ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ସାଜିଛି ମରଣଯନ୍ତା
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲେଟ ଭାୟା ପଦ୍ମପୁରରୁ ବଲାଙ୍ଗିର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଡାଙ୍ଗବାହାଲଠାରେ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ବେଳେ ଗାଇସିଲେଟ ସଦର ମହକୁମାକୁ ମଧ୍ୟ ସଂଯୋଗ କରୁଛି । ଏହି ରାସ୍ତାରେ!-->…
Read More...
Read More...