Yearly Archives

2023

ଖଡିଆଲରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ଖଡିଆଲରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସାମାଜିକ ଗଣମାଧ୍ୟମରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଓ ସହରର ଧାର୍ମିକ ଭାବନାକୁ ଆକ୍ଷେପ କରିବା ପ୍ରତିବାଦରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଆଜି ଖଡ଼ିଆଳ ସହର ବନ୍ଦ ଡାକରା ଦିଆଯାଇଛି ।
Read More...

ମା’ ଘଣ୍ଟାଶୁଣି ପରିବା ବିକାଳି ଆସୋସିଏସନ୍ ପକ୍ଷରୁ ଦାବୀ ପୂରଣ ନ ହେଲେ ଆଇନ ଅମାନ୍ୟ ଆନ୍ଦୋଳନ ନେଇ ସାମ୍ବାଦିକ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ହାଟପଦାପଡ଼ା ଦୈନିକ ବଜାରରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଦୁଇ ବର୍ଷ ବିତି ଯାଇଥିଲେ ହେଁ ନିର୍ମାଣ କାମ ସଂପୂର୍ଣ୍ଣ ହୋଇ ନ ଥିବାରୁ ପରିବା ବିକାଳିମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି
Read More...

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ବୀରମହାରାଜପୁର : ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର । ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଖଣ୍ଡହତା ଗାଁରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ବୁଧବାର ରାତିରେ ଖଣ୍ଡହତା ଗାଁର ରାଧେ ବଗର୍ତ୍ତି ରାସ୍ତା କଡ଼ରେ
Read More...

ଏଣିକି ବର୍ଷିକିଆ ଚୁକ୍ତିରେ କନିଷ୍ଠ ଶିକ୍ଷକ ନିଯୁକ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ୨୦ ହଜାର ଶିକ୍ଷକଙ୍କ ସରିବ ନିଯୁକ୍ତି…

ଭୁବନେଶ୍ୱର : ବର୍ଷିକିଆ ଚୁକ୍ତିରେ ନିଯୁକ୍ତ ହେବେ ୨୦ ହଜାର କନିଷ୍ଠ ଶିକ୍ଷକ (ସ୍କିମେଟିକ୍‌) । ଏଥି ପାଇଁ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ
Read More...

୧୩ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ୧୩ ଜଣ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ । ବୁଧବାର ଏକ ସ୍ୱତନ୍ତ୍ର ବସ୍ ଯୋଗେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଭୁବନେଶ୍ୱର ପଠାଇଛନ୍ତି । ମାଲକାନଗିରି, କାଲିମେଳା, ପଡ଼ିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ବ୍ଲକରୁ ଚିହ୍ନଟ
Read More...

ହରଭଙ୍ଗା ସ୍କୁଲରେ ଚନ୍ଦ୍ରୟାନ – ୩ର ସଫଳ କାମନା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ କାର୍ଯ୍ୟକ୍ରମର ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ
Read More...

ଓଲଟିଲା ଯାତ୍ରୀବାହୀ ବସ୍, ୨ ଆହତ

କୋରାପୁଟ : ବିଶାଖାପାଟଣାଠାରୁ ଭବାନୀପାଟଣା ଆସୁଥିବା ସରକାରୀ ବସ୍ ସୁଙ୍କି ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ଏହି ବସ୍‌ରେ ଥିବା ୩୫ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେବଳ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସୁଙ୍କିରୁ
Read More...

ସାମ୍ବାଦିକଙ୍କ ମୁଣ୍ଡ ଦାବୀ କରିବା ଘଟଣା : ରୋହନ ମହତ ଓ ତୁଲସୀରାମ ଜଗତ ୨ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଜେଲରଙ୍କ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସବ୍‌ ଜେଲରଙ୍କୁ ଦୁଇ ଜଣ ବ୍ୟକ୍ତି ୨ ଲକ୍ଷ ଟଙ୍କା ଦାବୀ କରିବା ସହିତ ଆଦିବାସୀ ମହିଳା ବୋଲି ଆକ୍ଷେପ କରିଥିବା ଅଭିଯୋଗରେ କଂଟାବାଂଜି ସବ୍‌ ଜେଲର ବକାଶ ଲତା ବାରୁ ଥାନାରେ ଏକ ଏତଲା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତୁଲସୀରାମ ଜଗତ ଓ
Read More...

ଶିକ୍ଷାକୁ ଜୀବନର ବ୍ରତ ରୂପେ ପାଳନ କରି ଶିକ୍ଷକତା କରୁଥିବା ଶିକ୍ଷକ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷାକୁ ଜୀବନର ବ୍ରତ ରୂପେ ପାଥେୟ କରି ନିଜର ଦକ୍ଷତା ଓ ପାରିଦର୍ଶିତା ପ୍ରତିଭା ରଖି ଶିକ୍ଷକତା କରୁଥିବା ଶିକ୍ଷକ କୁଳମଣି ସାହୁ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ସେ ଜଣେ ମେଧାବୀ, ସରଳ, ବିନମ୍ର, କର୍ତ୍ତବ୍ୟ
Read More...

ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍‌ଯାପିତ : ୫ ଜଣ ପାଇଲେ ଫଟୋ ବନ୍ଧୁ ସମ୍ମାନ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷ
Read More...