Yearly Archives

2023

ଚେରଙ୍ଗାଝାଞ୍ଜ ଗ୍ରାମ ପାଖରେ ବୁଲୁଛି ଜଙ୍ଗଲୀ ହାତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମ ପାଖରେ ଏକ ଜଙ୍ଗଲୀ ହାତୀ ବୁଲୁଥିବା ଜଣାପଡିଛି । ହାତୀଟି ଗନ୍ଧମାର୍ଦ୍ଦନ ପର୍ବତରୁ ଆସିଥିବା ଅନୁମାନ କରାଯାଉଛି । ହାତୀର ଉପସ୍ଥିତି ଜାଣିବା ପରେ ବନ ବିଭାଗ ହାତୀକୁ ନିଜ
Read More...

ପରିଚାଳନାରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସିପିଏସ୍ଇ ଦ୍ୱାରା ବଡ଼ ଧରଣର ବିବିଧକରଣକୁ ପ୍ରୋତ୍ସାହିତ କରୁଛି କୋଇଲା…

ଏନଏଲ୍ସିଆଇଏଲ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରିବଘାଟମପୁର ତାପଜ ବିଦ୍ୟୁତ୍ କେନ୍ଦ୍ର ଉତ୍ତରପ୍ରଦେଶକୁ ୧୪୭୮.୨୮ ମେଗାୱାଟ ଏବଂ ଆସାମକୁ ୪୯୨.୭୨ ମେଗାୱାଟ ବିଜୁଳି ଯୋଗାଇବ ବୋଲି ଆଶା କରାଯାଉଛିଏନଏଲସିଆଇଏଲ୍ର ଓଡିଶା ସ୍ଥିତ ତଲାବିରା ପ୍ଲାଣ୍ଟ ତାମିଲନାଡୁକୁ ୧୪୫୦ ମେଗାୱାଟ,
Read More...

ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତି ସୁରକ୍ଷା ପାଇଁ ୫ଟି ସଚିବଙ୍କୁ ଭେଟିଲେ ସ୍ମୃତି କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇ ସହିଦ ହୋଇଥିବା ଆଟଗାଁ ଜମିଦାର ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତି ରକ୍ଷା କରିବାକୁ ଆଟଗାଁ ମହଲର ପୁନଃଉଦ୍ଧାର, ପୁଡାପାଠ ମନ୍ଦିରର ରୂପାନ୍ତରିକରଣ କରିବା ଦାବୀ ହୋଇଆସୁଛି । ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀର
Read More...

ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପି. ଆର. ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ଷ୍ଟାଡିୟମଠାରେ ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରର ଉଦ୍‌ଘାଟନ କରିଥିଲେ ।
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା : ବଙ୍ଗୋମୁଣ୍ଡାରେ ପ୍ରଭାବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ପ୍ରଭାବ ଦେଖିବାକୁ ମିଳିଛି । ୨୨
Read More...

ମଣିପୁରରେ ହିଂସା ବନ୍ଦ କରାଯିବାକୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଣିପୁରରେ ହିଂସା ବନ୍ଦ କରାଯିବାକୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଗଠନ ସଭାନେତ୍ରୀ ସବିତା ନନ୍ଦଙ୍କ ନେତୃତ୍ୱରେ ସଂଗଠନର
Read More...

ଲୋଇସିଂହା ବ୍ଲକ ଗସ୍ତରେ ଫାଇଭ ଟି ସଚିବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ତିନୋଟି ସ୍ଥାନ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ନିକଟରେ ନିର୍ମିତ ହେଲିପ୍ୟାଡରେ ସେ ସକାଳ ୯
Read More...

ସହୀଦ ହୋଇଗଲେ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସୁଧୀର କୁମାର ତ୍ରିପାଠୀ

ଦେଓଗାଁ, (କେପିଏନ୍‌ଏସ୍‌) : ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଦେଓଗାଁ ବ୍ଲକ ଅନ୍ତର୍ଗତ କଟାପାଲି ଗାଁର ସୁଧୀର କୁମାର ତ୍ରିପାଠୀ ସହୀଦ ହୋଇଯାଇଥିବା ଖବର ମିଳିଛି । ସହୀଦ ସୁଧୀର କୁମାର ତ୍ରିପାଠୀ ଦୀର୍ଘ ବର୍ଷ ହେଲା ଭାରତୀୟ ସୈନ୍ୟ ବିଭାଗର ସିଗ୍‌ନାଲ ରେଜିମେଣ୍ଟରେ କାର୍ୟ୍ୟରତ ଥିଲେ ।
Read More...

ମିରର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ମିରର୍ ସୋସିଆଲ ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିରର୍ ପକ୍ଷରୁ ୩ଟି ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଫାଉଣ୍ଡେସନର ଅଧ୍ୟକ୍ଷ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସେକ୍ଟର ୨୦ ଜଗର୍ସ ପାର୍କ,
Read More...

ମଣିପୁରରେ ଚାଲିଥିବା ହିଂସା, ଲୁଟ ଓ ହତ୍ୟାକୁ ତୁରନ୍ତ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ସ୍ମାରକ ପତ୍ର ପ୍ରଦାନ

ବଣାଇ, (ନାରାୟଣ/ହବିବ) : ଆଜି ବଣାଇ ଉପଖଣ୍ଡସ୍ତରୀୟ ଖ୍ରୀଷ୍ଟ ସମାଜ ଏବଂ ଆଦିବାସୀ ଏକତା ମଞ୍ଚ ତରଫରୁ ଉପଜିଲ୍ଲାପାଳ ବଣାଇଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମହିଳା କମିଶନ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଣିପୁରରେ ଚାଲିଥିବା ହିଂସା, ଲୁଟ ଓ ହତ୍ୟାକୁ ତୁରନ୍ତ
Read More...