Yearly Archives

2023

ଜି-୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

"ଭାରତକୁ ଅପରିସୀମ ସୁଯୋଗ, ବିକଳ୍ପ ଓ ମୁକ୍ତ ବାଣିଜ୍ୟ ସ୍ଥଳୀର ମିଶ୍ରଣ ଭାବରେ ଦେଖାଯାଏ"’’ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି’’"ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି""ଆମକୁ ସ୍ଥିର ଏବଂ ସମାବେଶୀ
Read More...

ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠର ବିକାଶ ପାଇଁ ୧ କୋଟି ଟଙ୍କା ଅନୁମୋଦନ କଲେ ରାଜ୍ୟ ସରକାର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ନିକଟ ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠ ପାଇଁ ୧ କୋଟି ଟଙ୍କା ଅନୁମୋଦନ ହୋଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରସ୍ତାବ ଅନୁଯାୟୀ ଆଜି ପର୍ଯ୍ୟଟନ ବିଭାଗର ରବୀନ୍ଦ୍ର
Read More...

ଦେହଲି ଚାନ୍ଦିଲି ପାହାଡ଼ର ଝାଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀ ଉର୍ଦ୍ଦେଶ୍ୟରେ ବିଡ଼ିଓଙ୍କୁ…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଦେହଲି ଚାନ୍ଦିଲି ପାହାଡ଼ର ଝାଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତି ନେଇ ମନ୍ଦିର କମିଟି ସଦସ୍ୟ ଓ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ଦାବୀପତ୍ର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ
Read More...

ଆଭାସୀ ମାଧ୍ୟମରେ ବଙ୍ଗୋମୁଣ୍ଡା ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ୧୩ ଗୋଟି ଜିଲ୍ଲାର ୨୧ ଗୋଟି ନୂତନ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ତିନି କୋଟି ବ୍ୟୟ ଅଟକଳରେ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ ଲୋକାର୍ପିତ ହୋଇଛି ।
Read More...

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାକାଶରେ ଇତିହାସ ସୃଷ୍ଟି କଲା ଇସ୍ରୋର ମୁନ ମିଶନ ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ତେବେ ଚୀନ୍, ଆମେରିକା ଏବଂ ଋଷ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ହେଁ ଦକ୍ଷିଣ ମେରୁରେ
Read More...

ମହିଳା ପୋଲିସ ପିଏସ୍‌ଆଇଙ୍କ ଆତ୍ମହତ୍ୟା ଉଦ୍ୟମ, ଭଡ଼ା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ମହିଳା ପିଏସ୍‌ଆଇ ଗତ ବୁଧବାର ବିଳମ୍ଵିତ ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ
Read More...

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀଙ୍କ ଭାଷା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରାର ବିକାଶ ଉଦ୍ଦେଶ୍ୟରେ ଗଠିତ ହୋଇଥିବା ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ତଥା ନବନିଯୁକ୍ତ ବଲାଙ୍ଗିର ଜିଲ୍ଲା ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି ।
Read More...

ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ଆଜି ସ୍ୱାଭିମାନ ପଦଯାତ୍ରା ହୋଇଯାଇଛି । ପ୍ରଥମେ କଣ୍ଟାବାଞ୍ଜି ଗୋରୁ ବଜାରଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ଦେଇ ଇନ୍ଦିରା ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏହି
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୧ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଗ୍ରାମ ନିକଟସ୍ଥ ସାପ୍ତାହିକ ବଜାର ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତାକଡ଼ରେ ପଡିଯାଇଥିବା ଜଣାପଡିଛି । ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାଇକ ଆରୋହୀ
Read More...

ସଇଁନ୍ତଲା ଥାନା ମହିଳା ପିଏସ୍‌ଆଇଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ଥାନାର କାର୍ଯ୍ୟରତ ଜଣେ ମହିଳା ପିଏସ୍‌ଆଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପିଏସ୍‌ଆଇ ବିଷ ପିଇ ଆଜି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ
Read More...