Yearly Archives

2023

ସ୍ୱାସ୍ଥ୍ୟ ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଦିନଠାରୁ ଡ଼. ପ୍ରଫେସର ସଚିଦାନନ୍ଦ ବେହେରା ୩୫ ବର୍ଷ ଚାକିରି କରି ବର୍ତ୍ତମାନ ୬୫ ବର୍ଷ ବୟସରେ ସାଇକେଲ ଯୋଗେ ଅମରାବତୀ (ମହାରାଷ୍ଟ୍ର)ରୁ ଭୁବନେଶ୍ୱର ଅଭିମୁଖେ ବାହାରି ସୋମବାର ଦିନ ଦିବା ୧୨.୧୫ମି. ସମୟରେ ପଦ୍ମପୁରରେ
Read More...

ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫.୦ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫.୦ ଉଦ୍‌ଘାଟିତ ହୋଇଯାଇଛି । ଏହାର ଉଦ୍‌ଘାଟନ କନ୍ଧପାଲିଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର
Read More...

ଆଗଲପୁର ବ୍ଲକ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ୩ ଦଫା ଦାବୀ ଯଥା କେନ୍ଦ୍ରୀୟ ହାରରେ ୬ଗୋଟି
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର କଲେଜ ଛକ ସ୍ଥିତ ବିଦ୍ୱାନ ଏକାଡେମୀ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଡିପିଡିଏ) ବଲାଙ୍ଗିରର ନେତୃତ୍ୱରେ କନିଷ୍ଠ ଶିକ୍ଷକ ସଂଘ ତଥା କଳା ଓ କ୍ରିଡା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ନୂଆଁଖାଇରେ ଇଷ୍ଟଦେବୀ ମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରିବା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ନୂଆଁଖାଇ ଅବସରରେ ଆଗାମୀ ୧୯ ଓ ୨୦ ତାରିଖ ଦିନ ବଲାଙ୍ଗିର ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ମନ୍ଦିରକୁ ଆଲୋକମାଳା ଓ ପୁଷ୍ପରେ ସଜ୍ଜିତ କରିବା ପାଇଁ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର
Read More...

ଏଆଇଟିୟୁସିର ଶ୍ରମିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ଏବଂ ଦୂତିକୃଷ୍ଣ ପଣ୍ଡା ସ୍ମାରକୀ ଓ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ପଶ୍ଚିମ ଓଡିଶାର ଏଆଇଟିୟୁସି ସହ ଅନନୁବଦ୍ଧିତ ବିଭିନ୍ନ କ୍ଷେତ୍ରର ଆଗୁଆ ଶ୍ରମିକସାଥୀମାନଙ୍କର ଆଜିଠାରୁ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ
Read More...

ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ୩୪ତମ କ୍ୟାଜେଟ ଓ ଜୁନିୟର ରାଜ୍ୟ କରାଟେ ଚମ୍ପିୟାନସିପ୍‌ -୨୦୨୩ ଚଳିତ ମାସ ୧୦ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଓଡିଶା ରାଜ୍ୟର ସର୍ବମୋଟ ୧୭୮ ଜଣ କରାଟେକା ଅଂଶ ଗ୍ରହଣ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ
Read More...

ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ଉତ୍କଳର ବାର୍ଷିକ ସାଧାରଣ ସଭା ଭ୍ରମର ହୋଟେଲ ବଲାଙ୍ଗିର ଜିଲ୍ଲାରେ ମହାସାରୋହରେ ପାଳିତ ହୋଇଯାଇଅଛି । ପ୍ରାନ୍ତ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ କ୍ଷେତ୍ର ପ୍ରମୁଖ ସୁଧୀର ରଂଜନ
Read More...

ମହିଳା ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସହାୟତା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସହାୟତା ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଇତିହାସ ବିଭାଗର ଅଧ୍ୟାପିକା ତଥା ଯୁବ ରେଡକ୍ରସ କାଉନସିଲର ନିଳୀମା ନାୟକଙ୍କ ଦ୍ୱାରା
Read More...

ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ୪ ଜଣ ଆଦିବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୩ ଦଫା ଦାବୀ ନେଇ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ଆମରଣ ଅନଶନ ଓ ଧାରଣାରେ ବସିଥିବା ଜଣାପଡିଛି । ଭାଗିରଥି ଭୁଏ, ଭୂମି ଭୁଏ, ତପିସା ଭୁଏ, ସେବତୀ ଭୁଏ
Read More...