Yearly Archives

2023

ଅଚିହ୍ନା ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ପିପଲମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରରେ ଏକ ଅଚିହ୍ନା ଶବ ସତ୍କାର କରାଯାଇଛି । ସୂଚନା କ୍ରମେ ଗତ ବୁଧବାର ଦିନ ବରଗଡ଼ ଜିଲ୍ଲା ଗୋଡଭୋଗା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଗାଁ ନିକଟରେ ବୋହି
Read More...

ଦେବେନ୍ଦ୍ର କୁମାର ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଶିକ୍ଷାବିତ୍ ଦେବେନ୍ଦ୍ର ଦାଶ ଥିଲେ ଜଣେ ଜ୍ଞାନୀ ଏବଂ ସ୍ୱାଭିମାନୀ ମଣିଷ ରାଉରକେଲା, (ସସ୍ମିତା ପଧାନ) : ପ୍ରଗତି ଉତ୍କଳ ସଂଘର ଆଜୀବନ ସଦସ୍ୟ ତଥା ପ୍ରକାଶନ ଉପଦେଷ୍ଟା ଶିକ୍ଷାବିତ୍ ଦେବେନ୍ଦ୍ର କୁମାର ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଂଘର ସଭାପତି ଇଂ. ପ୍ରତାପ କୁମାର ସ୍ବାଇଁଙ୍କ
Read More...

ବୁଡି ଗାଁର ସୁରତା ଥି ଝକେର କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲୋୟର ସୁକତେଲ ନିକଟସ୍ଥ ରାନିପାଲିଠାରେ ତହଁକ୍ ସାହିତ୍ୟ କୁଟୁମ ବଲାଙ୍ଗିର ତରଫରୁ "ବୁଡି ଗାଁର ସୁରତା ଥି ଝକେର କବିତା ଆସର" ଅନୁଷ୍ଠିତ ହୋଇଯାଇଛି । କବି ଅର୍ଜୁନ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ ହିମାଞ୍ଚଳ ମେହେର, ସରପଞ୍ଚ
Read More...

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ପେନସନ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅନ୍ତର୍ଗତ କର୍ମଚାରୀ ଭବିଷ୍ୟନିଧି ସଂଗଠନ ୧୯୫୨ମସିହାରୁ ସାରା ଦେଶରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପ୍ରଦାନ କରିଆସୁଛି । ଏହି କର୍ମରେ ରାଉରକେଲା ସ୍ଥିତ ଭବିଷ୍ୟନିଧି
Read More...

ବ୍ରହ୍ମପୁର ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତିର ପ୍ରଥମ ଅର୍ଦ୍ଧବାର୍ଷିକ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବ୍ରହ୍ମପୁରର ସଂଯୋଜନାରେ ନୂତନ ଭାବେ ଗଠିତ ବ୍ରହ୍ମପୁର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ଵୟନ କମିଟିର ପ୍ରଥମ ଅର୍ଦ୍ଧବାର୍ଷିକ ବୈଠକ ବୁଧବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ରହ୍ମପୁରର ପ୍ରଶାସନିକ କାର୍ଯ୍ୟାଳୟଠାରେ
Read More...

କଂଗ୍ରେସ ପାର୍ଟିକୁ ଶସକ୍ତ କରିବାକୁ ଆହ୍ୱାନ ଦେଲେ ଓମ୍‌ ପ୍ରକାଶ କୁମ୍ଭାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର କଂଗ୍ରେସ ପାର୍ଟିକୁ ଶସକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଛତାପିପଲ ପଞ୍ଚାୟତର ତେଣ୍ଡିପାଲି, ଛତାପିପଲ ଓ ବନ୍ଧପଡା ପଞ୍ଚାୟତର ଜଲଜଡ଼ ଗ୍ରାମକୁ ଯାଇ ସେଠାକାର
Read More...

ଖପ୍ରାଖୋଲ ବ୍ଲକରେ ଶିକ୍ଷକ ମରୁଡି : ଶିକ୍ଷକ ଅଭାବରୁ ଶିଷ୍ୟମାନଙ୍କ ଭବିଷ୍ୟତ ଅନ୍ଧାର, ନିଦାବିଷ୍ଣୁ ସାଜିଛି ସରକାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆମ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ‘ସାକ୍ଷାତ ଭଗବାନ'ଙ୍କ ରୂପ ବୋଲି କୁହାଯାଇଛି । ଶିଷ୍ୟ ଜୀବନକୁ ଅନୁଶାସନ, ସଂଯମ ଏବଂ ଶିକ୍ଷାର ପୁଟ ଦେଇ, ଉତ୍ତମ ମଣିଷଟିଏରେ ପରିଣତ କରିବାର ଗୁରୁ ଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ରହିଥାଏ । କିନ୍ତୁ ଯଦି ସ୍କୁଲରେ
Read More...

ଆଇଆରଇଏଲ୍ ସୌଜନ୍ୟରେ ପୋଡାପଦରଠାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ୍ (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ପ୍ରମୁଖ ଅଞ୍ଚଳରେ ଭ୍ରାମ୍ୟମାଣ ବହିଃ-ଚିକିତ୍ସା ସେବା କମ୍ପାନୀ ଯୋଗାଇ ଆସୁଅଛି । ଏହି
Read More...

ପଦ୍ମପୁରରେ ନାଗପଞ୍ଚମୀ ଅବସରରେ ମହାରୁଦ୍ରାଭିଷେକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଜ୍ୟୋତିଷ ଅନୁଷ୍ଠାନ ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା ପ୍ରତିଷ୍ଠାନ ଟ୍ରଷ୍ଟ୍ ଆନୁକୂଲ୍ୟରେ ଗତ ଅଗଷ୍ଟ ୨୧ ତାରିଖରେ ପଦ୍ମପୁର ମେହେରପଡା ସ୍ଥିତ କଟାବନ୍ଧ ନିକଟସ୍ଥ ସପ୍ନେଶ୍ୱର ବାବାଙ୍କ ମନ୍ଦିରରେ ନାଗପଞ୍ଚମୀ ଅବସରରେ ସାମୁହିକ
Read More...

ପାଇକମାଲ ଅବକାରୀ ବିଭାଗ ଦ୍ଵାରା କଫ ସିରଫ୍‌ ଜବତ : ଅଭିଯୁକ୍ତ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକଙ୍କର ନିର୍ଦ୍ଦେଶ କ୍ରମେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଦ୍ମପୁର ଅବକାରୀ ଇନ୍ସପେକ୍ଟର ରଶ୍ମିତା ଲାକ୍ରାଙ୍କ ତତ୍ୱାବଧାନରେ ପାଇକମାଲ ଭାରପ୍ରାପ୍ତ ଅବକାରୀ ଅଧିକାରୀ ସିଦ୍ଧାନ୍ତ ପାତ୍ର, ଏକ
Read More...