Yearly Archives

2023

ମେଳାପୀ ଶିକ୍ଷକ ବଳଦେବ ସେଠଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ଜଣେ ଜଣାଶୁଣା ଶିକ୍ଷକ ବଳଦେବ ସେଠଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହେଉଥିଲା । ସେ କିଛି ଦିନ ହେବ ରାୟପୁରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆକସ୍ମିକ ଭାବରେ ଦେହ ଖରାପ ହେବା
Read More...

ମୁକୁନ୍ଦପୁରରେ ବଲାଙ୍ଗିର ବନ ବିଭାଗର ଚଢ଼ଉ : ଲକ୍ଷାଧିକ ଟଙ୍କାର କାଠ ଜବତ୍‌, ଅଭିଯୁକ୍ତ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ମୁକୁନ୍ଦପୁର ଗାଁର କିଶୋର ବଢ଼ିଆଙ୍କ ଘର ଉପରେ ବଲାଙ୍ଗିର ବନ ବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ୍‌ କରିଥିବା ସୂଚନା ମିଳିଛି । ବଲାଙ୍ଗିର ରେଂଜର୍‌ କେଶବ କିଶୋର ନାଏକଙ୍କ ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ
Read More...

କଫ୍‌ ସିରଫ ଜବତ, ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରକରୀ ବସ୍‌ରେ କଫ୍‌ ସିରଫ୍‌ ଚାଲାଣ ହେଉଥିବା ବେଳେ ଜଣକୁ ଗିରଫ କରିଛି ଲୋଇସିଂହା ପୋଲିସ । ପୁରୀରୁ ରାଜ ଖରିଆର ଅଭିମୁଖେ ଯାଉଥିବା ସରକାରୀ ବସରେ ଜଣେ ବ୍ୟକ୍ତି କଫ ସିରଫ ଚାଲାଣ କରୁଥିବା ନେଇ ଖବର ପାଇଥିଲା ପୋଲିସ । ଲୋଇସିଂହା ଚାରିଛକ ନିକଟରେ ସୋମବାର
Read More...

ବେଲପଡା କୋଶଲ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ତିନି ଦଫା ଦାବୀ ନେଇ ବ୍ଲକ ଘେରାଉ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା କୋଶଲ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ତିନି ଦଫା ଦାବୀ ନେଇ ବେଲପଡା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି ।ଏହି ବ୍ଲକ ଘେରାଉରେ ବେଲପଡା ବ୍ଲକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ଶହ ଶହ ବୃଦ୍ଧ ବୃଦ୍ଧା ଏବଂ ବିକଳାଙ୍ଗ
Read More...

କଥା ରଖିଲେ ପାଣ୍ଡିଆନ୍‌ : ସୂଚନା ଦେଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ଠାରୁ ଲିଖିତ ଦରଖାସ୍ତ ଗ୍ରହଣ
Read More...

ଟିଟିଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୪ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ସକାଳେ ଟିଟିଲାଗଡ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୪ଠାରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ରେଳବାଇ ପୋଲିସ ଶବ ବ୍ୟବଚ୍ଛେଦ କରି ସରକାରୀ ଡାକ୍ତରଖାନାର ଶବ
Read More...

ଯୁବକଙ୍କ ଟାଙ୍ଗିଆ ଚୋଟରେ ଦୁଇ ଭାଇ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କନ୍ଦାମୁଣ୍ଡା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ଦୁଇ ଭାଇଙ୍କୁ ସେହି ଗ୍ରାମର ମହେନ୍ଦ୍ର ବାଗ ଟାଙ୍ଗିଆରେ ହାଣି ଥିବା ଜଣାପଡିଛି । ସେମାନେ ହେଲେ ବଡଭାଇ ଦେବ ବନ୍ଦିଚୋର ଓ ଯୁଧିଷ୍ଟିର
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ନିଯୁକ୍ତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ପ୍ରତିନିଧି ଭାବେ ମନୋରଞ୍ଜନ ଭୋଇଙ୍କୁ ଆଜି ନିଯୁକ୍ତ କରାଯାଇଛି । ପରେ ଆଜି ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ସାକ୍ଷାତ କରି ନୋମିନି ପତ୍ର ପ୍ରଦାନ
Read More...

ରାସନ କାର୍ଡରେ ଗହମ ଦେବାକୁ ଦାବୀ

ଡୁଡୁକା : ଆଗରୁ ବିପିଏଲ୍‌ କାର୍ଡଧାରୀଙ୍କୁ ରିହାତୀ ମୁଲ୍ୟରେ ଚିନି, ଗହମ କିରୋସିନି ମିଳୁଥିଲା । ସେଥିମଧ୍ୟରୁ ପୂର୍ବରୁ ଚିନି ଓ ଏବେ ଗହମ ବାଦ୍‌ ପଡିଛି । ଫଳରେ ଏବେ ଖାଦ୍ୟ ସୁରକ୍ଷା ଯୋଜନା କେବଳ ଚାଉଳରେ ସୀମିତ ରହିଛି । ଗହମ ବନ୍ଦ ହେବାରୁ ଆଗଲପୁର ବ୍ଲକ ଅଞ୍ଚଳର ହିତାଧିକାରୀମାନେ ଅଧିକ
Read More...

ତାମ୍ପରା କୂଳରେ ବିଜେଡିର ପ୍ରସ୍ତୁତି ଆସର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶାସକ ବିଜେଡି ଦଳ ଏବେ ତରବରିଆ ଭାବେ ଦଳୀୟ ସଂଗଠନକୁ ସଜାଡ଼ିବାରେ ବ୍ୟସ୍ତ ବିବ୍ରତ ହୋଇପଡିଛି । ଶାସକ ବିଜେଡ଼ିର ମୂଳ ହୃତପିଣ୍ଡ ସ୍ୱରୂପ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବୋଲି କୁହାଯାଏ । ଛତ୍ରପୁର ମହକୁମାଠାରୁ ମାତ୍ର ଅଢ଼େଇ କିମି ଦୂରରେ ପଡ଼େ ମଧୁର
Read More...