Yearly Archives

2023

ସଂକୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟ କୁମାର ସାହୁ ( ଝାରବନ୍ଧ ବ୍ଲକ ଏବିଓ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ
Read More...

ରାସ୍ତା ବନ୍ଦ କଲା ରେଳ ବିଭାଗ : ମାଲଗୋଦାମପଡା ବାସିନ୍ଦାଙ୍କ ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ୧୭ ନଂ ୱାର୍ଡ ଅନ୍ତର୍ଗତ ମାଲଗୋଦାମପଡା ବାସିନ୍ଦା ରେଳଷ୍ଟେସନ ଦେଇ ଯାଉଥିବା ରାସ୍ତାକୁ ଯାତାୟାତ ପାଇଁ ବ୍ୟବହାର କରୁଥିଲେ । ଆଜି ରେଳ ବିଭାଗ ତରଫରୁ ଏହି ରାସ୍ତାକୁ ବନ୍ଦ କରି ଦିଆଯାଇଛି । ପଡାକୁ ଯିବା ପାଇଁ ଏକ ମାତ୍ର ରାସ୍ତାକୁ ପ୍ରଶାସନ ବନ୍ଦ
Read More...

ମୃତକ ପରିବାରକୁ ଆଦିବାସୀ ସମାଜର ସହାୟତା

କାଶୀପୁର : ମୃତକ ପରିବାରକୁ ଆର୍ଥିକ ସହାୟତା ଦେଲେ ଆଦିବାସୀ ସମାଜର କାର୍ଯ୍ୟକର୍ତ୍ତା । କାଶୀପୁର ବ୍ଲକ ଆଦିବାସୀ ସମାଜର କାର୍ଯ୍ୟକର୍ତ୍ତାମାନେ ଆଜି ଘୁମୁଣ୍ଡି ମାଣ୍ଡିଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ରାସନ ସାମଗ୍ରୀ ଦେବା ସହ ଆର୍ଥିକ ସହାୟତା କରିଛନ୍ତି । ଗୋରଖପୁର ପଞ୍ଚାୟତ
Read More...

ହାଇୱା ଧକ୍କାରେ ୨ କିନ୍ନର ମୃତ

ଲହୁଣୀପଡ଼ା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ବଡ଼ ପୁରୁଣାପାଣି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ୨ କିନ୍ନର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ୨ ଜଣ କିନ୍ନର କେନ୍ଦ୍ରିକଳା ଗାଁର ରାଜା ପାତ୍ର ଏବଂ ଦଣ୍ତଡିହ ଗ୍ରାମର ରଥ କିଷାନ ବୋଲି
Read More...

ଇଟା ଭାଟିରୁ ମହିଳାଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅମ୍ଭଠା ଗାଁ ନିକଟରେ ଥିବା ଇଟା ଭାଟିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକ ମହିଳା ଜଣକ ପାଟପୁର ଥାନା ପଳାଶପୁର ଗ୍ରାମର ୧୯ ବର୍ଷୀୟ ସୁଲତା ଦାସ । ସୂଚନା ଅନୁସାରେ ଇଟା ଭାଟିରେ ପଳାସପୁର ଗାଁର ରଞ୍ଜନ ଦାସ ଓ ତାଙ୍କ
Read More...

କଫ୍‌ ସିରଫ୍‌ କାରବାର କରି ୩ ଅଭିଯୁକ୍ତ

ବରଗଡ଼ : କଫ୍‌ ସିରଫ୍‌ କାରବାରର ବଡ଼ ପର୍ଦ୍ଦାଫାସ କରିଛି ବରଗଡ଼ ପୁଲିସ୍ । ୮,୩୮୦ କଫ୍‌ ସିରଫ୍‌ ବୋତଲ ଜବତ କରିବା ସହିତ ପୁଣି ୩ ଜଣଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତମାନେ ‌ହେଲେ ସିଦ୍ଧାନ୍ତ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ଲକ୍ଷ୍ମୀଧର ବେହେରା । ପ୍ରଥମ ୨ ଜଣଙ୍କର ଘର କଟକ
Read More...

ଚାକିରି ଦେବାକୁ କହି ଠକୁଥିଲେ, ବନ୍ଧା ହେଲେ ୩ ଯୁବକ

ଭୁବନେଶ୍ୱର : ରାଜ୍ୟରେ ବେକାରି ସଂଖ୍ୟା ବଢୁଥିବାରୁ ଯୁବକ-ଯୁବତୀମାନେ ଚାକିରି ପଛରେ ଗୋଡ଼ାଉଛନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନଥିବା ଯୁବପିଢ଼ି ଚାକିରି ଲୋଭରେ ପଡ଼ି ଠକ ଓ ଦଲାଲଙ୍କ ହାବୁଡ଼ରେ ପଡୁଛନ୍ତି । ଏହି କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ଆର୍ଥିକ
Read More...

ନିର୍ମାଣାଧୀନ ପୁରୀ ବିମାନବନ୍ଦର ପରିଦର୍ଶନ କଲେ ଉନ୍ନୟନ କମିଶନର ଅନୁ ଗର୍ଗ

ପୁରୀ : ନିର୍ମାଣାଧୀନ ପୁରୀ ବିମାନବନ୍ଦର ପରିଦର୍ଶନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଏଥିସହିତ ପୁରୀର ଅନ୍ୟାନ୍ୟ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିର୍ମାଣାକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଛନ୍ତି ।
Read More...

ଜାଲ୍ ନୋଟ୍ ଜବତ ସହ ୨ ଗିରଫ୍‌

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସନ୍ତରାଗଡ଼ିଆରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩୨ ହଜାର ୭୦୦ ଜାଲ୍ ନୋଟ୍ ଜବତ କରାଯାଇଥିବା ଜଣାପଡିଛି । ଏହି ଚଢାଉ କରି ଜଣେ ମହିଳା ସମେତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି ।
Read More...

ଛତ୍ରପୁର ସ୍ଥିତ ବ୍ରହ୍ମାକୁମାରୀ ଶାଖା ପକ୍ଷରୁ ଦାଦି ପ୍ରକାଶ ମଣିଙ୍କ ୧୬ତମ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଦାଦି ପ୍ରକାଶ ମଣିଙ୍କ ଶୁକ୍ରବାର ୧୬ତମ ସ୍ମୃତିଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଇଣ୍ଡିଆନ୍
Read More...