Yearly Archives

2023

ଓହୋ ଆପ୍‌ ଓ କମ୍ପ ଏଜୁଟେ୍‌କ ଆପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦ୍ରଶେଖରନଗର ସ୍ଥିତ କେବିଭିଟିଆଇ ତରଫରୁ ୮ମ ପ୍ରତିଷ୍ଠା ଦିବସ ଅବସରରେ ଓହୋ ଆପ୍‌ ଓ କମ୍ପ ଏଜୁଟେ୍‌କ ଆପ୍‌ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଜେଡ଼ିର ପ୍ରଦୀପ ଗୁରୁ, ଅଲ୍‌ ଓଡ଼ିଶା ଟେକ୍ସ ବାର୍‌ ଏସୋସିଏସନ୍‌ର ଜଏଣ୍ଟ ସେକ୍ରେଟାରୀ
Read More...

୫ମ ବଲାଙ୍ଗିର ମ୍ୟୁନିସିପାଲିଟିସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଜ୍ଞାନ ମିଶନ୍‌ ଆନୁକୂଲ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟଠାରେ ୫ମ ବଲାଙ୍ଗିର ମ୍ୟୁନିସିପାଲିଟିସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଶ୍ରୀମଦ୍‌ ଭଗବତ ଗୀତାର ତୃତୀୟ
Read More...

କୁଲତା ସମାଜର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହର୍ଡାଟାଲଠାରେ କୁଲତା ସମାଜର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସଭା କୁଲତା ସମାଜ, ହର୍ଡାଟାଲ କେନ୍ଦ୍ରର ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରାମଚଣ୍ଡି ପୀଠ, ହର୍ଡାଟାଲ କେନ୍ଦ୍ରର ସଭାଗୃହରେ
Read More...

ଟ୍ରକ ଉପରକୁ ଚଢିଗଲା ସ୍କୁଟି : ୨ ମୃତ, ୨ ଗୁରୁତର

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲହୁଣିପଡାରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ହସ୍‌ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡିଛି ।
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଅଗଷ୍ଟ ମାସର ଅଧ୍ୟାୟରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଅତୀତରେ କେବେ ଶ୍ରାବଣ ମାସରେ ଦୁଇ ଦୁଇ ଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହୋଇଥିବା ମୋର ମନେ ପଡ଼ୁନି, କିନ୍ତୁ ଏଥର ତାହା ହେଉଛି । ଶ୍ରାବଣ
Read More...

ରାଜ୍ୟ ମହିଳା ଉଷୁ ଲିଗ ପାଇଁ ୧୪ ଜଣ ଖେଳାଳୀ ମୋନନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଝାରସୁଗୁଡା ବେଲପାହାଡ ସ୍ଥିତ ଜୁବୁଲି ହଲଠାରେ ଖେଲୋ ଇଣ୍ଡିଆ ରାଜ୍ୟ ମହିଳା ଉଷୁ ଲିଗ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୨୫୦ରୁ ୩୦୦ ଖେଳାଳୀ ଯୋଗଦେବେ । ପ୍ରତିଯୋଗିତାରେ ଯୋଗଦେବା ପାଇଁ ବଲାଙ୍ଗିର
Read More...

ସମାଜସେବୀ ବିଶ୍ୱନାଥ ବେହେରାଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ବରିଷ୍ଠ ସଦସ୍ୟ ସମାଜସେବୀ ବିଶ୍ୱନାଥ ବେହେରାଙ୍କର ତା୨୪/୮/୨୦୨୩ ରିଖ ଦିନ ଭୁବନେଶ୍ଵରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ‌ହୃଦ୍‌ଘାତ ଯୋଗୁଁ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ରାଉରକେଲା ଇସ୍ପାତ
Read More...

ଗନ୍ଧର୍ଲା ଗାଁରେ ବିଜେଡିର କର୍ମୀ ସମ୍ମିଳନୀ : ୨୦୨୪ ନିର୍ବାଚନରେ ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁଙ୍କୁ ଟିକେଟ ପାଇଁ…

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍‌ର ଗନ୍ଧର୍ଲା ଗାଁର ସର୍ବ ସାଧାରଣ ଖେଳ ପଡିଆଠାରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ନିର୍ବାଚନରେ ବିଜେଡି ଜିଲ୍ଲା ଉପସଭାପତି
Read More...

ବର୍ଷା ପାଇଁ ଲୋକେ କଲେ ପାଣି ପ୍ରହରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ । ମଣିଷ ଚନ୍ଦ୍ରକୁ ଯାଇ ବସବାସ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏପଟେ କିନ୍ତୁ ବର୍ଷା ହେବା ପାଇଁ ଲୋକେ ନାମଯଜ୍ଞ ବା ପାଣିପ୍ରହରୀ କରିଥିବା ଜଣାଯାଇଛି । ଚଳିତ ବର୍ଷ ଯୋଡ଼ା
Read More...

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀରେ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ୧୩ରୁ ୩୦ ଜିଲ୍ଲା ଘୋଷଣା କରିଥିଲେ । ସେତେବେଳଠାରୁ ଟିଟିଲାଗଡକୁ ୩୧ ନମ୍ବର ଜିଲ୍ଲା ମାନ୍ୟତା ଦାବୀରେ ଆଜିକୁ ଦୀର୍ଘ ୩୦ ବର୍ଷ ହେଲା ଆନ୍ଦୋଳନ ଜାରି ରହିବା ସତ୍ତ୍ୱେ କାହିଁକି ଜିଲ୍ଲା ଘୋଷଣା ହେଉ ନାହିଁ ବୋଲି ଲୋକେ
Read More...