Yearly Archives

2023

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସମ୍ବଲପୁର : ଆଜି ସକାଳ ୮ଟାରେ କମିଶନର ବେଦ ଭୂଷଣଙ୍କ ଦ୍ଵାରା ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଛି । ଏହା ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ କମିଶନର ବେଦ ଭୂଷଣଙ୍କ
Read More...

ବଲାଙ୍ଗିର ଇନ୍ଦିରା ନଗରଠାରେ ମେଗା ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇନ୍ଦିରା ନଗର ୱାର୍ଡ ନ.୨୦ଠାରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସର ମଧ୍ୟରେ ସୁଶ୍ରୀ ଗାୟିତ୍ରୀ ଭୋଇ (ଉପ-ନଗରପାଳ, ବଲାଙ୍ଗିର ପୌର ପରିଷଦ)ଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର
Read More...

ଟିଟିଲାଗଡ ସାହିତ୍ୟ ସଂସ୍କୃତି ପକ୍ଷରୁ ସ୍ୱାଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସାହିତ୍ୟ ସଂସ୍କୁତି ପକ୍ଷରୁ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳେ ଗଙ୍ଗାଧରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି
Read More...

ଟିଟିଲାଗଡ଼ରେ ୮୫ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ପୌରପରିଷଦ ତରଫରୁ ୮୫ତମ ସ୍ୱାୟତ୍ତ ଶାସନ ଦିବସ ସ୍ଥାନୀୟ ରାଜକନୱାର ପାର୍କ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ
Read More...

ପ୍ରଧାନ ଶିକ୍ଷକ ଜ୍ୟୋତିଚରଣ ନାଗଙ୍କ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମର ସମାଜସେବୀ ସୁଦର୍ଶନ ତାଣ୍ତି, ଶିକ୍ଷାବିତ୍ ଭୁବନେଶ୍ୱର ଜାଲ୍, ଚଞ୍ଚଳ ମାଝୀ, ସିଆର୍‌ସିସି
Read More...

କିଛି ଦିନର ନୀରବତା ପରେ ପୁଣି କଫ ସିରପ ଜବତ : ୨ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବୁଧବାର ବେଆଇନ କଫ ସିରପ କାରବାର କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୃଥକ ପୃଥକ ଜାଗାରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର
Read More...

ଲୋୟର ସୁକତେଲ ପ୍ରକଳ୍ପ ଡେମ୍‌ ସାଇଟରେ ଠିକା ଶ୍ରମିକଙ୍କ ଆତ୍ମହତ୍ୟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ମାଗୁରବେଡା ନିକଟସ୍ଥ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ କାମ କରୁଥିବା ଜନୈକ ଠିକା ଶ୍ରମିକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଶ୍ରମିକଙ୍କ ନାମ ନରେଶ୍ୱର ଷାଣ୍ଢ(୨୭) ଓ ତାଙ୍କ ଘର ଅନୁଗୁଳ ଜିଲାରେ
Read More...

ରଘୁନାଥପାଲ୍ଲୀ ମହିଳା ବିଜୁ ଜନତା ଦଳ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ମହିଳା ସଭାନେତ୍ରୀ ଇନ୍ଦିରା ନାୟକଙ୍କ ନେତୃତ୍ୱରେ ରାଉରକେଲା ଭଞ୍ଜଭବନ ପରିସରରେ ହତ୍ସୋଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇଙ୍କ
Read More...

ମହାବୀର କଲେଜଠାରେ ଉପଖଣ୍ଡସ୍ତରୀୟ ସଂଚୟ ଆର୍ଥିକ ସ୍ଵାକ୍ଷରତା ଅନ୍ତର୍ଭୁକ୍ତକରଣ ସଚେତନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଁଲା ସ୍ଥିତ ମହାବୀର କଲେଜଠାରେ ଉପଖଣ୍ଡସ୍ତରୀୟ ସଂଚୟ ଆର୍ଥିକ ସ୍ଵାକ୍ଷରତା ଅନ୍ତର୍ଭୁକ୍ତକରଣ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇ । ଏହି ସଚେତନ ଶିବର ଓଡ଼ିଶା ସରକାରଙ୍କ ପୋଷ୍ଟାଲ ସଂଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟର ଅର୍ଥ ବିଭାଗ
Read More...

ଶ୍ରଦ୍ଧାରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରଦ୍ଧାର ସ୍ଵତନ୍ତ୍ର ପିଲା (ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ), ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କମିଟି ସଭ୍ୟମାନଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଦୀର୍ଘ ମାସକ ପୂର୍ବରୁ ଶ୍ରଦ୍ଧାର ଏହି ଦିବ୍ୟାଙ୍ଗ
Read More...