Yearly Archives

2023

ଦୁଇ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ପିଇଓ ମହାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ଦଫା ଦାବୀ ନେଇ ଶୁକ୍ରବାର
Read More...

୯ ଦଫା ଦାବୀ ନେଇ କଂଗ୍ରେସ ଦଳର ଡେଲାଙ୍ଗ ବ୍ଲକ ଘେରାଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ଚରମ ଅପାରଗତା, ତ୍ରୁଟିପୂର୍ଣ୍ଣ କୃଷକ ଓ ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ବ୍ଳକ୍ ଅଫିସରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ତ୍ରୁଟିପୂର୍ଣ୍ଣ ବିଜୁଳି ନୀତି ତଥା ଟାଟା
Read More...

ଏଥର ୫ଟି କଲେଜ କାମକୁ ଜଗିବେ ଅଂଚଳବାସୀ : ଅଗଷ୍ଟ ୨୫ ସୁଦ୍ଧା ବଜେଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ହାଇସ୍କୁଲଗୁଡିକୁ ୫ଟିରେ ରୂପାନ୍ତରଣ କରିବା ପରେ ଏବେ କଲେଜ ମାନଙ୍କର ଭିତ୍ତିଭୂମି ସୁଦୃଢ କରିବାକୁ ୫ଟିରେ କଲେଜକୁ ସାମିଲ କରିଛନ୍ତି । ଏ ନେଇ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଓ ୫୦ ଲକ୍ଷ ଲେଖାଏଁ ଅନୁଦାନ ବିଭିନ୍ନ କଲେଜକୁ
Read More...

ସାବନ ହରିୟାଲି ତିଜ ମହୋତ୍ସବ ଧୁମଧାମରେ ପାଳିତ

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଟିଟିଲାଗଡ ଶକ୍ତିଧାମ ରାଣୀସତୀ ମନ୍ଦିରରେ ସାବନ ହରିୟାଲି ତିଜ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଗତ ବୁଧବାର ୧୬ ଅଗଷ୍ଟରେ ଏହି ଅବସରରେ ରାଜସ୍ଥାନୀ ମାରୱାଡି ସମାଜର ମହିଳା ମାନେ ବହୁତ ହର୍ଷଉଲ୍ଲାସରେ ମଣି ଦୋଳି ଝୁଲିଥିଲେ । ରାଜସ୍ଥାନୀ ବେଶଭୂଷା
Read More...

ଲୋଇସିଂହା ପୋଲିସ ଦ୍ୱାରା ଚାଉଳ ବୋଝେଇ ଟ୍ରକ ଜବତ, ଦୁଇ ଅଟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିକଟସ୍ଥ ସାଲେଭଟା ନିକଟରେ ଏକ ଚାଉଳ ବୋଝେଇ ଟ୍ରକ (ନଂ-ଓଡ଼ି-୧୫ ସି ୪୦୬୨)କୁ ଜବତ କରି ଲୋଇସିଂହା ପୋଲିସ ଥାନାକୁ ଆଣିଥିବା ଜଣାଯାଇଛି । ଉକ୍ତ ଟ୍ରକଟି ସାଲେଭଟା ନିକଟସ୍ଥ ମୁରଶୁଣ୍ଡି ପଟୁ ବରଗଡ଼ ଜିଲ୍ଲା ପଦ୍ମପୁରକୁ ଯିବାର ଥିଲା ବୋଲି
Read More...

ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ ଜିଲ୍ଲା କମିଟିର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀନୃସିଂହନାଥଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ପ୍ରତିଷ୍ଠାତା ଲଢୁଆ ନେତା ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ ଯୋଗଦାନ
Read More...

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

● “ପରବର୍ତ୍ତୀ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ”● “ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଏକ ସାର୍ବଜନୀନ ପଦକ୍ଷେପ”● “ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ଆମେ ଯକ୍ଷ୍ମା
Read More...

୯ ଦଫା ଦାବୀ ନେଇ କଂଗ୍ରେସ ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ ଓ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଜିଲ୍ଲା ସଭାପତି ରମେଶ
Read More...

ଶବ୍ଦ ପ୍ରଦୂଷଣ କରୁଥିବା ୬ ବୁଲେଟ୍ ଜବତ କଲା ବଲାଙ୍ଗିର ପୋଲିସ, ୩୧ ହଜାର ଟଙ୍କା ଫାଇନ୍‌ ଆଦାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଟାର୍ଗେଟରେ ଏବେ ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍ । ପୋଲିସକୁ ଖୋଲମ୍‌ଖୋଲା ଚ୍ୟାଲେଞ୍ଜ ଦେଇ ଦିନରାତି ସହର ଭିତରେ ଦ୍ରୁତ ଗତିରେ ବୁଲେଟ୍ ଚଳାଇ ଶବ୍ଦ ପ୍ରଦୂଷଣ କରି ଲୋକଙ୍କୁ ହଇରାଣ କରୁଥିବା ବୁଲେଟ୍‌କୁ ଏବେ କାବୁ କରିଛି ପୋଲିସ । ଏ
Read More...

ବିଭିନ୍ନ ସମସ୍ୟା ନେଇ କଂଗ୍ରେସ ତରଫରୁ ଖପ୍ରାଖୋଲ ବିଡ଼ିଓଙ୍କ ଜରିଆରେ ଓଡିଶା ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସାରା ଓଡିଶାର ୩୧୪ଟି ବ୍ଲକ ସାମ୍ନାରେ କଂଗ୍ରେସ ତରଫରୁ ଧାରଣା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ
Read More...