ପଦ୍ମପୁର ଗର୍ନ୍ଧମାର୍ଦ୍ଦନ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବୈଜ୍ଞାନିକ ମନୋବୃତ୍ତିର ଏବଂ ସୃଜନଶୀଳ ଚିନ୍ତାଧାରାକୁ ଉତ୍ସାହିତ କରିବା ପାଇଁ ଗର୍ନ୍ଧମାର୍ଦ୍ଦନ ଏକାଡେମୀ ଅଫ୍ ସାଇନ୍ସ ପଦ୍ମପୁର ଗତ ୦୬ ଅଗଷ୍ଟ ୨୦୨୩ରେ ରାଜାପଡା ପଦ୍ମପୁରଠାରେ ଏହାର କେନ୍ଦ୍ରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଘଓଐ ଟଝଇରେ!-->…
Read More...
Read More...