Yearly Archives

2023

ବ୍ଲାକ ଇଗଲ୍‌ ସିକ୍ୟୁରିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକଠାରେ ଥିବା ବ୍ଲାକ ଇଗଲ୍‌ ସିକ୍ୟୁରିଟି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଜାତୀୟ ପାତାକା ଉତ୍ତୋଳନ କରିଛନ୍ତି ।
Read More...

ବଲାଙ୍ଗିର ସାମ୍ବାଦିକ ଭବନରେ ଉଡ଼ିଲା ଜାତୀୟ ପତକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ସାମ୍ବାଦିକ ଭବନରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ପତାକା ଉତ୍ତୋଳନ କରିଥିବା ବେଳେ ସଂଘର ବହୁ ସଦସ୍ୟ ଏଥିରେ ଯୋଗଦାନ କରି ଜାତୀୟ ସଂଗୀତ ଗାନ କରିଛନ୍ତି ।
Read More...

ଆଜାଦୀ କା ଅମୃତ ମହୋତ୍ସବ ସ୍ୱରୂପ ଆଇ.ଆର୍‌.ଇ.ଏଲ୍. ପାଳନ କଲା ସ୍ୱାସ୍ଥ୍ୟ ସେବା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦୀ କା ଅମୃତ ମହୋତ୍ସବ ସ୍ୱରୂପ ଭାରତ ସରକାରଙ୍କ ପ୍ରତିଷ୍ଠାନ ଆଇ.ଆର.ଇ.ଏଲ୍.(ଇଣ୍ଡିଆ) ଭବ୍ୟ ଆନନ୍ଦ ଓ ସରସ ସୁନ୍ଦର ଭାବେ ପାଳନ କରିଛି । ଗରିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରି ମାଗଣାରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିଛି । ୭୭ତମ
Read More...

ଏ/୧୮୯ ବାଟାଲିୟନ ସିଆରପିଏଫ୍‌ ତରଫରୁ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୭୭ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଏ/୧୮୯ ବାଟାଲିୟନ ସିଆରପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସତ୍ୟବୀର ସିଂଙ୍କ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଗଡ଼ ବ୍ଲକର ଜାମପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠାନ ପକ୍ଷରୁ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା
Read More...

ଅସହାୟ ମହିଳାଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : କଥା ଦେଇ କଥା ରଖିଲା ଜନ କଲ୍ୟାଣ ସେବା ଟ୍ରଷ୍ଟ, ବିଗତ କିଛି ଦିନ ତଳେ ଏକ ମହିଳା ସୁଷମା ବାରିକ (୨୨), ଗ୍ରାମ -କୁଲ୍ଲା ଜୟନ୍ତି ଟିକ୍ରା, ଜାମପାଲି ପଞ୍ଚାୟତର ଅଟନ୍ତି ନିଜ କୁନି ପୁଅକୁ ନେଇ ଗାଁ ଗାଁ ଯାଇ ଭିକ ମାଗୁଥିବା ଦେଖିବାକୁ ମିଲିଥିଲା । ଏହି ଖବର
Read More...

ଅଜଣା ବାଇକ ଧକ୍କାରେ ଶିକ୍ଷକ ନିମାଇଁ ଚରଣ ସ୍ୱାଇଁ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗା ମନ୍ଦିରକୁ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ବାଇକ ଧକ୍କାରେ ଶିକ୍ଷକ ନିମାଇଁ ସ୍ୱାଇଁଙ୍କ ଗୋଡ ଭାଙ୍ଗି ଯାଇଛି । ପଦ୍ମପୁର ପଟରୁ ଏକ ଅଜଣା ବାଇକ କ୍ଷୀପ୍ର ଗତିରେ ଆସି ଅନ୍ୟ ଏକ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଅନ୍ୟ
Read More...

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହିରା ପତାକା ଉତ୍ତୋଳନ କରିଥିଲେ ଏବଂ ହିଂସା ଓ ଦ୍ୱେଷ ପରିହାର କରି ଭ୍ରାତୃତ୍ୱ ଭାବ ପ୍ରଦର୍ଶନ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ
Read More...

‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ପାଇଥିବା ଶୋଭନା ଗିରିଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟୋଗ କ୍ଷେତ୍ରରେ ବଲାଙ୍ଗିର ମାଟିର ଜଣେ ସଫଳ ମହିଳା ମହିଳା ଦେବଶ୍ରୀ ଟ୍ରେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି ଗତ ୧୨ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରୁ ରାଜ୍ୟସ୍ତରୀୟ ପୁରସ୍କାର ‘ଓଏଏସ୍‌ଏମ୍‌ଇ
Read More...

ସ୍ୱାଧୀନତା ଦିବସ ୨୦୨୩ ଉପଲକ୍ଷେ ୯୫୪ ପୁଲିସ କର୍ମୀଙ୍କୁ ମିଳିଲା ପୁଲିସ ପଦକ

● ବୀରତା ପାଇଁ ଜଣେ ସିଆରପିଏଫ କର୍ମୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ; ୨୨୯ ପୁଲିସ କର୍ମୀଙ୍କୁ ମିଳିଲା ସାହସିକତା ପୁଲିସ ପଦକ; ବିଶିଷ୍ଟ ସେବା ପାଇଁ ୮୨ ଜଣ ପାଇଲେ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୬୬୨ ଜଣଙ୍କୁ ମିଳିଲା ପୁଲିସ ପଦକ● ଓଡ଼ିଶାରୁ ୪ ପୁଲିସ କର୍ମୀଙ୍କୁ
Read More...