Yearly Archives

2023

ନିଜ ଜନ୍ମ ଦିନରେ ବୃକ୍ଷରୋପଣ କଲେ ଟିଟିଲାଗଡ଼ ସହରର ସୁଚିସ୍ମିତା ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିଜ ଜନ୍ମଦିନରେ ତଥା ନିଜ ବଡ଼ ଭାଇ ସ୍ୱର୍ଗତ ରାଜେଶ ଗୋପାଲ ଷଡ଼ଙ୍ଗୀଙ୍କ ସ୍ମୃତି ବୃକ୍ଷରୋପଣ କରି ଚର୍ଚ୍ଚାରେ ଅଛନ୍ତି ଟିଟିଲାଗଡ଼ ସହରର ସୁଚିସ୍ମିତା ଷଡ଼ଙ୍ଗୀ । ସୁଚିସ୍ମିତା ଟିଟିଲାଗଡ଼ର ସହରର ବାସିନ୍ଦା ହୋଇଥିବା ବେଳେ ଟିଟିଲାଗଡ଼ ସହରର
Read More...

ଶେଷ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଭିଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଶ୍ରବଣ ମାସର ଶେଷ ସୋମବାରରେ ଶିବ ଲିଙ୍ଗରେ ଜଳାଅଭିଷେକ କରି ପୁଣ୍ୟପ୍ରାପ୍ତି ସକାଶେ ରବିବାର ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଘାଟରେ କାଉଡିଆଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ କାଉଡ଼ିଆମାନେ ବିଭିନ୍ନ ଯାନ
Read More...

ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ

ମଞ୍ଚସ୍ଥ ହେବ "ଏଇ ଯେ ସୂର୍ଯ୍ୟ ଉଏଁ" ଓ "ପରଶୁର ଉତ୍ତର ଦାୟିତ୍ଵ" ମ.ରାମପୁର, (ହେମନ୍‌ନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ଆସନ୍ତା ନଭେମ୍ବର ମାସରେ ଶତ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳନ କରିବ । ଏହି ମହୋତ୍ସବ ଅବସରରେ ଓଡ଼ିଶାର
Read More...

ସ୍ପେଶାଲ ଅଲମ୍ପିକ୍ସ, ଓଡ଼ିଶା ଆନୁକୂଲ୍ୟରେ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଭିନ୍ନକ୍ଷମ ଅନୁଷ୍ଠାନର ଆବାହକ ସରୋଜ ମହାନ୍ତିଙ୍କ ଆହ୍ଵାନରେ ହୋମ୍ ଆଣ୍ଡ ହୋପ୍ ବିଦ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ସ୍ପେଶାଲ ଅଲମ୍ପିକ୍ସ କମିଟି ତରଫରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ଭିନ୍ନକ୍ଷମଙ୍କ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା
Read More...

ୟୁଥ ହଷ୍ଟେଲସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୧୧୪ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ହଷ୍ଟେଲସ ଆସୋସିଏସନ୍ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ୧୧୪ତମ ପ୍ରତିଷ୍ଠା ଦିବସ ସେକ୍ଟର ୩ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । ରାଉରକେଲା ଶାଖାର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ଇସ୍ପାତ ନଗର କମିଟି ତରଫରୁ ଆସନ୍ତା ଖଡ୍ଗ ଶୋଭାଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ବାବାଜୀ ଚରଣ
Read More...

ଆଜି ମୋର ପୁରୁଣା କର୍ମ ଭୂମିସ୍ଥଳ ଆସି ମୁଁ ଗର୍ବିତ : ଭି.କେ. ପାଣ୍ଡିୟାନ

ଛତ୍ରପୁର ମୋର କର୍ମ ଭୂମି, ଛତ୍ରପୁର ଆସିଲେ ମୋ ଘରକୁ ଆସିଲା ଭଳି ମୁଁ ଗର୍ବିତ : ଭି.କେ. ପାଣ୍ଡିୟାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି-ଷ୍ଟାଡିୟମରେ ବ୍ୟୋମ-ଯାନରେ ଅବତରଣ କରି ମୁଖ୍ୟ-ଷ୍ଟାଡିୟମକୁ ବାହାନ ଯୋଗେ ସଭା-ମଞ୍ଚ ସ୍ଥଳକୁ
Read More...

ନବ ନିଯୁକ୍ତ ସେନା ବାହିନୀମାନଙ୍କୁ ଅଭିନନ୍ଦନ

ଶିବତଲା‌, (କେପିଏନ୍‌ଏସ୍‌) : ଶିବତଲା‌ ସେବା ଶାନ୍ତି ସଙ୍ଗଠନ ତରଫରୁ ରବିବାର ଶିବତଲା ସହୀଦ କିଶୋର ମଲ୍ଲିକ ସ୍ମୃତି ପୀଠ ସ୍ଥଳରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତୀୟ ସେନା ବାହିନୀରେ ଶିବତଲା ପଞ୍ଚାୟତର ଶତାଧିକ ଯୁବକ ନିୟୋଜିତ ଥିବା ବେଳେ ନବ ନିଯୁକ୍ତ ଯୁବକମାନଙ୍କୁ
Read More...

ସ୍ଵତନ୍ତ୍ର ଉପକାରାଗାରରେ ଥିବା ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରରେ ଥିବା ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ, କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗ୍ରାମର ଜଣେ ୨୮ ବର୍ଷିୟ ଯୁବକ ଶୁକରାମ ମୁଣ୍ଡା ଗତ ୨୦୨୦ ମସିହାରୁ
Read More...