
Read More...

ଛତ୍ରପୁରର ବିକାଶଧାରାକୁ ବର୍ଦ୍ଧିତ କରିବାକୁ ଦୃଷ୍ଟି ଆକର୍ଷଣ କଲେ ବିଜେଡି ଯୁବ ସଭାପତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଛତ୍ରପୁର ଡିଆର୍‌ଡିଏ ମୁଖ୍ୟ ଛକଠାରେ ଆମ ଓଡ଼ିଶା ନବୀନ ଓଡିଶା ତଥା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଦଳୀୟ ବିଜେଡି ଏବଂ ଛତ୍ରପୁର ନାଗରିକଙ୍କ ତରଫରୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର
Read More...

ବ୍ରହ୍ମପୁରଠାରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ-୨୦୨୩ ପାଳନ ଅବସରରେ ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ପର୍ଯ୍ୟାୟ କ୍ରମେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା,ସାଂସ୍କୃତିକ କାର୍ଯ୍ୟକ୍ରମମାନ ପାଳନ ଅବସରରେ ଗୋପାଳପୁର ନିର୍ବାଚନ
Read More...

ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (ପେକିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସ୍ପୋଟର୍ସ କଂପ୍ଲେକ୍ସରେ ଗତ ରବିବାର ଦିନ ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଆଜି ବଲାଙ୍ଗିର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ
Read More...