Yearly Archives

2023

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଭାରତୀର କୃତିତ୍ୱ ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୭ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ବଲାଙ୍ଗିର କୃତିତ୍ୱ ହାସଲ କରିଛି । ଜିଲ୍ଲାସ୍ତରୀୟ ପ୍ୟାରେଡ୍ ପ୍ରତିଯୋଗିତାରେ ବିଦ୍ୟା ଭାରତୀର ଦୁଇଟି ଗ୍ରୁପ୍ ଭାଗ ନେଇଥିଲେ । ତନ୍ମଧ୍ୟରୁ ସିନିୟର୍ ଗ୍ରୁପ୍ "ଶ୍ରେଷ୍ଠ
Read More...

ସହଯୋଗ ଫାଉଣ୍ଡେସନ ପକ୍ଷରୁ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏକ ପୁସ୍ତକ ଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପଞ୍ଚାନନ ପ୍ରଧାନ କହିଛନ୍ତି ଯେ, ଏହି ଅଭିଯାନ ମାଧ୍ୟମରେ ସାଧାରଣ ଜନତା ଏବଂ
Read More...

୭୭ତମ ସ୍ୱାଧୀନତା ଦିବସ ପାଳିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସମଗ୍ର ଭାରତରେ ବହୁ ଆନନ୍ଦ ଉଲ୍ଲାସର ସହିତ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକର ସମସ୍ତ ସରକାରୀ ବେସରକାରୀ ସଂସ୍ଥାମାନଙ୍କରେ ମଧ୍ୟ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ବାଗଦୋର ଗ୍ରାମ
Read More...

ଜାତୀୟ ସଂଗୀତରେ କମ୍ପିଲା ପୋତାଗଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ନିଆରା ପ୍ରୟାସ ଯେ, ଗଞ୍ଜାମ ଜନସାଧାରଣଙ୍କ ଏକ ମନ ଏକ ପ୍ରାଣରେ ବାନ୍ଧିବା ଏବଂ ପୋତାଗଡ଼ ଦୁର୍ଗକୁ ଓଡିଶାବାସୀଙ୍କ
Read More...

ବଲାଙ୍ଗିର ଜିଲ୍ଲା କାରାଗାରରେ କିରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିରର ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ, ଜିଲ୍ଲା କାରାଗାରରେ କିରଣ କାର୍ଯ୍ୟକ୍ରମରେ ପ୍ରେରଣାଦାୟକ ବକ୍ତା ହରିଶ ଅଗ୍ରୱାଲ କହିଛନ୍ତି ଯେ, ଜେଲକୁ ଏକ ସଂସ୍କାର ଗୃହ କରିବା ପାଇଁ, ଆତ୍ମର ଉନ୍ନତି ପାଇଁ ଏବଂ ଆତ୍ମ
Read More...

କଥା ଦେଇ କଥା ରଖିଲେ ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌, ସୂଚନା ଦେଲେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କଠାରୁ ଲିଖିତ ଦରଖାସ୍ତ ଗ୍ରହଣ
Read More...

ଲୋୟର ସୁକତେଲ ଡେମ୍‌ରେ ୭୭ତମ ସ୍ୱାଧୀନତା ଦିବସ ପାଳନ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଡେମ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଜିଲ୍ଲା
Read More...

କୃଷି କ୍ରାନ୍ତିକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଗୁଡଭେଲ୍ଲା ବ୍ଲକର ଗମ୍ଭାରୀଗୁଡା, ବିରାମୁଣ୍ଡା, ଘୁନା ଓ ଦେଉଲଗୁଡ଼ି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମସଭାରେ ମୁଖ୍ୟ ଦାବୀଗୁଡିକ ଥିଲା ଅକ୍ଟୋବର ୧୫ ସୁଦ୍ଧା ଦ୍ୱିତୀୟ
Read More...

୮୪ ଘର ଅଘରିଆ ସମାଜ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ କମିଟି ୮୪ ଘର ଅଘରିଆ ସମାଜ ପକ୍ଷରୁ ଆଜି କନ୍ଧପାଲି ସ୍ଥିତ ଅଘରିଆ ଭବନଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କନ୍ଧପାଲି, ଲର୍କିପାଲି ଓ ସଦେଇପାଲି ଗାଁରୁ ବହୁ ମହିଳା ଓ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଉପଦେଷ୍ଟା, ମଣ୍ଡଳ
Read More...

ସ୍ଵାଧୀନତା ଦିବସ ଉପଲକ୍ଷେ “ମୋର ଦେଶ ରଙ୍ଗିଲା” କବିତା ଆସର

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ୧୫ ଅଗଷ୍ଟ ଅପରାହ୍ନରେ ଆଭାସି ମାଧ୍ୟମରେ ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ "ମୋର୍ ଦେଶ୍ ରଙ୍ଗିଲା" କବିତା ଆସର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଷାନ୍‌ର
Read More...