Yearly Archives

2023

ବିଭିନ୍ନ ଦାବୀ ନେଇ କଂଗ୍ରେସର ଆଗଲପୁର ବ୍ଲକ ଘେରାଉ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବୀକୁ ନେଇ ବ୍ଲକ ଅଫିସ ଘେରାଉ କରାଯାଇଛି । ଆଗଲପୁର ବ୍ଲକର ଶହ ଶହ କର୍ମୀ ଏକ ଶୋଭାଯାତ୍ରାରେ ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର କେରକେଟାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା
Read More...

ଦେବାଳୟ ସୁରକ୍ଷା କମିଟି ସହ ଆଲୋଚନା କଲା ପ୍ରଶାସନ

ମା' ପାଟଣେଶ୍ୱରୀ ଓ ସମଲେଶ୍ଵରୀଙ୍କ ବିଗ୍ରହକୁ ନ ଛୁଇଁ ହେବ ନବୀକରଣ କାର୍ଯ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ସହର ପାଟଣା ରାଜ୍ୟ ସମୟର ଇଷ୍ଟ ଦେବୀ ମା' ପାଟଣେଶ୍ୱରୀ ମା' ସମଲେଶ୍ଵରୀ ମନ୍ଦିର ଓ ଗୋପାଳଜୀ ମନ୍ଦିର ବିଭିନ୍ନ ସମୟରେ ବେଶ୍ ଚର୍ଚ୍ଚିତ ରହୁଥିଲା ।
Read More...

ସଦର ଓ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ବ୍ଲକ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡିଶାର ସମସ୍ତ ୩୧୪ଟି ବ୍ଲକ ଅଫିସ ସମ୍ମୁଖରେ ରାଜ୍ୟର ବିଭିନ୍ନ ବ୍ଲକ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନା ଦୁର୍ନୀତି, ଅହେତୁକ ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି,
Read More...

ଜାତୀୟ ଦିବସକୁ ଅସମ୍ମାନ ଘଟଣା : ବିକାଶ ସାଙ୍କ ନେତୃତ୍ୱରେ ବଲାଙ୍ଗିର ଟାଉନ ଥାନାରେ ମାମଲା ଦାୟର କଲା କୋଶଲ ମୁକ୍ତି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ବଲାଙ୍ଗିର ତରଫରୁ ବିକାଶ ସାଙ୍କ ନେତୃତ୍ୱରେ ଜନାର୍ଦ୍ଧନ ସିଂହ, ସିପୁନ ଖମାରି, ଜିତୁ ନାଏକ, ରାଜୁ ବାରିକ, ଲିକୁନ ପ୍ରଧାନ, ପ୍ରଜ୍ଜଳ ପାଣିଗ୍ରାହୀ, ହେମନ୍ତ ସେଠ, ଧୁମାଭଟା ବିଣାପାଣୀ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ
Read More...

ହତ୍ୟା ଉଦ୍ୟମକାରୀଙ୍କୁ ସଶ୍ରମ କାରାଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହତ୍ୟା ଉଦ୍ୟମକାରୀ ଉଭୟ ବାପା ଓ ପୁଅ ଦୋଷୀ ସାବ୍ୟସ୍ତ । ସଦର ଥାନା ଅନ୍ତର୍ଗତ କୁସମେଲ ଗ୍ରାମର ଉଭୟ ବାପା ଓ ପୁଅ ଗଙ୍ଗାଧର ପ୍ରଧାନ ଓ ଜୟନ୍ତ ପ୍ରଧାନ ଭାରତୀୟ ଦଣ୍ଡ ବିଧାନ ଦଫା ୩୦୭, ୩୨୫ ଓ ୩୨୩, ୩୪ରେ ପାଞ୍ଚ ବର୍ଷ, ତିନି ବର୍ଷ ଓ ୧ ବର୍ଷ କାରାଦଣ୍ଡ ଓ
Read More...

‘ଅରୁଣା’ ତରଫରୁ ଶିଶୁଙ୍କ ଅଣଆନୁଷ୍ଠାନିକ ଯତ୍ନ ଉପରେ ତାଲିମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକ ସଭାଗୃହ ବଲାଙ୍ଗିରଠାରେ ଅରୁଣା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ବଲାଙ୍ଗିରର ମିଳିତ ଉଦ୍ୟମରେ ଅଣଆନୁଷ୍ଠାନିକ ଯତ୍ନ, ପୃଷ୍ଠପୋଷକତା, ପାଳିତ ସନ୍ତାନ ଯତ୍ନ, ୧୮ ବର୍ଷ ପରର ଯତ୍ନ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ
Read More...

ଆଇନ ଛାତ୍ରୀ ଅନିତା ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ କନିଷ୍ଠା କନ୍ୟା ଅନିତା ପ୍ରଧାନଙ୍କ ୨୨ ବର୍ଷ ବୟସରେ ଗତ ୧୧ ତାରିଖ ଦିନ କୁମାରୀ ଅନିତା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଯାଇଛି ।
Read More...

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟଠାରେ ସମ୍ବାଦ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟଠାରେ ସମ୍ବାଦ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଏଛି । ସମ୍ବାଦ ପ୍ରତିନିଧିଙ୍କ ଦ୍ଵାରା ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏପଟେ ଆମ୍ବେଦକର ଯୁବ
Read More...

ଆଜାଦ କା ଅମୃତ ମହୋତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ତେ ରିସର୍ଚ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ପୃଥିବୀ ମନ୍ତ୍ରଣାଳୟ ସହାୟତାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସର୍ବପଲ୍ଲୀ ନୋଡାଲ ବିଦ୍ୟାପିଠ, ଅଭୟମୁଖୀ, ରାମଚନ୍ଦ୍ରପୁରଠାରେ ଆଜାଦି କା ଅମୃତ
Read More...

ମୋବାଇଲ ଲୁଟେରାଙ୍କୁ ଧରିବାରେ ପୁଇଁନ୍ତଲା ପୋଲିସର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୁଇଁନ୍ତଲା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୁଇଁନ୍ତଲା ଥାନା ପୋଲିସ ଦୁଇ ଜଣ ମୋବାଇଲ ଲୁଟେରାଙ୍କୁ କାବୁ କରି ନେଇଥିବା ଖବର ମିଳିଛି । ଦୁଇ ଜଣ ଲୁଟେରା ହେଲେ ପୁଇଁନ୍ତଲା ଥାନା ବଇରାସର ଗ୍ରାମର ବବୁଲୁ ମହାନନ୍ଦ ଓ ତରଭା ଥାନା
Read More...