Yearly Archives

2023

ରକ୍ତଦାନ ଶିବିରରେ ଯୋଗଦେଲେ ବିଧାୟକ ସରୋଜ କୁମାର ମେହେର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବେଲପଡା ଜନକଲ୍ୟାଣ ଷ୍ଟ୍ରଟ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରିଥିବା ବେଳେ
Read More...

ହିଞ୍ଜିଳିକାଟୁ ଥାନାର ନୂତନ ଥାନାଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚର୍ଚ୍ଚିତ ସହର ହିଞ୍ଜିଳିକାଟୁ ଥାନାର ନୂତନ ଥାନା ଅଧିକାରୀ ଭାବେ ଶ୍ରୀନିବାସ ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ହିଞ୍ଜିଳିକାଟୁ ଥାନାରେ ଅଭିମନ୍ୟୁ ଦାସ ଥାନା
Read More...

ବରିଷ୍ଠ ପୂର୍ବତନ ବିଧାୟକ ଡ଼ା.ଚ୍ୟାଉ ପଟ୍ଟନାୟକଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବରିଷ୍ଠ ରାଜନେତା ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲାର ବିଜେଡି ସଭାପତି ଏବଂ ରାଜ୍ୟ ଯୋଜନାବୋର୍ଡ଼ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଚ୍ୟାଉ ପଟ୍ଟନାୟକଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି ।
Read More...

ଆଇ.ଆର.ଇ.ଏଲ୍ ତରଫରୁ ମାଗଣା ବହିଃଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ପ୍ରମୁଖ ଅଞ୍ଚଳରେ ଭ୍ରାମ୍ୟମାଣ ବହିଃଚିକିତ୍ସା ସେବା କମ୍ପାନୀ ଯୋଗାଇ ଆସୁଅଛି ।
Read More...

ବଲାଙ୍ଗିରରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ଅକାଦେମି ଓ ରଚନାର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ସହରର ପତିତପାବନ ଏକାଡେ଼ମୀର ସଭାଗୃହରେ ‘ଓଡ଼ିଆ ଯୁବ ଲେଖକ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍‌ଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ବିଜୟ କୁମାର
Read More...

କଂଟାବାଂଜି ପୋଲିସ ଦ୍ୱାରା ସାଢେ ୩ କେଜି ଗଂଜେ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହର ୱାର୍ଡ ନଂ. ୧୩ ସିଙ୍ଗାଲପଡାର ଜଣେ ଯୁବକଙ୍କ ଘରୁ ପୋଲିସ ସାଢେ ୩ କେଜି ଗଂଜେଇ ଜବତ କରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ସବ୍‌ ଜେଲକୁ ପଠାଯାଇଥିବା ପୋଲିସ ସୂଚନା ଦେଇଛି । କଂଟାବାଂଜି
Read More...

ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସୂଚନାନୁସାରେ ସମଗ୍ର ରାଜ୍ୟରେ ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳିତ ହେବ । ଏହି ମହାନ କାର୍ଯ୍ୟର ମହତ୍ ଉଦ୍ଦେଶ୍ୟରେ ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ସ୍ୱଚ୍ଛତା ପକ୍ଷ ନୂଆପାଲି ସରକାରୀ ପ୍ରାଥମିକ
Read More...

ନୂଆ ଗୁଡେଶିରା ହାଫ୍ ଡ଼େ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବାଗେଇବିରା ଚାମ୍ପିୟାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ଗ୍ରାମରେ ହାଫ୍ ଡ଼େ ଫୁଟବଲ ପ୍ରତଯୋଗିତା ଚାରିଟି ଟିମ୍ ସଂୟା, ବଗେଇବିରା, ସାଉନ୍ତପୁର, ବାଞ୍ଜେନବାହାଲକୁ ନେଇ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ସାଂସଦ
Read More...

ଚଣ୍ଡୀ ମନ୍ଦିରରେ ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ମନ୍ଦିର ନିକଟସ୍ଥ କୁଲିତା ଜାତିର ଇଷ୍ଟଦେବୀ ରଣେଶ୍ୱରୀ ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ସଭାରେ ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କ ଫୋଟୋ ଚିତ୍ରରେ ମନ୍ଦିର ପୂଜକ
Read More...

ବ୍ରାହ୍ମଣପଡା ଲକ୍ଷ୍ମୀଯୋର ସେତୁର ଲୋକାର୍ପଣ କଲେ ନରସିଂହ

ବଲାଙ୍ଗିରର ବିକାଶ ପ୍ରକ୍ରିୟା ନିରନ୍ତନ ଜାରି ରହିବ : ନରସିଂହବିକାଶ ବିରୋଧୀଙ୍କ କୁମ୍ଭୀର କାନ୍ଦଣାର ଉଚିତ୍‌ ଜବାବ ଦେବେ ଜନତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣପଡା ଲକ୍ଷ୍ମୀଯୋର ସେତୁର ଲୋକାର୍ପଣ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ,
Read More...