Yearly Archives

2023

ହୀରାକୁଦ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ଯାତ୍ରୀ ସୁବିଧା ପାଇଁ ଅତ୍ୟାଧୁନିକ ରେଳ ଷ୍ଟେସନ କରିବାରକଳ୍ପନା କେବଳ ମୋଦିଜୀ ଚିନ୍ତା କରିପାରନ୍ତି- ଧର୍ମେନ୍ଦ୍ର ପ୍ରଧାନ• ଅମୃତ ଭାରତ ଷ୍ଟେସନ’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 25ଟି ଓ ଦେଶରେ 508ଟି ଷ୍ଟେସନର ନବୀକରଣ ପାଇଁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଓ
Read More...

ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ ସହ ବୃକ୍ଷ ରୋପଣ କଲେ କେନ୍ଦ୍ରମନ୍ତ୍ରୀ

• ବୁଣାକାର, ଚାଷୀ ଓ ଜନପ୍ରତିନିଧିଙ୍କ କାପାସିଟି ବିଲଡିଂବଢାଇବା ପାଇଁ କାର୍ଯ୍ୟ କରିବ ଆଇଆଇଏମ -ଧର୍ମେନ୍ଦ୍ର ପ୍ରଧାନ• ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ଆଇଆଇଏମର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ• ୪୦୦
Read More...

ସମଗ୍ର ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

“ନୂତନ ଶକ୍ତି, ପ୍ରେରଣା ଏବଂ ସଂକଳ୍ପକୁ ଦୃଷ୍ଟିରେ ରଖି ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି”“ଆଜି ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି । ଭାରତ ପ୍ରତି ବିଶ୍ୱର ମନୋଭାବ ବଦଳିଛି”“ଏତେ ସଂଖ୍ୟକ ଷ୍ଟେସନର ଆଧୁନିକୀକରଣ ଦେଶରେ ବିକାଶ ପାଇଁ ଏକ ନୂତନ ବାତାବରଣ ସୃଷ୍ଟି କରିବ”“ଏହି ଅମୃତ ରେଳ
Read More...

ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ହେଲା ହରିଶଙ୍କର ରୋଡ଼ ଷ୍ଟେସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଏକ ଐତିହାସିକ ପଦକ୍ଷେପ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କମ୍ପୁଟର ମାଧ୍ୟମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ତାପାଲି ବୀର ମହାରାଜପୁରର ମିଳିତ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି ।
Read More...

ବିଜୁ ଛାତ୍ର ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ହେଲେ ଦେବେନ୍ଦ୍ର କୁମାର

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ତାର ପରିବର୍ଦ୍ଧିତ କମିଟି ଘୋଷଣା କରିଛି । ନିର୍ବାଚନୀ ମଣ୍ଡଳୀ ସ୍ତରରେ ବିଜୁ ଛାତ୍ର ଜନତା ଦଳକୁ ଶକ୍ତିଶାଳୀ ଓ ସୁସଂଗଠିତ କରିବା ପାଇଁ ଛାତ୍ର ନେତା ତଥା ସୁସଂଗଠକ ଦେବେନ୍ଦ୍ର କୁମାର
Read More...

ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ସହିତ ବନ୍ଧୁତା ଦିବସ ପାଳନ କଲେ ସମାଜସେବୀ

ବରଗଡ, (ନିରୋଜ କୁମାର ପାଣୀ) : ବିଜେପୁର, ଅଗଷ୍ଟ ମାସର ପ୍ରଥମ ରବିବାର ଦିନକୁ ଗାଁରୁ ସହର ସବୁଠି ବନ୍ଧୁତା ଦିବସ ଭାବେ ପାଳନ କରାଯାଉଛି । ବିଶେଷ କରି ଯୁବପିଢିଙ୍କ ମଧ୍ୟ ଏହାର ଅନେକ ପ୍ରଭାବ ଦେଖିବାକୁ ମିଳିଥାଏ । ଏହି ସବୁ ଭିତରେ ବରଗଡ଼ ଜିଲ୍ଲାର ବଦାନ୍ୟ ବନ୍ଧୁ ଭାବେ ପରିଚିତ ତଥା ଯୁବ
Read More...

ବରପାଲି ରେଳ ଷ୍ଟେସନ ପୁନର୍ବିକାଶ ଭିତ୍ତି ପ୍ରସ୍ତର ସ୍ଥାପନ

ବରଗଡ଼, (ନିରୋଜ କୁମାର ପାଣୀ) : କେନ୍ଦ୍ର ରେଳ ବିଭାଗ ପକ୍ଷରୁ ସାରା ଭାରତରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୦୮ଟି ରେଳ ଷ୍ଟେସନକୁ ଆଧୁନିକିକରଣ ତଥା ପୁନର୍ବିକାଶ ପାଇଁ ରବିବାର ପୂର୍ବାହ୍ନ ୧୧ଟାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ବରପାଲି ରେଳ ଷ୍ଟେସନଠାରେ ଆୟୋଜିତ ଏହି ଉତ୍ସବରେ
Read More...

ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ବୃଦ୍ଧା ମା’ ସହିତ ତିନି ଝିଅ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ବରଡୋଲ ଗ୍ରାମରେ ବସବାସ କରୁଥିବା ଗୋଟେ ପରିବାରରେ ୭୦ ବର୍ଷୀୟ ବୃଦ୍ଧା ମା' ସହିତ ତିନି ଅବିବାହିତ ଝିଅ ଅତି ଦୟନୀୟ ପରିସ୍ଥିତିରେ ଜୀବନ ବିତାଉଥିବା ନଜରକୁ ଆସିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗନେସି ଦାସ ନିଜର ତିନି ଝିଅ, ଗୋଟେ
Read More...

ବଲାଙ୍ଗିର ରେଳ ଷ୍ଟେସନ ପୁନର୍ବିନ୍ୟାସର ଭିତ୍ତିପ୍ରସ୍ତର

ରେଳ ଷ୍ଟେସନର ପୁନର୍ବିନ୍ୟାସ ବଲାଙ୍ଗିର - ବିଛୁପାଲି ରେଲ ଭଳିଆ ନ ହେଉ : ନରସିଂହବଜେଟର ପରିମାଣର ପ୍ରଚାର ନ କରି ବର୍ଷ ଶେଷକୁ କେତେ ଖର୍ଚ୍ଚ ହେଲା ତାର ହିସାବ ଦିଅନ୍ତୁ ପ୍ରଧାନମନ୍ତ୍ରୀ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଷ୍ଟେସନର ପୁନର୍ବିନ୍ୟାସ ହେବାକୁ
Read More...